ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର କ୍ରୀଡା ପ୍ରାଙ୍ଗଣରେ ମାଇଁ ଭାରତ କେନ୍ଦ୍ର ପକ୍ଷରୁ ଶ୍ରୀକର ଭଞ୍ଜ ଯୁବ ପରିଷଦ ସହଯୋଗରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର କ୍ରୀଡା ପ୍ରତିଭାକୁ ବିକାଶିତ କରିବା ଲକ୍ଷ୍ୟରେ…
Author: Shree khetra News
ଅଧରାତ୍ରି ରେ ଜନସେବା କେନ୍ଦ୍ରରେ ଚୋରି।
କେନ୍ଦୁଝର/ଯୋଡ଼ା (ପ୍ରଦୀପ କୁମାର ମହନ୍ତ) : ଯୋଡ଼ା ପୌରପାଳିକା ଅନ୍ତର୍ଗତ ଯୋଡ଼ା ଥାନା ପାଖରେ ଅବସ୍ଥିତ ଏକ ଜନସେବା କେନ୍ଦ୍ରରେ ଗତ ରାତିରେ ଚୋରି ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ କିଛି ଦୁବୃର୍ତ୍ତ ବିଗତ ରାତ୍ରୀ ସମୟରେ ଜନସେବା…
ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ବୁଗୁଡା ପିପୁଲସ କଲେଜର ଦୁଇ ଏନସିସି କ୍ୟାଡେଟ୍
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ଆସନ୍ତା ୨୦୨୬ ଜାନୁଆରୀ ୨୬ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ ବୁଗୁଡା ପିପୁଲସ କଲେଜର ଦୁଇଜଣ…
ନୂଆଗାଁ ଠାରେ ୱାଟରସେଡ୍ ମହୋତ୍ସବ
ଅନୁଗୋଳ (ଅଜିତ କୁମାର ଭୋଇ): ଆଜି ବଡକନ୍ତକୂଳ ପଞ୍ଚାୟତ ନୂଆଗାଁ ଠାରେ ୱାଟରସେଡ୍ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଜୟଶଙ୍କର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ…
ଏନଏସଏସ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲସ କଲେଜର ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ ୧ ଓ ୨ ପକ୍ଷରୁ ପ୍ରସିଦ୍ଧ ଐତିହ୍ୟ ଓ ଶୈବପୀଠ ବୁଦ୍ଧଖୋଲାଠାରେ ଏନଏସଏସର ଉଭୟ ୟୁନିଟର ସ୍ବେଛାସେବୀଙ୍କ ଦ୍ଵାରା “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ…
ସୁବର୍ଣ୍ଣପୁରରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ
ସୁବର୍ଣ୍ଣପୁର( ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣ୍ଣପୁର ଜିଲ୍ଲା ସଦର ଏନ ଜି ଓ ସି ସି ସମ୍ମିଳନୀ କକ୍ଷ ରେ ରେଆର ସୋନପୁର ଓ ଉପ ନିୟନ୍ତ୍ରକ ବୈଧ ମାପ, ଓଜନ ବିଭାଗ ମିଳିତ ଆନୁକୂଲ୍ୟରେ ତଥା ଖାଦ୍ୟ ଯୋଗାଣ ତଥା ଖାଉଟି…
ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ଥାନୀୟ ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବାଳ ଗୋପାଳ ଶତପଥି ମୁଖ୍ୟ ପୁରୋଧା ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ। ଅତିଥି…
୧୫ ତମ ସର୍ବ ଭାରତୀୟ ଓପନ ଚମ୍ପିୟାନସିପ୍ ୨୦୨୫ ରେ ଅନୁଗୁଳର ୨୬ ଜଣ ଖେଳାଳୀ
ଅନୁଗୁଳ(ଅଜିତ କୁମାର ଭୋଇ) :ଭୁବନେଶ୍ଵର ଉତ୍କଳ କରାଟେ ସ୍କୁଲରେ ଡିସେମ୍ବର ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଓସ୍କା ପକ୍ଷରୁ ୧୫ ତମ ସର୍ବ ଭାରତୀୟ ଓପନ ଚମ୍ପିୟାନସିପ୍ ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଅନୁଗୁଳର ୨୬ ଜଣ ଖେଳାଳୀ ଯାଉଥିବାବେଳେ…
ଡିସେମ୍ବର ୨୮ ରୁ ଜିଲ୍ଲା ଓ ଊପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୫
ଅନୁଗୁଳ (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ଓ ଊପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୫ ଆସନ୍ତା ତା.୨୮.୧୨.୨୫ ରିଖ ଠାରୁ ତା.୧.୧.୨୦୨୬ ରିଖ ପର୍ଯ୍ୟନ୍ତ କିଶୋରନଗର ବର ପଡିଆ ଡିଗ୍ରୀ କଲେଜ ଠାରେ ଅନୁଷ୍ଠିତ ହେବ । ଏହି…
