ଅନୁଗୁଳ ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ମଶାଲ ଶୋଭାଯାତ୍ର

ଅନୁଗୋଳ (ଅଜିତ କୁମାର ଭୋଇ) :ଚଳିତ ମାସ ୨୬ ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଜିଲ୍ଲା ମହୋତ୍ସବ ଆୟୋଜନ ହେବାକୁ ଥ‌ିବା ବେଳେ ଆଜି ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ପୌରହିତ ରେ ମହୋତ୍ସବ…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ।

ରାୟଗଡା (ଗୋପୀନାଥ ଗୌଡ଼) : ପଶ୍ଚିବଙ୍ଗର ମୁର୍ସିଦାବାଦରେ ହିନ୍ଦୁ ମାନଙ୍କ ଉପରେ ଘଟିଥ‌ିବା ବର୍ବର୍ଚିତ ହତ୍ୟା ଓ ଅତ୍ୟାଚାରକୁ ଘୋର ନିନ୍ଦା କରି ଆଜି ରାୟଗଡା ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ତରଫରୁ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ…

ବାଘ ନାଟ କଳାପ୍ରେମୀ ଆତିଶ ଗୌଡ଼ ।

ରାୟଗଡା (ଗୋପୀନାଥ ଗୌଡ଼): ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲା ବେଳୁ ହିଁ ଆତିସ ଗୌଡ଼ ଙ୍କ କଳା ପ୍ରତି ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ଛୋଟ ଥିଲା ବେଳେ, ପିତା ଅଜିତଙ୍କ ହାତ ଧରି ସାହି ସାହି ଦେଖି…

ତାଳଚେର ରାଜା ସାହେବ ଶ୍ରୀ ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେଵଙ୍କ ପରଲୋକ

ଅନୁଗୋଳ (ଅଜିତ କୁମାର ଭୋଇ) : ମା ହିଙ୍ଗୁଳାଙ୍କ ଆଦ୍ୟ ସେବକ ଓ ତାଳଚେର ରାଜା ତଥା ସମାଜସେବୀ ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ସୋମବାର ଅପରାହ୍ଣରେ ପରଲୋକ ହୋଇଯାଇଛି। ରାୟପୁରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ…

ଅନୁଗୋଳ ଠାରେ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋ-ଖୋର ଶୁଭ ଉନ୍ମୋଚନ

ଅନୁଗୋଳ (ଅଜିତ କୁମାର ଭୋଇ) : ପିଏମ ଶ୍ରୀ ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଗୋଳ ଠାରେ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋ-ଖୋ ର ମାନ୍ୟବର କ୍ରୀଡ଼ାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଙ୍କ ଦ୍ଵାରା ଶୁଭ ଉନ୍ମୋଚନ ଜିଲ୍ଲା କାର୍ଯ୍ୟାଳୟ ଠାରେ…

କୁଷ୍ଠମୁକ୍ତ ବ୍ୟକ୍ତିଙ୍କ ଝିଅମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସମାଜସେବୀ ଡ.ଭି ରୁକ୍ମୁଣୀ ରାଓ ଓଡିଶା, ବିହାର,ଝାରଖଣ୍ଡ ପ୍ରଦେଶର କୁଷ୍ଠମୁକ୍ତ ବ୍ୟକ୍ତିମାନଙ୍କ ଝିଅମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରତ୍ୟେକଙ୍କୁ ପ୍ରାୟ ବାର ହଜାର ଟଙ୍କା ଲେଖାଏଁ ପ୍ରଦାନ କରି ସମାଜସେବା କ୍ଷେତ୍ରରେ ଏକ ଆଦର୍ଶ ସୃଷ୍ଟି କରିଥିବାବେଳେ…

ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ

ଅନୁଗୋଳ(ଅଜିତ କୁମାର ଭୋଇ) : ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଅନୁଗୁଳର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଯଯାତି ପଟ୍ଟନାୟକ, ବିଜେପି ନେତା ଶ୍ରୀଯୁକ୍ତ ଦିଲୀପ ପ୍ରଧାନ ଓ ଅନ୍ୟ…

ପ୍ରସିଦ୍ଧ ବୈଶାଖମେଳା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଅଧିକାରୀଙ୍କୁ ନିମନ୍ତ୍ରଣ

ବରଗଡ (ମୁକୁନ୍ଦ ଦାସ) : ବରଗଡ ଜିଲ୍ଲାର  ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରସିଦ୍ଧ ବୈଶାଖ ମେଳା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ୭ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ଅଧିକ ସରସ ସୁନ୍ଦର…

ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲା ମହୋତ୍ସବ

ଅନୁଗୋଳ (ଅଜିତ କୁମାର ଭୋଇ) : ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଗୋଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଆୟୋଜନ କରାଯିବ। ଜିଲ୍ଲା ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ଚଳିତ ମାସ ୨୨ତାରିଖରେ…

କାର ଧକ୍କାରେ ମହିଳା ଗୁରୁତର

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା-କରସିଙ୍ଗି ମୁଖ୍ୟ ରାସ୍ତାରେ ଆସୁଥିବା ଜନୈକା ମହିଳା କାର୍ ଧକ୍କାରେ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତର ମହିଳା ଜଣକ ନିକଟସ୍ଥ ଶ୍ରୀରାମ ନଗର ନିବାସୀ କୃଷ୍ଣ ଜେନାଙ୍କ ପତ୍ନୀ ସୁଷମା ଜେନା…

error: Content is protected !!