ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଡ. ଭିମରାଓ ଆମ୍ବେଦକରଙ୍କ ପ୍ରତି ମନ୍ତବ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ବର (ସମୀର ରଞ୍ଜନ ନାୟକ) : ଗତ ତା. ୧୭/୧୨/୨୦୨୪ ରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଡଃ ଭିମ ରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହିତ କ୍ଷୋଭ ପ୍ରକାଶ କରିଛି…

ଓଡିଶା ଗସ୍ତରେ ଆସିବେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ । ୨୮,୨୯, ୩୦ ତାରିଖ ମଧ୍ୟରେ ଓଡ଼ିଶା ଆସିବେ ଶାହ । ଭୁବନେଶ୍ୱରରେ ବିଧାୟକଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ଶାହ ସମ୍ଭଲପୁର…

ଦରବୃଦ୍ଧି ବିରୋଧରେ ଜାନୁଆରୀ ୬ ତାରିଖରେ ଗଣବିକ୍ଷୋଭ କରିବ ବିଜୁ ଜନତା ଦଳ।

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ମୁଦ୍ରାସ୍ପୀତି ବୃଦ୍ଧିରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ ହୋଇଥିବାବେଳେ ପ୍ରଥମ ଆଠଟି ରାଜ୍ୟ ମଧ୍ୟରୁ ସାତଟି ବିଜେପି ଶାସିତ ରାଜ୍ୟ। ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏବଂ ଓଡ଼ିଶା ସମେତ ବିଜେପି…

ଜାନୁଆରୀ ମାସରେ ରାଜ୍ୟ ବିଜେପି ନୂଆ ସଭାପତି ନିର୍ବାଚନ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ଜାନୁଆରୀ ମାସରେ ରାଜ୍ୟ ବିଜେପି ନୂଆ ସଭାପତି ନିର୍ବାଚନ । ସୂଚନା ଦେଲେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ l ସେ କହିଛନ୍ତି, ଆମର ଗଣତାନ୍ତ୍ରିକ ଦଳ। ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ତେବେ…

ଆସିକା ବିଧାୟକ ସରୋଜ ପାଢ଼ୀଙ୍କୁ ଆସ୍କା-40 ଚିନ୍ତା।

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ଗୃହରେ ଆସ୍କା-୪୦ର ଦର ବୃଦ୍ଧି ଦାବି କଲେ ଆସିକା ବିଧାୟକ ସରୋଜ ପାଢ଼ୀ। ବଜାରରେ ସବୁ ଦର ବଢ଼ିବା ସହିତ ଆସିକା ଚିନି କଳ କ୍ଷତି ସହୁଥିଲେ ମଧ୍ୟ ୫ ବର୍ଷ ହେଲା କାହିଁକି…

ରାହୁଲ ଗାନ୍ଧୀ ଦେଶଦ୍ରୋହୀ, ସମଗ୍ର ଦେଶକୁ ବିଶ୍ୱାସଘାତକତା କରିଛନ୍ତିଃ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ବିଜେପି ସାଂସଦ ସମ୍ବିତ ପାତ୍ର କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀ ସମୟରେ ସମ୍ବିତ ପାତ୍ର ଜର୍ଜ ସୋରୋସଙ୍କ ନାମ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ।…

ପୋଲାଭରମ ପ୍ରସଙ୍ଗରେ ନବୀନଙ୍କୁ କଡ଼ା କାଉଣ୍ଟର କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର (ସମୀର ରଞ୍ଜନ ନାୟକ ): ପୋଲାଭରମ୍ ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ପ୍ରଶ୍ନ କରାଯାଇଛି। ବିଧାନସଭାରେ ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହେବାରୁ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପୋଲାଭରମ୍‌ ପ୍ରସଙ୍ଗରେ ଓଡ଼ିଶା ବୁଡୁଥିବାବେଳେ, ଆନ୍ଧ୍ରପ୍ରଦେଶ ହସୁଛି ।…

ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ମୁମ୍ବାଇ : ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।…

ସମ୍ଭଲର ଦଙ୍ଗାକାରୀଙ୍କୁ ଭେଟିବାର ଜିଦ୍ ରାହୁଲଙ୍କ ଉପରେ ଭାରି ପଡିଲା

ଲକ୍ଷ୍ନୌ: ସମ୍ଭଲ ଯିବାକୁ ଜିଦ୍ ଧରିଥିବା ରାହୁଲ ଗାନ୍ଧୀ-ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପୋଲିସ ସୀମାରୁ ଫେରାଇ ଦେଇଛି। ଏହି ସମୟରେ, ରାହୁଲ ଅଧିକାରୀମାନଙ୍କ ସହ କଥା ହୋଇଥିଲେ ଏବଂ କହିଥିଲେ ଯେ ସେ ପୋଲିସ୍ କାରରେ ଏକୁଟିଆ ଯିବାକୁ ଚାହୁଁଥିଲେ…

error: Content is protected !!
Powered by Joinchat