ସୁବର୍ଣ୍ଣପୁର (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ): ବରିଷ୍ଠ ଆଇନଜ୍ଞ ସଂଯୁକ୍ତା ମିଶ୍ର ଆମ୍ବୁଡ଼ସ ପର୍ସନ,ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସୁବର୍ଣ୍ଣପୁର ଆଜି ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଂଚାୟତ ପରିଦର୍ଶନ ରେ ଆସି ଗ୍ରାମ ପଂଚାୟତ ସଭା…
Category: ଜିଲ୍ଲା
ଦଶମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ପାଳିତ
ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ରଥପୁରରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଦଶମ ପ୍ରତିଷ୍ଠା ଦିବସ ଓ ୭୫ତମ…
ବୀରମହାରାଜପୁର ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମାରୋହ
ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଯୁକ୍ତ ତିନି ପ୍ରଥମ ବର୍ଷର ଓଡ଼ିଆ ସମ୍ମାନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି l ଉକ୍ତ ସ୍ୱାଗତ ସମାରୋହରେ ମହାବିଦ୍ୟାଳୟ…
ସରକାରଙ୍କ ମାଳ ମାଳ ଯୋଜନା… କିନ୍ତୁ ମିଳୁନି ପ୍ରକୃତ ହିତାଧିକାରୀଙ୍କୁ
ବରଗଡ ( ମୁକୁନ୍ଦ ଦାସ ) : ଭଙ୍ଗା ଦଦରା ଘରେ ବିତୁଛି ଜୀବନ ବର୍ତମାନ ଆଧୁନିକ ଯୁଗରେ ବିଜ୍ଞାନର ଅଗ୍ରଗତି, ଉଦ୍ଭାବନ ବଳରେ ଲୋକମାନେ ଆକାଶରେ ଉଡ଼ି ଚନ୍ଦ୍ରମାରେ ପହଞ୍ଚି ଗଲେଣି ,ଭାରତରେ ଆଜାଦିର ଅମୃତ ମହୋତ୍ସବ ପାଳନ ହେଉଛି,…
୬ କୁଇଣ୍ଟାଲ ୩୬କି.ଗ୍ରା ଗଞ୍ଜେଇ ସହିତ ବୋଲେରୋ ଜବତ,୪ ଜଣ ଗିରଫ
ବରଗଡ଼(ରିପୋର୍ଟ – ମୁକୁନ୍ଦ ଦାସ ): ଗ୍ରାମାଞ୍ଚଳ ଥାନା ପୋଲିସ ଗୁରୁବାର ଗଞ୍ଜେଇ ବୋଝେଇ ଏକ ବୋଲେରୋ (ନଂ.ଓଡ଼ି୧୫ଏକ୍ସ/୮୩୮୦)କୁ ଜବତ କରିଛି। ସେଥିରେ ବୋଝଇ ହୋଇଥିବା ୬ କୁଇଣ୍ଟାଲ ୩୬କି.ଗ୍ରା ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ…
ଉପର ମୁଣ୍ଡରେ ପ୍ରବଳ ବର୍ଷା, ମହାନଦୀ ଜଳସ୍ତର ବୃଦ୍ଧି
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ର ଗାଙ୍ଗରେଲ, ସରଗୁଜା ଓ ସାରାଡିହି ଆଦି ଡ୍ୟାମରୁ ମହାନଦୀକୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ ଫଲରେ ମହାନଦୀର ଜଳପତ୍ତନ ବୃଦ୍ଧି ପାଇଛି । ଏଭଳି…
ଓଡିଶା ରାଜ୍ୟ ଶ୍ରମ ସମବାୟ ସମିତିର ଉପଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
କରଞ୍ଜିଆ (ରିପୋର୍ଟ -ଜିତେନ୍ଦ୍ର ରାଜ ):ଓଡିଶା ରାଜ୍ୟ ଶ୍ରମ ସମବାୟ ସମିତି ଲିମିଟେଡ୍ ୨୦ ବର୍ଷ ପୁରୁଣା ସଂଗଠନ ଯାହାକି ଶ୍ରମର କଲ୍ୟାଣ ତଥା ଆର୍ଥିକ ସ୍ଥିତିର ପ୍ରୋତ୍ସାହନ ପାଇଁ କାର୍ଯ୍ୟ କରୁଛି | ଏବଂ ଏସ.ଏସ ଏପ୍ରିକୋଟ ପ୍ରାଇଭେଟ ଲିମିଟେଡ…
୧୮ ତାରିଖ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ନୀତି ନିର୍ଘଣ୍ଟ,
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ):ଆସନ୍ତା ୧୮ ତାରିଖ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ନୀତି ନିର୍ଘଣ୍ଟ । ASI ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଯାଞ୍ଚ ହେବ । ରାତ୍ର ୨ଟାରୁ ଦ୍ବାରଫିଟା, ରାତ୍ର ୩ଟାରେ ମଙ୍ଗଳ ଆଳତି…
ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର,ପୁରୀ ବେଳାଭୂମିରେ ମିଳିବନି ମଦ
ପୁରୀ :ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର । ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍ । ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଧ୍ୟ ମଦ କ୍ୟାବିନ୍ ଖୋଲିବାକୁ ମନା କରାଯାଇଛି । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ…
ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ l
ଖୋର୍ଦ୍ଧା (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ…
