‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିଲା ଜଳସ୍ତର, ବାଘୁଆ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବଢ଼ିଲା ବାଘୁଆ ଜଳଭଣ୍ଡାରର ଜଳସ୍ତର। ବିପଦ ସଙ୍କେତ ନିକଟରେ ପହଞ୍ଚିଲା ଜଳସ୍ତର।ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରର ସୁରକ୍ଷା ଓ ଜଳସ୍ତରର ବିପଦକୁ ଆଖି ଆଗରେ…

ରେଙ୍ଗାଳି ଦକ୍ଷିଣ କେନାଲରେ ବୁଡ଼ି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ବଅଁରପାଳ (ଅଜିତ କୁମାର ଭୋଇ) : ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମର ଆମ୍ବସାହି ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ କେନାଲରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବାତାବରଣ ସୃଷ୍ଟି…

କଣିହାଁରେ ଯୌତୁକ ଜନିତ ମୃତ୍ୟୁ ଅଭିଯୋଗ ! ସ୍ୱାମୀ ଗିରଫ ।

ଅନୁଗୋଳ (ଅଜିତ କୁମାର ଭୋଇ): କଣିହାଁ ଥାନା ଅଞ୍ଚଳରେ ଯୌତୁକ ଜନିତ ମୃତ୍ୟୁ ଅଭିଯୋଗ!ଅଧିକ ଟଙ୍କା ଦାବି କରି ବୋହୂଙ୍କୁ ନିର୍ଯାତନା ଓ ହତ୍ୟା କରାଯାଇଥିବା ନେଇ ଶାଶୂଘର ଲୋକଙ୍କ ବିରୋଧରେ ଅଭିଯୋଗ। ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ମଣ୍ଟୁ…

“ବିଦାୟର ଶେଷ ବନ୍ଧୁ”ସାମାଜିକ ସଂଗଠନର ଅସହାୟଙ୍କୁ ଶବଦାହ ନିମନ୍ତେ ମାଗଣା କାଠ ପ୍ରଦାନ

ଅନୁଗୋଳ (ଅଜିତ କୁମାର ଭୋଇ) : ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ। ମଣିଷର ମୃତ୍ୟୁ ହେଲେ ଶ୍ମଶାନ ରେ ଶବ ଦାହ କରାଯାଏ। ହେଲେ ଶବ ଦାହ ପାଇଁ ଜାଳେଣି କାଠ ସଂଗ୍ରହ ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ଏହି…

ଚିକେନ ତରକାରୀରେ ମୂଷାମରା ବିଷ ଦେଇ ହତ୍ୟା ! ସ୍ୱାମୀଙ୍କ ହତ୍ୟାକାରୀ ସ୍ତ୍ରୀ ଓ ପ୍ରେମିକ ଗିରଫ

ଅନୁଗୋଳ(ଅଜିତ କୁମାର ଭୋଇ) : ପ୍ରେମ ସମ୍ପର୍କକୁ ନେଇ ସ୍ୱାମୀଙ୍କ ସହ ବିବାଦ ଶେଷରେ ଭୟଙ୍କର ରୂପ ନେଇଥିବା ଅଭିଯୋଗ। ଚିକେନ ତରକାରୀରେ ମୂଷାମରା ବିଷ ମିଶାଇବା ପରେ ଗଳା ଚିପି ଓ କୁରାଢ଼ୀରେ ଆକ୍ରମଣ କରି ହତ୍ୟା କରାଯାଇଥିବା ମାମଲାରେ…

ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚଳ ପ୍ରିଣ୍ଟର: ମୋବାଇଲକୁ ପଠାଯାଉଛି ପରୀକ୍ଷା ରିପୋର୍ଟ

ବଅଁରପାଳ/ଅନୁଗୋଳ(ଅଜିତ କୁମାର ଭୋଇ) :ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାବୋରେଟୋରୀର ପ୍ରିଣ୍ଟିଙ୍ଗ୍ ମେସିନ୍ ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିରହିଥିବାରୁ ଏଠାକୁ…

ବୁଗୁଡ଼ା ଅଞ୍ଚଳ ଦୁର୍ଗାପୂଜା ପାଇଁ ଉତ୍ସବମୁଖର; ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ

ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ): ମା’ ଜଗତଜନନୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅବସରରେ ବୁଗୁଡ଼ା ସହର ସମେତ ଗ୍ରାମାଞ୍ଚଳରେ ଏବେ ମଣ୍ଡପ ଝଲସି ଉଠୁଛି। ବୁଗୁଡ଼ା ସହରର ମଦନମୋହନ ଛକ ଓ ବସଷ୍ଟାଣ୍ଡ ସାଙ୍ଗକୁ ଗ୍ରାମାଞ୍ଚଳର ବାଲିପଦର, ଗୋଲିଆ,ବାଦୁଆ,ମାଣିବନ୍ଧ ଆଦି ଗ୍ରାମରେ…

ବୁଗୁଡ଼ା ବ୍ଲକରେ ସେବାସେତୁ ଅଭିଯାନ, ହିତାଧିକାରୀଙ୍କୁ ଋଣ ଓ କାର୍ଯ୍ୟାଦେଶ ବଣ୍ଟନ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ପକ୍ଷରୁ ବ୍ଲକସ୍ତରୀୟ ସେବାସେତୁ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅଭିଯାନ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସରକାରୀ ସେବା ପ୍ରଦାନ ବ୍ୟବସ୍ଥା ଓ ଉପଲବ୍ଧ ସୁବିଧା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।…

ବାଲ୍ୟ ବିବାହ, ଶିଶୁ ଶ୍ରମ ଓ ଯୌନ ନିର୍ଯାତନା ରୋକିବା ଉପରେ ଗୁରୁତ୍ୱାରୋପ

ଛେଣ୍ଡିପଦା (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଟେଣ୍ଟୁଲୋଇ ଗ୍ରାମ ପଞ୍ଚାୟତର ଟେଣ୍ଟୁଲୋଇ ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବାଣୀନାଳୀ, ଅନୁଗୋଳ ପକ୍ଷରୁ ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲ୍‌ଡ୍ରେନ୍’ ଅଭିଯାନ ଅନ୍ତର୍ଗତ ଏକ ଗ୍ରାମସ୍ତରୀୟ ଶିଶୁ…

ବୀର ଧନଞ୍ଜୟପୁର ଶାସନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଏନ୍‌ଏସି ଅନ୍ତର୍ଗତ ଭଞ୍ଜ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ବୀର ଧନଞ୍ଜୟପୁର ଶାସନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ପବିତ୍ର ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ ଦେବୀଙ୍କ ଉତ୍ଥାପନ ସହ ସହସ୍ର କୁମ୍ଭ ସ୍ନାନ ଅନୁଷ୍ଠିତ…

Powered by Joinchat