ଦ୍ବାଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ବିରାଟ ପଟୁଆରରେ ମା’ଙ୍କ ଘଟ ପରିକ୍ରମା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଦ୍ବାଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଚ୍ଯାମ୍ବର ଅଫ୍ କମର୍ସ ପକ୍ଷରୁ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।…

ଅପାରଗ, ସ୍ଥାଣୁ ପ୍ରଶାସନ ତଥା ପୋଲିସ ପାଇଁ ନିଖୋଜ ଯୁବକ ଓ ଅପହୃତା ଯୁବତୀଙ୍କ ହତ୍ୟା

ଅନୁଗୋଳ(ଅଜିତ କୁମାର ଭୋଇ): ତାଳଚେର, କଣିହାଁ : ସୁଭଦ୍ରା ପଦିନିଙ୍କ ନିଖୋଜ ତଥା ଅପହରଣ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସର ନିଷ୍କ୍ରିୟତା, ଅବହେଳା ଯୋଗୁଁ ଗଳିତ ମୃତ ଦେହ ପାଲଟି ଗଲା । ଗଣବଳାତ୍କାର, ହତ୍ୟାର ଶିକାର ହୋଇ ଖଣ୍ଡ ବିଖଣ୍ଡିତ…

ସର୍ବ ଦଳୀୟ ପକ୍ଷରୁ ଆଦିବାସୀ ଉନ୍ନୟନ ପ୍ରକଳ୍ପ ବିରୋଧରେ ସାମ୍ବାଦିକ ସମ୍ମିଳନୀ

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ସର୍ବଦଳୀୟ ପକ୍ଷରୁ ଆଦିବାସୀ ଉନ୍ନୟନ ପ୍ରକଳ୍ପ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଦିବାସୀ ଉନ୍ନୟନ ପ୍ରକଳ୍ପ (ଆଇ ଟି ଡି…

ଜେକେ କାଗଜକଳର ନାଗାବଳୀ ନଦୀରେ ଆଡିବନ୍ଧକୁ ବିରୋଧ,ରାଗିଲେ ବିଧାୟକ

ରାୟଗଡ଼ା (ଗୋପୀନାଥ ଗୌଡ଼) :ରାୟଗଡ଼ା ଜିଲ୍ଲା ଜେକେପୁର ସ୍ଥିତ ଜେକେ କାଗଜକଳ ନାଗାବଳୀ ନଦୀରେ ଆଡ଼ିବନ୍ଧ ବାନ୍ଧି ଜଳ ଶୋଷଣକୁ ବିରୋଧ କରିବା ସହ ବେଆଇନ ଆଡିବନ୍ଧକୁ ଦେଖି ରାଗିଯାଇଥିଲା ରାୟଗଡ଼ା ବିଧାୟକ ଆପଲାସ୍ବାମୀ କାଡ୍ରାକା। ଆଜି ଜେକେପୁର ସ୍ଥିତ ସାନ…

ଠଣାପଲ୍ଲୀ-ନାଗିରି ରାସ୍ତାର ଅବସ୍ଥା ଶୋଚନୀୟ , ପ୍ରତିକାର ଦାବି

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ମୋଟାବାଡି ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ – ନାଗିରି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଅନେକ ସ୍ଥାନରେ ପାଣି ଜମି ରହୁଛି। ଫଳରେ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା…

ଯୁବ ସାମ୍ବାଦିକଙ୍କ ସରିଲା ନିର୍ବନ୍ଧ, ଖୁବ୍ ଶୀଘ୍ର ହେବ ବାହାଘର

ରାୟଗଡ଼ : ଖୁବ୍ ଶୀଘ୍ର ଵିଵାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଯୁବ ସାମ୍ବାଦିକ ଗୋପିନାଥ ଗୌଡ଼। ନିକଟରେ ପବିତ୍ର ଅକ୍ଷୟ ତୃତୀୟା ଶୁଭ ମୁହୂର୍ତ୍ତରେ କନ୍ୟା ପିତା ଙ୍କ ବାସ ଭବନରେ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଛି। ଦୀର୍ଘ ଦିନ ଅପେକ୍ଷାର…

ପୁନମ ପ୍ରଧାନ ବ୍ଲକ୍ ଟପ୍ପର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ପ୍ରକାଶିତ ମ୍ୟାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବୁଗୁଡ଼ା ବ୍ଲକର ଛାତ୍ରଛାତ୍ରୀଉତ୍ସାହିତ ଥିବା ଜଣାପଡ଼ିଛି। ଏଥର ବୁଗୁଡ଼ା ବ୍ଲକଅନ୍ତର୍ଗତ ୨୭ଟି ହାଇସ୍କୁଲ ମଧ୍ଯରୁ ୩ଟି ହାଇସ୍କୁଲର ୭ ଛାତ୍ରଛାତ୍ରୀ ଏ-୧ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୁଗୁଡା ବ୍ଲକର…

ବାଲ୍ଯବିବାହ ମୁକ୍ତ ପାଇଁ ସଚେତନତା ରାଲି

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ବୁଗୁଡା ବ୍ଳକ ପୋଚାଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଅକ୍ଷୟ ତୃତୀୟା ଠାରୁ ସପ୍ତାହ ବ୍ଯାପୀ ବାଲ୍ଯବିବାହ ମୁକ୍ତ ଓଡିଶା ସଚେତନତା କାର୍ଯ୍ୟକ୍ରମ ବୁଗୁଡା ଶିଶୁ ପ୍ରକଳ୍ପ ଅଧିକାରୀଣି ବବିତା କୁମାରୀ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅଞ୍ଚଳ ପରିଦର୍ଶିକା…

ପୋଖରିରେ ବୁଡି ନାବାଳକ ମୃତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ପୋଖରୀ ପାଣିରେ ବୁଡି ନାବାଳକର ମୃତ୍ୟୁ , ମୃତ ନାବାଳକ ଜଣକ ହେଲେ ଗୋପି ବେହେରା। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅଧିନସ୍ଥ ବିରଞ୍ଚିପୁର ଗ୍ରାମରେ । ସୂଚନା ମୁତାବକ ସବୁଦିନ ଭଳି…

ଷଷ୍ଠ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଶ୍ରଦ୍ଧାଳୁଙ୍କ ମେଳରେ ମା’ଙ୍କ ଘଟ ପରିକ୍ରମା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ମହାଆଡମ୍ବରରେ ଆୟୋଜିତ ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ଘଟ ସାଜସଜ୍ଜାକାରୀ ବସନ୍ତ ବେହେରାଙ୍କ ଦ୍ବାରା ଆକର୍ଷଣୀୟ ସୁମନ ସଜ୍ଜିତ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି…

error: Content is protected !!
Powered by Joinchat