ଦୀପାଳି କହିଲେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି ।

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ନବ ଦାସ ହତ୍ୟାକାଣ୍ଡକୁ ଦୁଇ ବର୍ଷ ପୁରିଛି । ଏହି କ୍ରମରେ ଆସିଲା ଦୀପାଳିଙ୍କ ବଡ଼ ବୟାନ । କହେଲେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି ।ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ…

ଉତ୍ତୋଳନ ସମୟରେ ହୋସାପେଟେରେ ୪୦୫ ଫୁଟ ଖୁଣ୍ଟରୁ ଖସି ପଡ଼ିଲା ଜାତୀୟ ପତାକା

ହୋସାପେଟେ : ଏକ ଅପ୍ରତ୍ୟାଶିତ ଘଟଣାରେ, ରବିବାର ଦିନ କର୍ଣ୍ଣାଟକର ବିଜୟନଗର ଜିଲ୍ଲାର ହୋସାପେଟେ ଠାରେ ୭୬ ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ସ୍ତମ୍ଭରୁ ଖସି ପଡ଼ିଥିଲା। ସକାଳେ ହୋସାପେଟର ଡକ୍ଟର ପୁନୀତ…

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ

ଭୁବନେଶ୍ବର (ସମୀର ରଞ୍ଜନ ନାୟକ) : ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ l ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ପଠାଇବାକୁ ପ୍ରସ୍ତୁତି କରାଯାଉଛି…

ଶ୍ରୀ ମନ୍ଦିର ପ୍ରଶାସନର ଅତିରିକ୍ତ ଦାୟିତ୍ବ ତୁଲାଇବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ବର(ସମୀର ରଞ୍ଜନ ନାୟକ): ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ । ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଏବେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ଏନେଇ ରାଜ୍ୟ…

ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ କଥା ବୁଝନ୍ତି ପାଣ୍ଡିଆନ :ମନ୍ମଥ ରାଉତରାୟ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ମନ୍ମଥରାଉତରାୟ ବାୟନ ବିଜେଡି ରାଜନୀତିକୁ ସରଗକରିଦେଇଛି l ତାଙ୍କର ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ସମ୍ପର୍କ ରେ ଦେଇଥିବା ମତ ବର୍ତ୍ତମାନ ଗାଁ ସଉପଢିଠାରୁ ଆରମ୍ଭ କରି ସହର ଚାଦୋକାନ ପର୍ଯ୍ୟନ୍ତ ଚର୍ଚ୍ଚା ଜୋରଧରିଛି l ପ୍ରକାଶ…

ସାବାଡ଼ ହେବେ ରୋଡ଼ ରୋମିଓ ନିଦ ହଜାଇ ଦେବ ଟ୍ରାଫିକ ପୋଲିସ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଏଣିକି ନିଦ ହଜାଇଲା ଟ୍ରାଫିକ ପୋଲିସର ଚେକିଂ । ରୋଡ ରୋମିଓଙ୍କୁ କମିଶନରେଟ ପୋଲିସର ପାନେ । ସ୍ପିଡ ଡ୍ରାଇଭିଂ, ରଙ୍ଗ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ ନିୟମ ମାନୁନଥିବା ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ…

ପୂଜା ସ୍ଥଳ ଅଧିନିୟମ ସପକ୍ଷରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

Placec of Worship Act: ଗୁରୁବାର (ଜାନୁଆରୀ ୧୬) ରେ କଂଗ୍ରେସ ପୂଜା ସ୍ଥଳ ଅଧିନିୟମ ୧୯୯୧ କୁ ସମର୍ଥନ କରି ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲା। ଏହି ଆବେଦନରେ ଆଇନକୁ ବଞ୍ଚାଇବା ପାଇଁ ଅନେକ ଯୁକ୍ତି ରହିଛି। ଗୋଟିଏ…

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ଥାନାରେ ଅଟକ,ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଥାନାରେ ଅଟକ। ଛତିଶଗଡ଼ ମହାସମୁଦ୍‌ ଜିଲ୍ଲା ସରେଇପାଲି ଥାନା ପୋଲିସ ବିଶାଳଙ୍କୁ ଅଟକ ରଖିଛି। ଗତକାଲି ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା…

ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଓଡ଼ିଶାକୁ କଲେ ଭୁରି ଭୁରି ପ୍ରଶଂସା

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ…

ଭାରତର କଥାକୁ ଏବେ ସାରା ବିଶ୍ବ ଶୁଣୁଛି,ଗଣତନ୍ତ୍ର ଏବଂ ବିବିଧତା ଆମ ଲାଇଫ ଲାଇନ: ମୋଦି

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ) : ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପିଏମ ମୋଦି। ଜନତା ମୈଦାନରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏଥିସହ ସେ ଓଡ଼ିଶାର…

error: Content is protected !!