ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ।

ଅନୁଗୋଳ (ଅଜିତ କୁମାର ଭୋଇ): କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲା ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୩୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨୫ଟି ବ୍ୟକ୍ତିଗତ ଓ ୬ଟି…

ଛେଳି ଛୁଆ ମେଳିରେ ହରିଣ ଛୁଆ,ହରିଣ ଛୁଆକୁ ଉଦ୍ଧାର କଲା ବନବିଭାଗ

ଅନୁଗୋଳ (ଅଜିତ କୁମାର ଭୋଇ): ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ମୁଣ୍ଡାସାହିରୁ ଏକ ହରିଣ ଶାବକକୁ ବନବିଭାଗ ଉଦ୍ଧାର କରିଛି। ଗାଁ ର ଜଣେ ବ୍ୟକ୍ତି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ସନ୍ଧ୍ୟାରେ ଫେରିବା ବେଳେ ଛେଳିପଲରେ ଏକ ହରିଣ ଛୁଆ…

ଚମ୍ପୁଆ ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢାଉ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) : ଚମ୍ପୁଆ ଅବକାରୀ ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଅବକାରୀ ଚଢାଉ କରାଯାଇଥିବା ସୂଚନା ରହିଛି । କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟାୟତଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ନିରୀକ୍ଷକ ଏଚ ଜଗା ରାଓଙ୍କ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଶିକ୍ଷୟତ୍ରୀ ସମ୍ମାନିତ

କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍-ପ୍ରଦୀପ ମହାନ୍ତ):ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷୟତ୍ରୀ ପ୍ରୀତି ସମ୍ପର୍ଣ୍ଣା ସାହୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି । ପବିତ୍ର…

ଶିକ୍ଷା ଯୋଜନା ସଂପର୍କିତ କ୍ଳଷ୍ଟର ସ୍ତରୀୟ ବୈଠକ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମହୁଲପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲିପଦର କ୍ଳଷ୍ଟର ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବାଲିପଦର ସି ଆର୍ ସି ସି ବିଶ୍ବଜୀତ ପରିଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ…

ଆସୁଛି ପାର୍ବଣ ଋତୁ;ସବୁଠି କାଶତଣ୍ଡୀର ସମ୍ଭାର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଆଉ କିଛିଦିନ ପରେ ଦଶହରା। ମା’ ଜଗତଜନନୀ ମହିଷାମର୍ଦ୍ଦିନୀ ଧରାପୃଷ୍ଠକୁ ବିଜେକରି ଅଧର୍ମ ବିନାଶ କରି ଧର୍ମର ସ୍ଥାପନ କରିବେ।ଗଣେଶ ପୂଜା ଓ ନୂଆଁଖାଇ ପରେ ଆରମ୍ଭ ହେବ ପାର୍ବଣର ଋତୁ ଦଶହରା ।ସହରଠୁ ଆରମ୍ଭ କରି…

“ଘୁମୁସର ର ସ୍ବର” ପକ୍ଷରୁ ୧୫୩ତମ ସାହିତ୍ୟ ଆଲୋଚନା ଚକ୍ର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ପବିତ୍ର ଭାଦ୍ରବମାସ ଈନ୍ଦୁପୁର୍ଣ୍ଣିମା ଓ ଭାଗବତ ଜନ୍ମ ତିଥି ଅବସରରେ ଓଡ଼ିଆ, ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ସ୍ଥାନିୟ ଆଜାଦ୍ କନଫେରେନ୍ସ ହଲ୍ ଠାରେ ଘୁମୁସର…

ବିଜେଡି ଛାଡି ବିଜେପିରେ ଯୋଗଦେଲେ ଡାକରାବାଡ଼ିର ବହୁ ପରିବାର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତର ଡାକରାବାଡି଼ ଗ୍ରାମରେ ୦୭/୦୯/୨୫ ତାରିଖ ରବିବାର ଦିନ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର…

ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ୱାଗତ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗ, ଏହାର ନବାଗତ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ସ୍ୱାଗତ ସମାରୋହ ପାଳନ କରିଛି, ଯାହା ଏକ ପ୍ରେରଣାଦାୟକ କାର୍ଯ୍ୟସୂଚୀ ସହିତ ପାଳନ କରାଯାଇଛି।…

କାକିରିଗୁମା ପୋଲିସ ଦ୍ୱାରା ୩୯୫ କିଲୋ ଗଂଜେଇ ଜବତ ଜଣେ ଗିରଫ

କୋରାପୁଟ/ବନ୍ଧୁଗାଁ (ମଣ୍ଡଳ ମିଣିଆକା):ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ପୋଲିସ କୁ ମିଳିଛି ବଡ଼ ସଫଳତା।ଲକ୍ଷାଧିକ ଟଙ୍କାର ଗଂଜେଇ ସହ ଏକ ବୁଲେରୋ ଓ ଟ୍ରକ ଜବତ କରିଥିବା ବେଳେ ଟ୍ରକ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଡମ୍ବରୁ ଧର…

error: Content is protected !!