ବୀରମହାରାଜପୁର ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମାରୋହ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଯୁକ୍ତ ତିନି ପ୍ରଥମ ବର୍ଷର ଓଡ଼ିଆ ସମ୍ମାନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି l ଉକ୍ତ ସ୍ୱାଗତ ସମାରୋହରେ ମହାବିଦ୍ୟାଳୟ…

ସରକାରଙ୍କ ମାଳ ମାଳ ଯୋଜନା… କିନ୍ତୁ ମିଳୁନି ପ୍ରକୃତ ହିତାଧିକାରୀଙ୍କୁ

ବରଗଡ ( ମୁକୁନ୍ଦ ଦାସ ) : ଭଙ୍ଗା ଦଦରା ଘରେ ବିତୁଛି ଜୀବନ ବର୍ତମାନ ଆଧୁନିକ ଯୁଗରେ ବିଜ୍ଞାନର ଅଗ୍ରଗତି, ଉଦ୍ଭାବନ ବଳରେ ଲୋକମାନେ ଆକାଶରେ ଉଡ଼ି ଚନ୍ଦ୍ରମାରେ ପହଞ୍ଚି ଗଲେଣି ,ଭାରତରେ ଆଜାଦିର ଅମୃତ ମହୋତ୍ସବ ପାଳନ ହେଉଛି,…

୬ କୁଇଣ୍ଟାଲ ୩୬କି.ଗ୍ରା ଗଞ୍ଜେଇ ସହିତ ବୋଲେରୋ ଜବତ,୪ ଜଣ ଗିରଫ

ବରଗଡ଼(ରିପୋର୍ଟ – ମୁକୁନ୍ଦ ଦାସ ): ଗ୍ରାମାଞ୍ଚଳ ଥାନା ପୋଲିସ ଗୁରୁବାର ଗଞ୍ଜେଇ ବୋଝେଇ ଏକ ବୋଲେରୋ (ନଂ.ଓଡ଼ି୧୫ଏକ୍ସ/୮୩୮୦)କୁ ଜବତ କରିଛି। ସେଥିରେ ବୋଝଇ ହୋଇଥିବା ୬ କୁଇଣ୍ଟାଲ ୩୬କି.ଗ୍ରା ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ…

ବେଆଇନ ମସଜିଦକୁ ନେଇ ହିମାଚଳ ପ୍ରଦେଶର ସିମଲା ଅଶାନ୍ତ

ସିମଲା: ହିମାଚଳ ପ୍ରଦେଶର ସିମଲା ଜିଲ୍ଲାରେ ଏକ ବେଆଇନ ମସଜିଦକୁ ନେଇ ଶହ ଶହ ହିନ୍ଦୁ ବିକ୍ଷୋଭକାରୀ ପୋଲିସ ସହିତ ସଂଘର୍ଷ କରିଥିଲେ ଏବଂ ବ୍ୟାରିକେଡ୍ ଭାଙ୍ଗିଥିଲେ। ଜିଲ୍ଲାର ସଞ୍ଜୌଲି ଅଞ୍ଚଳରେ ଥିବା କଥିତ “ବେଆଇନ ମସଜିଦ” କୁ ଭାଙ୍ଗିବା ପାଇଁ…

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ଉଦଘାଟିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁରୀ ଅର୍ବାନ ହାଟ ପରିସରରେ ଆଜି ଅପରାହ୍ନ ରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ ୩ ଦିନିଆ ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ଉଦଘାଟିତ ହୋଇଥିଲା।ଏହି ପ୍ରଦର୍ଶନୀ କୁ ପୁରୀ ଲୋକସଭା…

ଉପର ମୁଣ୍ଡରେ ପ୍ରବଳ ବର୍ଷା, ମହାନଦୀ ଜଳସ୍ତର ବୃଦ୍ଧି

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ର ଗାଙ୍ଗରେଲ, ସରଗୁଜା ଓ ସାରାଡିହି ଆଦି ଡ୍ୟାମରୁ ମହାନଦୀକୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ ଫଲରେ ମହାନଦୀର ଜଳପତ୍ତନ ବୃଦ୍ଧି ପାଇଛି । ଏଭଳି…

ଓଡିଶା ରାଜ୍ୟ ଶ୍ରମ ସମବାୟ ସମିତିର ଉପଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

କରଞ୍ଜିଆ (ରିପୋର୍ଟ -ଜିତେନ୍ଦ୍ର ରାଜ ):ଓଡିଶା ରାଜ୍ୟ ଶ୍ରମ ସମବାୟ ସମିତି ଲିମିଟେଡ୍ ୨୦ ବର୍ଷ ପୁରୁଣା ସଂଗଠନ ଯାହାକି ଶ୍ରମର କଲ୍ୟାଣ ତଥା ଆର୍ଥିକ ସ୍ଥିତିର ପ୍ରୋତ୍ସାହନ ପାଇଁ କାର୍ଯ୍ୟ କରୁଛି | ଏବଂ ଏସ.ଏସ ଏପ୍ରିକୋଟ ପ୍ରାଇଭେଟ ଲିମିଟେଡ…

ପ୍ରଧାନମନ୍ତ୍ରୀ ମୋଦୀ ପାରାଲିମ୍ପିକ୍ ହିରୋମାନଙ୍କୁ ଆତିଥ୍ୟ ଦେଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭାରତର ପ୍ୟାରିସ ପାରାଲିମ୍ପିଆନମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପାରା-ଆଥଲେଟ୍ମାନଙ୍କ ସହ କଥାବାର୍ତ୍ତା କରୁଥିବା ଏବଂ…

୧୮ ତାରିଖ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ନୀତି ନିର୍ଘଣ୍ଟ,

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ):ଆସନ୍ତା ୧୮ ତାରିଖ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ନୀତି ନିର୍ଘଣ୍ଟ । ASI ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଯାଞ୍ଚ ହେବ । ରାତ୍ର ୨ଟାରୁ ଦ୍ବାରଫିଟା, ରାତ୍ର ୩ଟାରେ ମଙ୍ଗଳ ଆଳତି…

ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର,ପୁରୀ ବେଳାଭୂମିରେ ମିଳିବନି ମଦ

ପୁରୀ :ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର । ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍‌ । ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଧ୍ୟ ମଦ କ୍ୟାବିନ୍‌ ଖୋଲିବାକୁ ମନା କରାଯାଇଛି । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ…

error: Content is protected !!