ଜୟ ଶାହାଙ୍କ ଆଇସିସି ଅଧ୍ୟକ୍ଷ ହେବା ଉପରେ କଟାକ୍ଷ ମମତା ଦିଦିଙ୍କୁ ମହଙ୍ଗା ପଡିଲା

କୋଲକାତା : ମମତା ବାନାର୍ଜୀ ସୋସିଆଲ ମିଡିଆରେ ଜୟ ଶାହାଙ୍କୁ ଆଇ.ସି.ସି. ର ଅଧ୍ୟକ୍ଷ ହେବା ଉପରେ କଟାକ୍ଷ କରି ପୋଷ୍ଟ କରିଥିଲେ। ମମତା ଲେଖିଛନ୍ତି ଯେ ଆପଣଙ୍କ ପୁଅ ନେତା ହୋଇପାରିଲାନାହିଁ , ବରଂ ଆଇସିସିର ଅଧ୍ୟକ୍ଷ ହୋଇଗଲା ।…

ଖଟାଖଟ ପଇସା ତ ଆସିଲାନି ଚଟାପଟ..ଆର୍ଥିକ ସଙ୍କଟ ପାଇଁ ରାହୁଲଙ୍କୁ କଟାକ୍ଷ କଲା ବିଜେପି

ନୂଆଦିଲ୍ଲୀ:ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଏକ କଠିନ ସମୟ ଦେଇ ଗତି କରୁଛି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଘୋଷଣା କରିଛନ୍ତି ଯେ ସେ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଦରମା ନେବେ ନାହିଁ। ଏହା ସହିତ ସେ…

ସେପ୍ଟେମ୍ବରରେ ୨୨,୦୦୦ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଭିନ୍ନ ବିଭାଗରେ ୧ ଲକ୍ଷ ୩୨ ହଜାରରୁ ଅଧିକ ପଦବୀ ଖାଲି ଥିବାରୁ ରାଜ୍ୟ ସରକାର ଦୁଇ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପୂରଣ କରିବାର ପ୍ରତିଶ୍ରୁତି ପାଳନ କରିବା ପାଇଁ ସେପ୍ଟେମ୍ବରରେ ନିଯୁକ୍ତି ମେଳା ଆରମ୍ଭ…

Dy CM କହିଲେ ସି.ଏମ୍-କିଷାନ ଯୋଜନାରେ ନୂଆ କୃଷକମାନଙ୍କୁ ଶୀଘ୍ର ସାମିଲ କରାଯିବ

ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହ ଦେଓ ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି ଯେ ରାଜ୍ୟ ସରକାର ଶୀଘ୍ର ନୂତନ କୃଷକମାନଙ୍କୁ ସି.ଏମ୍. କିଷାନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପ୍ରଥମ ବଜେଟ୍…

ଓଡ଼ିଶା ଆର.ଟି.ଆଇ. କାର୍ଯ୍ୟକର୍ତା ବିଜେଡ଼ି ସରକାରଙ୍କ ପ୍ରକଳ୍ପଗୁଡ଼ିକର ତଦନ୍ତ ଦାବି କରିଛି।

ଭୁବନେଶ୍ୱର : ଆର.ଟି.ଆଇ. କାର୍ଯ୍ୟକର୍ତ୍ତାଙ୍କ ଏକ ମଞ୍ଚ ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓ.ଏସ୍.ଏସ୍.ଏ.) ଗୁରୁବାର ଦିନ ଅଭିଯୋଗ କରିଛି ଯେ ପୂର୍ବବର୍ତ୍ତୀ ବିଜେଡ଼ି ସରକାର ଅଣ-ଓଡ଼ିଆମାନଙ୍କୁ ଚୁକ୍ତିନାମା ପ୍ରଦାନ ସହିତ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ଟାର୍ଗେଟ କିରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଟାର୍ଗେଟ କରିଛନ୍ତି l ବର୍ତମାନ ମମତା ବାନାର୍ଜୀଙ୍କ ବୟାନକୁ ନେଇ ତେଜୁଛି ବିବାଦ। ମୋଦୀଙ୍କ ଉଦ୍ଦେଶ୍ୟରେ ମମତା କହିଥିଲେ ଯେ ପଶ୍ଚିମବଙ୍ଗରେ ନିଆଁ ଜଳିଲେ ଏଥିରେ ଅନ୍ୟ…

କଂଗ୍ରେସର ଆଲୋକ ଶର୍ମାଙ୍କ ବୟାନ ମରାଠୀ ଲୋକ ଧର୍ଷଣକାରୀ..ଉଦ୍ଧବ, ସଞ୍ଜୟ ରାଉତ ଚୁପ

ମୁମ୍ବାଇ : ମହାରାଷ୍ଟ୍ରର ବଦଲାପୁରରେ ଦୁଇ ଜଣ ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଛି। ଏହାକୁ ନେଇ ରାଜ୍ୟରେ ବିକ୍ଷୋଭ ଜାରି ରହିଛି। ଏହି ଘଟଣାକୁ ନେଇ ରାଜନୀତି ଚାଲିଛି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ…

ଅମିତ ଶାହାଙ୍କ ସହ ସାକ୍ଷାତ କଲେ ଚମ୍ପାଇ ସୋରେନ,ଅଗଷ୍ଟ ୩୦ରେ ବିଜେପିରେ ଯୋଗଦେବେ

ରାଞ୍ଚି : ବିଶିଷ୍ଟ ଆଦିବାସୀ ନେତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ଚମ୍ପାଇ ସୋରେନ ଅଗଷ୍ଟ ୩୦ ତାରିଖରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି। ଆସାମର ମୁଖ୍ଯମନ୍ତ୍ରୀ ହିମାନ୍ତ ବିଶ୍ୱ ଶର୍ମା ଏହି ଘୋଷଣା କରିଛନ୍ତି।୮୧ଟି ବିଧାନସଭା ଆସନ ଥିବା…

ସୋସିଆଲ ମିଡ଼ିଆରେ ରାହୁଲ ଗାନ୍ଧୀଙ୍କ ଜନ୍ମାଷ୍ଟମୀ ଶୁଭେଚ୍ଛା ଦେଖି କ୍ରୋଧିତ ହିନ୍ଦୁ ବ୍ୟବହାରକାରୀ

ନୂଆଦିଲ୍ଲୀ : ଆଜି ସାରା ଦେଶରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ପ୍ରତିବର୍ଷ ଭାଦ୍ରପଦ ମାସରେ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଏହି ପର୍ବ କୃଷ୍ଣ ଜନ୍ମୋତ୍ସବ ଭାବରେ ପାଳନ କରାଯାଏ | କଂଗ୍ରେସ ନେତା ତଥା ରାଯ଼ବରେଲି ସାଂସଦ ରାହୁଲ…

ବିଜେପିର ଜିଲ୍ଲାସ୍ତରୀୟ ସଦସ୍ୟତା ସଂଗ୍ରହ କର୍ମଶାଳା ଅନୁଷ୍ଠିତ

ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ ) : ଯଶିପୁର ଠାରେ ଥିବା କନକ ରେସିଡେନସି ଠାରେ ବିଜେପି ର ରାଇରଙ୍ଗପୁର ସାଙ୍ଗଠନିକ ଜିଲ୍ଲା ର ଜିଲ୍ଲାସ୍ତରୀୟ ସଦସ୍ୟତା କର୍ମଶାଳା ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି…

error: Content is protected !!