ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାପାଳ ଜଣେ ଦିବ୍ୟାଙ୍ଗଙ୍କ ଦୁଃଖକୁ ଦୂର କରିଛନ୍ତି ।ଗୁହାରି ଶୁଣିବାର ୧୨ଦିନ ପରେ ଅର୍ଥାତ ୧୩ ନଂ ଦିନରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ବିବ୍ୟାଙ୍ଗଙ୍କ ପାଖକୁ ଆସି ପ୍ରଧାନମନ୍ତ୍ରୀ ଆବାସ ଘର ଯୋଜନାର…
Author: Shree khetra News
କଂଗ୍ରେସ ପକ୍ଷରୁ ଗାନ୍ଧୀ ପଥେ ଓଡିଶା ପଦଯାତ୍ରା।
କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା କଂଗ୍ରେସ ପକ୍ଷରୁ ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ଉପଲକ୍ଷେ “ଗାନ୍ଧି ପଥେ ଓଡିଶା” କାର୍ଯ୍ୟକ୍ରମ ରେ ଏକ ପଦଯାତ୍ରା ର ଆୟୋଜନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା…
ବୁଗୁଡ଼ାରେ ଆରଏସଏସର ଶତାବ୍ଦୀ ସମାରୋହ ଅନୁଷ୍ଠିତ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସ୍ଏସ୍)ର ଏକ ଶତ ବର୍ଷ ପୂର୍ତ୍ତିରେ ଭାରତର କୋଣ ଅନୁକୋଣରେ ଶତାବ୍ଦୀ ଉତ୍ସବ ପାଳନ ହେଉଥିବା ପରିପ୍ରେକ୍ଷୀରେ ସ୍ଥାନୀୟ ବିରଞ୍ଚି ନାରାୟଣ ପ୍ରଭାତ ଶାଖା ପକ୍ଷରୁ ମଧ୍ୟ ଉକ୍ତ ଶତାବ୍ଦୀ…
ବନବିଭାଗ ପକ୍ଷରୁ ମାଛ ଚାଷ ଉପରେ ୧୦ ଦିନିଆ ତାଲିମ କେନ୍ଦ୍ର ଉଦ୍ଘାଟନ
ଅନୁଗୋଳ (ଅଜିତ କୁମାର ଭୋଇ): ଅନୁଗୁଳ ବନ ବିଭାଗ ପକ୍ଷରୁ ଛେଣ୍ଡିପଦା ରେଞ୍ଜର ନୂଆଗାଁ ତେଲିସାହି VSS ଠାରେ ମାଛ ଚାଷ ଉପରେ ୧୦ ଦିନିଆ ତାଲିମ୍ ଉଦ୍ଘାଟନ କରାଯାଇଛି। ଛେଣ୍ଡିପଦା ରେଞ୍ଜ ଅଧୀନରେ ଥିବା ନୂଆଗାଁ ତେଲିସାହି ବନ ସୁରକ୍ଷା…
ଚୋରଙ୍କ ଉତ୍ପାତରେ ଜନସାଧାରଣ ଅତିଷ୍ଠ
ଅନୁଗୋଳ (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆ ହତା ଗ୍ରାମ ଆଶା ଫିଲ୍ମ ହଲ୍ ନିକଟ ଘର ସମ୍ମୁଖ ରୁ ବୁଲେଟ୍ ଗାଡି ଚୋରି ନେଇ ଥାନାରେ ଅଭିଯୋଗ। ସୂଚନା ମୁତାବକ ଦୁଷ୍ମନ୍ତ ସିଂହ ପେଶାରେ ଜଣେ…
ଦେବୋତ୍ତର ବିଭାଗ ଓ ମା ସୁରେଶ୍ଵରୀ ଯଜ୍ଞ କମିଟି ପକ୍ଷରୁ ବାଡି ଖେଳ ପ୍ରତିଯୋଗିତା
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ମା ସୁରେଶ୍ଵରୀଙ୍କ ନବ ଦିନାତ୍ମକ ସପ୍ତସତୀ ଚଣ୍ଡୀ ଯଜ୍ଞ ମହୋତ୍ସବ ଆନୁକୁଲ୍ୟ ରେ ମା ସୁରେଶ୍ଵରୀ ଙ୍କ ଯଜ୍ଞ ପୀଠ ପରିସରରେ ରାଜ୍ୟ ସ୍ତରୀୟ ପାରମ୍ପରିକ ଲୋକ ବାଦ୍ୟ ଗଣ୍ଡା ବଜା ପ୍ରତିଯୋଗିତା ଓ ଜିଲ୍ଲା…
ବନ ସୁରକ୍ଷା ସମିତି (ଭିଏସଏସ) ପଞ୍ଜିକରଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ
ଅନୁଗୋଳ (ଅଜିତ କୁମାର ଭୋଇ): ଅନୁଗୁଳ ବନ ବିଭାଗର ଛେଣ୍ଡିପଦା ରେଞ୍ଜର କୋଶଳା ସେକ୍ସନ ଅଧୀନରେ ବ୍ରହ୍ମଣୀବିଲ ଭିଏସଏସରେ ଏକ ନୂତନ ବନ ସୁରକ୍ଷା ସମିତି (ଭିଏସଏସ) ପଞ୍ଜିକରଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରେଞ୍ଜ ଅଧିକାରୀ…
ଜୁଆ ଆଡ୍ଡାରେ ଚଢ଼ଉ, ୬ ଗିରଫ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବାଲିପଦର ଗ୍ରାମର ପଣ୍ଡା ସାହି କୋଠଘର ସମ୍ମୁଖରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ରବିବାର ସନ୍ଧ୍ୟାରେ ପୁଲିସ ଅଚାନକ ଚଢ଼ଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ…
ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ମାଁ ଦୁର୍ଗା
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଅବତରଣ କରିଥିବା ଜଗତଜନନୀ ମାଁ ଦୂର୍ଗାଙ୍କ ନବରାତ୍ର ପୂଜା ଅବସରରେ ଆଜି ମାଁ ଦେବୀ ଦୁର୍ଗା ଅଷ୍ଟମୀ ତିଥିରେ ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା…
ବୁଗୁଡା-ବେତାରସିଂ ରାସ୍ତା ମରଣଯନ୍ତା
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମକୁ ଯାତାୟାତ ନିମନ୍ତେ ଉଦ୍ଦିଷ୍ଟ ବୁଗୁଡା-ବେତାରସିଂ ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଲଟିଛି। ସେହି ରାସ୍ତା ଅନେକ ଛୋଟ ବଡ ଖାଲଖମାରେ ପରିପୂର୍ଣ୍ଣ ଯୋଗୁଁ ଲୋକଙ୍କ ଯାତାୟାତରେ ନାହିଁ ନଥିବା ଅସୁବିଧା…
