ଅନୁଗୋଳ (ଅଜିତ୍ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଭିଡ଼ିଓ କନଫରେନ୍ସ ହଲରେ ଓଶ୍ୱାସ ସଫ୍ଟୱେୟାର୍ ମାଧ୍ୟମରେ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଣିକି କର୍ମଚାରୀ ଆଉ କାଗଜ କଲମ ଦରକାର ନକରି ସିଧାସଳଖ ବ୍ଲକ ସ୍ତରରେ ଅନୁଷ୍ଠିତ…
Category: ଜିଲ୍ଲା
ଚମ୍ପୁଆ ରେ ବନ୍ଦ ଡାକରା ର ପ୍ରଭାବ ଶୂନ୍
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଆଜି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଡାକାରା ଦେଇଥିବା ବନ୍ଦ ଡାକରା ର ବିଶେଷ ପ୍ରଭାବ ଚମ୍ପୁଆ ଅଞ୍ଚଳ ରେ ପଡ଼ିନାହିଁ । ଆଜି ସକାଳୁ ଟ୍ରେଡ ୟୁନିୟନ ର ହାତଗଣତି କର୍ମକର୍ତ୍ତା ଚମ୍ପୁଆ ରେ…
ଜିଲ୍ଲା ଚେସ ସଙ୍ଘ ପକ୍ଷରୁ ପ୍ରଶିକ୍ଷଣ
କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) : ଯୋଡା ସ୍ଥିତ ଟାଟା ଡିଏଭି ସ୍କୁଲରେ କେନ୍ଦୁଝର ଜିଲ୍ଲା ଚେସ ସଂଘ ତରଫରୁ ଏକ ଦିନିକିଆ ଚେସ ପ୍ରଶିକ୍ଷଣ ଓ ସଚେତନତା ଶିବିର ସନ୍ତୋଷଜନକ ଭାବରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ଚେସ ସଂଘର ସମ୍ପାଦକ ଅମର…
ଉତ୍କଳ ବେଲମା ସମାଜ ଚାରି ତାଲୁକା ବୈଠକ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର, ଆସ୍କା ରୋଡ଼ରେ ଅବସ୍ଥିତ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ ଷ୍ଟେସନ ନିକଟସ୍ଥ ଫରେଷ୍ଟ ପାର୍କରେ ଉତ୍କଳ ବେଲମା ସମାଜର ଚାରି ତାଲୁକା (ଘୁମୁସର, ଧରାକୋଟ, ଖାଲସା ଓ ଆଠଗଡ଼ ତାଲୁକା)…
ଭିଜିଲାନ୍ସ ଜାଲରେ ଛନ୍ଦା ହେଲେ ଲାଞ୍ଚୁଆ ତାଳଚେର ଥାନା ଏଏସଆଇ
ଅନୁଗୋଳ (ଅଜିତ କୁମାର ଭୋଇ): ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଥାନା ଏଏସଆଇ ଧରଣୀଧର ନାଥ । ବେଲ କରାଇ ଦେବା ପାଇଁ ଜନ୍ଦାବାହାଳ ଗ୍ରାମର ପ୍ରୀତି ରଞ୍ଜନ ଭୁକ୍ତା ଠାରୁ ୩ ହଜାର ଟଙ୍କା ଲାଞ୍ଚ…
ରଥ ଉପରେ ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ରବିବାର ଆଷାଢ ଶୁକ୍ଲ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ବା ବଡ଼ତଢାଉ ବେଶ ଅନୁଷ୍ଠିତ ହୋଇଯାଇଛି । ରଥ ଉପରେ ବିଶ୍ବନିୟନ୍ତାଙ୍କୁ ଆକର୍ଷଣୀୟ ସୁନାବେଶରେ ଶ୍ରଦ୍ଧାଳୁ ଦେଖିଥିଲେ । ଅନ୍ୟପକ୍ଷରେ ସୁନାବେଶ ଲାଗି…
ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବନମହୋତ୍ସବ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ସହରର ଷୋହଳମାଇଲ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଚାରପତି ସୁଧାଶ୍ରୀ ସୁରଝାଲିଆ, ଓକିଲ ସଙ୍ଘ ସଭାପତି ଅମର ପଟ୍ଟନାୟକ,ବନାଞ୍ଚଳ ଅଧିକାରୀ…
ବୁଗୁଡ଼ାରେ ବାହୁଡା଼ ଯାତ୍ରା , ମଝି ଦାଣ୍ଡରେ ଅଟକିଲା ରଥ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ାରେ ବାହୁଡା଼ ଯାତ୍ରା ସମ୍ପର୍ଣ୍ଣ ହୋଇଛି । ଭକ୍ତଙ୍କ ଗହଣରେ ରଥ ଟଣା ହୋଇଥିବା ବେଳେ ମଝିଦାଣ୍ଡରେ ରଥ ଅଟକିଛି । ଆଜି ଅପରାହ୍ନରେ ପୁରୋହିତ ସିମାଞ୍ଚଳ ପଣ୍ଡାଙ୍କ ଦ୍ବାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା…
ଗୌଡବୋରଦା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୌଡିଆବରଦା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ସହିତ ପଞ୍ଚାୟତର ବିଭିନ୍ନ ବିଦ୍ୟାଳରେ ବୁଗୁଡ଼ା ବନ ବିଭାଗର ପକ୍ଷରୁ ବନ ମହୋତ୍ସବ ପାଳନ ହୋଇଯାଇଅଛି । ଏହି ଅବସରରେ ଏକ ବୈଠକ ଆୟୋଜନ…
ବଅଁରପାଳ ପୁଲିସ ଦ୍ଵାରା ୫୦ ଗ୍ରାମ ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ ସହ ୩ ଗିରଫ
ଅନୁଗୋଳ (ଅଜିତ୍ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଆଲୁମିନିୟମ ପାର୍କ ଅଞ୍ଚଳରେ ଗତ ରାତି ପ୍ରାୟ ୯ ଘଟିକା ବେଳେ ଥାନା ପକ୍ଷରୁ ରାତ୍ରୀ ପାଟ୍ରୋଲିଂ କରୁଥିବା ସମୟରେ ବ୍ରାଉନ ସୁଗାର ବେପାରୀ ଥିବା ବିଶେଷ…
