ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକ ପଦବୀ ପୂରଣ ପ୍ରକ୍ରିୟାରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକ ନିଯୁକ୍ତି ପାଇଛନ୍ତି। ବୁଗୁଡ଼ା ପିପୁଲ୍ସ ହାଇସ୍କୁଲରୁ…
Author: Shree khetra News
ବିଜୁ ସ୍ୱାଭିମାନ ମଞ୍ଚର ଦ୍ୱିତୀୟ ସାଧାରଣ ସଭା।
ରାୟଗଡ଼(ଗୋପୀନାଥ ଗୌଡ଼): ଭାକୁରୁଗୁଢ଼ା ଠାରେ ବିଜୁ ସ୍ୱାଭିମାନ ମଞ୍ଚର ଦ୍ୱିତୀୟ ସାଧାରଣ ସଭା ବୈଠକ ଅନୁଷ୍ଠିତ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ରଣନୀତି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍…
ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ବିଶାଳ ଗଣପଦଯାତ୍ରା ଅନୁଷ୍ଠିତ
ରାୟଗଡ଼ା (ଗୋପୀନାଥ ଗୌଡ଼) : ସାମାଜିକ ସଚେତନତା, ସୁସ୍ଥ ଜୀବନଶୈଳୀର ପ୍ରଚାର ଏବଂ ଭ୍ରାତୃତ୍ୱବୋଧର ବିକାଶ ଉଦ୍ଦେଶ୍ୟରେ ସାଇପ୍ରିୟା ୱାକର୍ସ କ୍ଲବ, ରାୟଗଡ଼ା ପକ୍ଷରୁ ଏକ ଭବ୍ୟ ଗଣପଦଯାତ୍ରା କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି।କ୍ଲବର ସଭାପତି ୱାକର…
ମୋଟାବାଡ଼ି ଶ୍ରୀ ଗୋପୀନାଥ ବିଦ୍ୟାପୀଠ ଏବଂ ଗୌରୀଶଙ୍କର ମିଶ୍ରଙ୍କୁ ‘ପ୍ରକୃତି ବନ୍ଧୁ’ ପୁରସ୍କାର
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୃଦ୍ଧି ପାଉଥିବା ପ୍ରଦୂଷଣ, ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ…
ପଞ୍ଚାୟତ କଲେଜ ଉଲୁଣ୍ଡାରେ ବିଶ୍ୱ ପରିବେଶ ଦିବସ ପାଳିତ
ସୁବର୍ଣ୍ଣପୁର ( ଶାନ୍ତନୁ କୁମାର କର୍ଣ୍ଣ): ମେରା ଯୁବ ଭାରତ, ସୋନପୁର ଏବଂ ବୀର ସୁରେନ୍ଦ୍ର ସାଏ କ୍ଲବ, ମାଟୁପାଲିର ମିଳିତ ଆନୁକୂଳ୍ୟରେ ପଞ୍ଚାୟତ କଲେଜ,ଉଲୁଣ୍ଡା ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦…
ଗ୍ରାମ ଦେବୀଙ୍କ ଘଣ୍ଟ ପର୍ବରେ ଲାଗିଥିବା ବ୍ୟାନର ପୋଷ୍ଟରକୁ ନେଇ ବିବାଦ।
ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡ଼ ସହରରେ ମେନ୍ ରୋଡ଼ରେ ଚାଲିଥିବା ମା ଗ୍ରାମ ଦେବୀଙ୍କ ଘଣ୍ଟପର୍ବରେ ବ୍ୟାନର ଓ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି। ଚଳିତ ମାସ ଜୁନ୍ ୦୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପର୍ବ ଚଳିତ ମାସ ୧୦…
ଆଇଆରପିଏମ ବିଭାଗ ପକ୍ଷରୁ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପିପୁଲ୍ସ କଲେଜର ଆଇଆରପିଏମ୍ ବିଭାଗର +୩ ର ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ତୃତୀୟ ତଥା ଶେଷ ବର୍ଷର ଛାତ୍ରଛାତ୍ରୀ ବୃନ୍ଦଙ୍କୁ କଲେଜ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ…
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ- ୨୨୦୦ରୁ ଉର୍ଦ୍ଧ୍ବ ଚାରା ରୋପଣ
ଅନୁଗୁଳ/ମେରାମଣ୍ଡଳୀ(ଅଜିତ କୁମାର ଭୋଇ): ଜୁନ୍ ୫, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ) ପକ୍ଷରୁ ଶୁକ୍ରବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ରହିଛି (ଇନସ୍ପାୟାର୍ଡ ବାଇ ନେଚର୍। ଫର୍ କ୍ଲାଇମେଟ୍। ଫର୍ ଆଓର୍ ଫ୍ୟୁଚର୍)…
ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ରାୟଗଡ (ଗୋପୀନାଥ ଗୌଡ଼): ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ…
ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ ସମ୍ପର୍କିତ ଜନ ସଚେତନତା ରଥରେ ଶୁଭାରମ୍ଭ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ ସମ୍ପର୍କିତ ଜନସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି।ଏହି ଅବସରରେ ସୁବର୍ଣ୍ଣପୁରର ଜିଲ୍ଲାପାଳ ଡ. ନୂପୁରାଜ…
