୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ଜିଲ୍ଲା ମହୋତ୍ସବ

ଅନୁଗୋଳ (ଅଜିତ କୁମାର ଭୋଇ): ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନଧରି ଅନୁଗୋଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଆୟୋଜନ ହେବ। ଜିଲ୍ଲା ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ଚଳିତ ମାସ ୨୨ ତାରିଖରେ ଆୟୋଜନ…

ଅଗ୍ନିରୂପାଙ୍କ ଆଗମନରେ ହିଙ୍ଗୁଳା ପୀଠ ଚଳଚଞ୍ଚଳ ଲୋକାରଣ୍ୟ ହିଙ୍ଗୁଳା ପୀଠ

ତାଳଚେର(ଅଜିତ କୁମାର ଭୋଇ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୧ତମ ଲୋକ ମହୋତ୍ସବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଆଜିଠାରୁ ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ବା ବିଷ୍ଣୁ…

କୁଲାଡ଼ ରେ ୨୭ତମ ମଙ୍ଗଳା ମୋହତ୍ସବ

ଅନୁଗୋଳ/କୁଲାଡ଼(ଅଜିତ କୁମାର ଭୋଇ): କୁଲାଡ଼ର ଅଧିଷ୍ଠାତ୍ରୀ ଦେବି ମା ମଙ୍ଗଳା ଙ୍କର 27ତମ ମୋହତ୍ସବ ଅନୁଷ୍ଠିତ ହୋଇ ଅଛି, ଏଥିରେ କୁଲାଡ଼ ଗ୍ରାମର ସମସ୍ତ ଯୁବ ବର୍ଗ ଙ୍କୁ ନେଇକି ଆୟୋଜନ କରାଯାଇଥଏ, ବହୁ ଦୂର ଦୁରାନ୍ତ ରୁ ଭକ୍ତ ଆସି…

ରାଜ୍ୟ ହସ୍ତ ତନ୍ତ, ବୟନ ଓ ହସ୍ତ ଶିଳ୍ପ ଆଯୁକ୍ତ ତଥା ଜିଲ୍ଲା ନୋଡାଲ ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ରାଜ୍ୟ ହସ୍ତ ତନ୍ତ, ବୟନ ଓ ହସ୍ତ ଶିଳ୍ପ ଏବଂ ଅବକାରୀ ବିଭାଗ ଆଯୁକ୍ତ ତଥା ଜିଲ୍ଲା ନୋଡାଲ ସଚିବ ଗୁହା ପୁନମ ତାପସ କୁମାର ସୁବର୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରି ବିଭିନ୍ନ…

ସୋନପୁର ର ବିଶିଷ୍ଟ ସୂପକାର ରମେଶ ମିଶ୍ର (ବାଦୁ) ଙ୍କ ନିଧନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୋନପୁର କଲେଜ୍ ର ପ୍ରାକ୍ତନ ଚତୁର୍ଥ ଶ୍ରେଣୀ କର୍ମଚାରୀ ରମେଶ ପ୍ରସାଦ ମିଶ୍ର (ବାଦୁ ) ୬୮ ବର୍ଷ ଙ୍କ ଗତ କାଲି ଶାନ୍ତି ନଗର ସ୍ଥିତ ବାସ ଭବନ ରେ ରାତି ୧୧ ଟା…

ପାଣ୍ଡିଆନଙ୍କ କଥାରେ ମିଛ କହୁଛନ୍ତି ନବୀନବିଜେଡି ଦଳରେ ଏବେ ଷଡ଼ଯନ୍ତ୍ର ଚାଲିଛି : ପ୍ରସନ୍ନ

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଷୋଦ୍‌ଗାର । ଟାର୍ଗେଟ୍‌ରେ ନବୀନ ଓ ପାଣ୍ଡିଆନ । ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି ବିଜେଡିର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ । ଖାଲି ଏତିକି ନୁହେଁ…

ବାବା ବଢିଆ ଲୋକ । ସେ ଯୁଆଡ଼େ ଯିବେ ସିଆଡେ ପ୍ରଭାବ ରହିବ : ଦେବୀ ମିଶ୍ର, ବିଜେଡି ନେତା

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଅନ୍ତଃକଳହର ସମ୍ମୁଖୀନ ହେଉଛି। ଦଳର ପୂର୍ବତନ ନେତା ତଥା ପୂର୍ବତନ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କର ପ୍ରଭାବଶାଳୀ ଭୂମିକାକୁ ନେଇ ବିବାଦ ଜୋର…

କେତେ ଜଣଙ୍କୁ ଚୁପ୍ କରାଇବେ ନବୀନ : ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ପାଣ୍ଡିଆନଙ୍କୁ ନେଇ ନବୀନ ଯାହା କହିଲେ ବି ତାହାକୁ ସହଜରେ ମାନିପାରୁନାହାନ୍ତି ବିଜେଡିର ବରିଷ୍ଠ ନେତା | ଆଜି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ବିସ୍ଫୋରଣ କରିଛନ୍ତି | ବିଜେଡି ନେତାଙ୍କ ହୋଟେଲ୍ ମେଳି…

ଟଙ୍କା ଫେରାଇବାକୁ ଆସିଛି। ମାଲିକମାନଙ୍କ ସହ କଥା ହେବି : ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )କିଛି ଦିନ ତଳେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା ଯାତ୍ରା ମାଲିକ ଏବଂ ଯାତ୍ରା କଳାକାରଙ୍କ କଳି । ଚଳିତ ଯାତ୍ରା ସିଜିନରେ ବିବାଦ ଚରମ ସୀମାରେ ପହଞ୍ଚିବା ପରେ ଏହା ଗଣମାଧ୍ୟମର ଶିରୋନାମା ପାଲଟିଥିଲା…

କିଶୋରୀ ବାଳିକା ଆଲୋଚନା ଚକ୍ର

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ମା କାଳୀ କୃଷକ ବିଦ୍ୟାପୀଠ ରେ ଏକ ” କିଶୋରୀ ବାଳିକା ଶିକ୍ଷା ଆଲୋଚନା ଚକ୍ର ” ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ରମାରଞ୍ଜନ ମିଶ୍ରଙ୍କ ସଭାପତିତ୍ୱ ରେ…

error: Content is protected !!