ବେଆଇନ ଚାଲାଣ ହେଉଥିବା ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ

ବରଗଡ( ରିପୋର୍ଟ – ମୁକୁନ୍ଦ ଦାସ ):ବରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ବରଗଡ଼ ସହର ଉପକଣ୍ଠ ପୁରୁଣା ରିଜର୍ଭ ସମ୍ମୁଖ ରାସ୍ତାରେ ଅତର୍କିତ ଚଢ଼ାଉ କରି ପୋଲିସ ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ…

ବାଂଲାଦେଶ ଅଧିନାୟକ ଶାନ୍ତୋ ନା ଋଷଭ ପନ୍ତ? ବ୍ୟାଟିଂ ଆଗରୁ ନିଜେ ଫିଲଡର ସଜାଡ଼ିଲେ

ଚେନ୍ନାଇ : ବାଂଲାଦେଶ ସହିତ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ବାଂଲାଦେଶକୁ ୨୮୦ ରନ୍ରେ ପରାସ୍ତ କରି ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ମ୍ୟାଚ୍ର ତୃତୀୟ ଦିନରେ ଋଷଭ ପନ୍ତ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋଙ୍କୁ ଫିଲ୍ଡିଂ କରିବାକୁ…

ଅନୁରା କୁମାର ଦିସାନାୟେକେଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ

ନୂଆଦିଲ୍ଲୀ : ୨୦୨୨ର ଅସ୍ଥିରତା ପରେ ପ୍ରଥମ ଥର ପାଇଁ ପଡ଼ୋଶୀ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଛି। ଶନିବାର ସକାଳେ ଭୋଟ ଗଣତି ଆରମ୍ଭ ହୋଇଥିଲା ଏବଂ ଫଳାଫଳ ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି) ର ଅନୁରା କୁମାର ଦିସାନାୟେକେଙ୍କ…

ସରକାରଙ୍କ ମାଳ ମାଳ ଯୋଜନା… କିନ୍ତୁ ମିଳୁନି ପ୍ରକୃତ ହିତାଧିକାରୀଙ୍କୁ

ବରଗଡ ( ମୁକୁନ୍ଦ ଦାସ ) : ଭଙ୍ଗା ଦଦରା ଘରେ ବିତୁଛି ଜୀବନ ବର୍ତମାନ ଆଧୁନିକ ଯୁଗରେ ବିଜ୍ଞାନର ଅଗ୍ରଗତି, ଉଦ୍ଭାବନ ବଳରେ ଲୋକମାନେ ଆକାଶରେ ଉଡ଼ି ଚନ୍ଦ୍ରମାରେ ପହଞ୍ଚି ଗଲେଣି ,ଭାରତରେ ଆଜାଦିର ଅମୃତ ମହୋତ୍ସବ ପାଳନ ହେଉଛି,…

ଅବସରପ୍ରାପ୍ତ ଅଧିକାରୀମାନଙ୍କ ପୁନଃନିଯୁକ୍ତି ଉପରେ କଟକଣା ଲାଗୁ କଲେ ଓଡ଼ିଶା ସରକାର

ଭୁବନେଶ୍ୱର : ପୂର୍ବ ବିଜେଡ଼ି ସରକାର ଅବସର ଗ୍ରହଣ ପରେ ‘ନମନୀୟ’ ଅଧିକାରୀମାନଙ୍କୁ ପୁନର୍ବାସ କରିବା ଅଭିଯୋଗର ସମ୍ମୁଖୀନ ହେଉଥିବାବେଳେ, ବିଜେପି ସ୍ୱଚ୍ଛ ଢଙ୍ଗରେ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀଙ୍କ ନିଯୁକ୍ତି ଉପରେ ବ୍ୟାପକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି। ଯୋଗ୍ୟ ବ୍ୟକ୍ତିମାନଙ୍କର ଚୟନ…

ଖଲିସ୍ତାନୀଙ୍କୁ ରାହୁଲ ଗାନ୍ଧୀଙ୍କ ପରୋକ୍ଷ ସମର୍ଥନ, ଆତଙ୍କୀ ଗୁରୁପତବନ୍ତ ପନ୍ନୁ ଖୁସି ଜାହିର କଲା

ନୂଆଦିଲ୍ଲୀ : ଆମେରିକାରେ ଶିଖ ସମ୍ପ୍ରଦାୟ ବିଷୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବିଜେପି ଆକ୍ରମଣ କରୁଥିବାବେଳେ, ବର୍ତ୍ତମାନ ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ଏହି ବିବୃତ୍ତିକୁ ସମର୍ଥନ କରିଛନ୍ତି। ପନ୍ନୁ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ…

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜଧାନୀରେ ହେବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (ରିପୋର୍ଟ-ସମୀର ରଞ୍ଜନ ନାୟକ ): ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ଛାଉଣୀରେ ରହିବ ରାଜଧାନୀ ଭୁବନେଶ୍ବର । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୋଲିସ ।ଏନେଇ ପୋଲିସ କମିଶନରଙ୍କ…

ବାଣପୁର ଅଂଚଳର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ଅବକାରୀ ଚଢ଼ାଉ କରି ଦେଶୀ ମଦ ଜବତ ହୋଇ ଥିବା ଖବର ଆମ ହସ୍ତଗତ ହୋଇଛି। ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଣପୁର ଅଂଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ…

ଆମେରିକାରୁ ରାହୁଲଙ୍କ ସରକାର ବିରୋଧୀ ବକ୍ତବ୍ୟ,ମେକ ଇନ ଇଣ୍ଡିଆ ନୁହେଁ ଡ୍ରଗନର ପ୍ରଶଂସା

ନୂଆଦିଲ୍ଲୀ :ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଅବସରରେ ପ୍ରଥମ ଦିନରେ ସେ ଟେକ୍ସାସର ଡାଲାସସ୍ଥିତ ଟେକ୍ସାସ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ।…

ପାରା ଅଲମ୍ପିକରେ ଇରାନ ଖେଳାଳି ଗଳା କାଟିବାର ଇସାରା କରି ପଦକ ହରାଇଲେ

ନୂଆଦିଲ୍ଲୀ : ପାରା-ଆଥଲେଟ୍ ନବଦୀପ ସିଂ ରବିବାର ଦିନ ପାରାଲିମ୍ପିକ୍ ଗେମ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍ ୪୧ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ୪୭.୩୨ ମିଟର ଦୂରତା ହାସଲ କରି ଫ୍ରାନ୍ସର ରାଜଧାନୀରେ ଭାରତର…

Powered by Joinchat