ପୁରୀ (ସମୀର ରଞ୍ଜନ ନାୟକ ):ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଙ୍କ ର ଭୁବନେଶ୍ୱର କମିଶନରେଟ ପୁଲିସ ରେ ଡିସିପି ଭାବେ ବଦଳି ହୋଇଛି।ଶ୍ରୀ ମିଶ୍ର ଙ୍କୁ ଗତକାଲି ସଂଧ୍ୟାରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ଏକ ଭବ୍ୟ…
Author: Shree khetra News
ମହାଳୟାରେ ମା ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ
ବରଗଡ (ମୁକୁନ୍ଦ ଦାସ ): ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଭକ୍ତମାନେ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ…
ମହାନ ମୂଲ୍ୟବୋଧର ଅଧିକାରୀ ଥିଲେ ଆମ ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ
Lal Bahadur Shashtri Birthday: ଅକ୍ଟୋବର ୨ ହେଉଛି ଭାରତର ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ, ଯିଏକି ନିଜର ସରଳତା , ଉଚ୍ଚ ଆଦର୍ଶ ଏବଂ ଶାଲୀନତା ପାଇଁ ଜଣାଶୁଣା। ଭାରତର ପ୍ରଧାନମନ୍ତ୍ରୀ ଥିଲେ ଲାଲ ବାହାଦୂର ଶାସ୍ତ୍ରୀ, ଯାହାଙ୍କର ଉଚ୍ଚତା ଥିଲା…
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣ , ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନୂତନ ଟାଉନ୍…
ବ୍ଲକସ୍ତରୀୟ ଆର୍ନ୍ତଜାତିକ ବୟସ୍କ ବ୍ୟକ୍ତି ଦିବସ ପାଳନ
ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସନ୍ତୁଳିତ ଖାଦ୍ୟ, ପରିଷ୍କାର ପରିଚ୍ଛନ୍ନତା, ଶାରୀରିକ ବ୍ୟାୟାମ, ସକାରାତ୍ମକ ମନୋଭାବ ଆପଣାଇବା ଦ୍ୱାରା ଏବଂ ଧୂମପାନ, ତମାଖୁ ସେବନ, ମଦ୍ୟପାନ ପରି କୁଅଭ୍ୟାସ ତ୍ୟାଗ ଦ୍ୱାରା ଏକ ସୁସ୍ଥ ଓ ନିରାମୟ…
ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ସହ ରେଡକ୍ରସ ପ୍ରବେଶିକା କାର୍ଯ୍ୟକ୍ରମ ଅନୁଷ୍ଠିତ
ମୟୁରଭଞ୍ଜ ( ରିପୋର୍ଟ – ଜିତେନ୍ଦ୍ର ରାଜ ):କରଞ୍ଜିଆ ସହର ସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ତା ୦୧/୧୦/୨୦୨୪ ରିଖ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟା ଳୟ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ…
ବେଙ୍ଗାଲୁରୁ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳୀ?ପାକିସ୍ତାନୀ ନାଗରିକଙ୍କ ବାଂଲାଦେଶୀ ପତ୍ନୀ
ବେଙ୍ଗାଲୁର : ଆସାମର ଗୌହାଟୀରେ ପାଞ୍ଚଟି ସ୍ଥାନରେ ଆଇଇଡି ବୋମା ରଖି ବେଙ୍ଗାଲୁରୁ ଯାଉଥିବା ଜଣେ ସନ୍ଦିଗ୍ଧ ଉଲ୍ଫା ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଜଣେ ପାକିସ୍ତାନୀଙ୍କ ସମେତ ଚାରି ଜଣ ବିଦେଶୀ ନାଗରିକଙ୍କୁ ଜିଗାନି ପୋଲିସ ପୁଣିଥରେ ଗିରଫ କରିଛି।…
ଗତ ୧୬ ବର୍ଷ ଧରି ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଠାରୁ ଅଲଗା ରହିଥିଲେ – ମୁଖ୍ଯମନ୍ତ୍ରୀ
ଭୁବନେଶ୍ୱର : ତାଙ୍କ ପୂର୍ବସୂରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରବିବାର କହିଛନ୍ତି ଯେ ବିଜୁ ଜନତା ଦଳ (ବିଜେଡ଼ି) ସୁପ୍ରିମୋ ଗତ ୧୬ ବର୍ଷ ଧରି ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗରେ ନଥିଲେ। ଯାଜପୁର ଜିଲ୍ଲାରେ…
ଭଗବାନଙ୍କୁ ରାଜନୀତିରୁ ଦୂରରେ ରଖନ୍ତୁ,ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟର ତାଗିଦ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ତିରୁପତି ଲଡ୍ଡୁ ବିବାଦର ଶୁଣାଣି ହୋଇଥିଲା। ଇତି ମଧ୍ଯରେ, ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶର ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଜୁଲାଇରେ ବାହାରିଥିବା ରିପୋର୍ଟ ଉପରେ ଦୁଇ ମାସ ପରେ କାହିଁକି ଏକ ବିବୃତ୍ତି ଦେଇଛନ୍ତି ବୋଲି ପଚାରିଥିଲେ। ସୁବ୍ରମଣ୍ଯମ…
ଚଳିତ ବର୍ଷ ଅନଲାଇନ ମାଧ୍ୟମରେ ହବିଷ୍ୟାଳୀ ଆବେଦନ
ପୁରୀ (ସମୀର ରଞ୍ଜନ ନାୟକ ):ଚଳିତ ବର୍ଷ କାର୍ତ୍ତିକ ହବିଷ୍ୟାଳୀ ବ୍ରତ ବା ରାଇଦାମୋଦର ବ୍ରତ ପାଇଁ ଆବେଦନ ପ୍ରକ୍ରିୟା କେବଳ ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।ଚଳିତ ବର୍ଷ ର ହବିଷ୍ୟାଳୀ…
