ଏକାଦଶ ତମ ପ୍ରତିଷ୍ଠା ଦିବସ ପାଳିଲେ ପ୍ରେସ ୟୁନୀୟନ୍।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ପ୍ରେସ ୟୁନିୟନ୍ ପକ୍ଷରୁ ଏକାଦଶ ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଶକ୍ତି ଅନୁଷ୍ଠାନର ବୃଦ୍ଧାଶ୍ରମ ଠାରେ ପହଞ୍ଚି ଅନ୍ତେ ବାସୀଙ୍କ ଆଶୀର୍ବାଦ ଭିକ୍ଷା କରି ପ୍ରେସ ୟୁନିୟନକୁ ଆହୁରି ସୁଦୃଢ଼ କରିବା ପାଇଁ ଆଶୀର୍ବାଦ…

୨୧ତମ ପାତାଳୀ ମହୋତ୍ସବ ଉଦଘାଟିତ : ପାତାଳୀ ଶ୍ରୀକ୍ଷେତ୍ରର ବିକାଶ କରିବି : ଜିଲ୍ଲାପାଳ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଆଜି ୨୧ତମ ପାତାଳୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ନୃତ୍ୟ, ଗୀତ,ପାରାୟଣ, ପ୍ରବଚନ ,ଯଜ୍ଞ ଓ ନାମ ସଂକୀର୍ତ୍ତନ ର ମହାପାର୍ବଣ ହେଉଛି ପାତାଳୀ…

ମୁନିଗୁଡା ବ୍ଲକ ତେଲେଙ୍ଗାପଦର ଛକରେ ମାଓ ବ୍ୟାନର

ରାୟଗଡା/ମୁନିଗୁଡା (ଅଜିତ ଗୈଡ): କିଛି ଦିନର ନୀରବତା ପରେ ରାୟଗଡା ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି I ସୂଚନାରୁ ଜଣାପଡିଛି ଜିଲ୍ଳାର ମୁନିଗୁଡା ବ୍ଲକ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓ ବ୍ୟାନର ଦେଖିବାକୁ ମିଳିଛି I ଏହି ବ୍ୟାନର…

ବେଠିଆବରୋଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବେଠିଆବୋରଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରବିନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବୁଗୁଡ଼ା…

ବୀରମହାରାଜପୁର ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୈତ୍ରୀ ସଦନ ଠାରେ ବୀରମହାରାଜପୁର ଲୋକ ମହୋତ୍ସବ “ମାଲେଶ୍ରୀ” ପାଇଁ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନ ୩-୦୦ଘଣ୍ଟା ସମୟରେ ଅନୁଷ୍ଠିତ ହୋଇ ଯାଇଛି। ମହୋତ୍ସବର ସଭାପତି ସ୍ଥାନୀୟ ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର…

ଭାବବିହ୍ୱଳ ହେଲେ ଆଇଆଇସି ବିଶ୍ଵବନ୍ଦିନୀ ବାଘ : ଏକ ସ୍ମରଣୀୟ ଅଧ୍ୟାୟର ଅନ୍ତ!

ରାୟଗଡ଼ା/କାଶୀପୁର (ଗୋପୀନାଥ ଗୌଡ଼): ଜଣେ ପୋଲିସ ଅଧିକାରୀ କେବଳ ଆଇନର ରକ୍ଷକ ନୁହଁନ୍ତି, ବରଂ ଜଣେ ଭଲ ମଣିଷ ଭାବେ କିଭଳି ଜନସାଧାରଣଙ୍କ ହୃଦୟ ଜିତିପାରନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଟିକିରି ଥାନା IIC ବିଶ୍ଵବନ୍ଦିନୀ ବାଘ। ତାଙ୍କର…

ଖରିଡାକୁ ରାଜସ୍ବ ଗ୍ରାମ ଘୋଷଣା ଓ ପଟା ବଣ୍ଟନ କଲେ ମନ୍ତ୍ରୀ ।

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ତହସିଲ ଅନ୍ତର୍ଗତ ଅରଖପୁର ପଞ୍ଚାୟତର ଖରିଡା ଗ୍ରାମକୁ ରାଜସ୍ବ ଗ୍ରାମ କରିବା ପାଇଁ ୨୭ ବର୍ଷ ଧରି ଗ୍ରାମ ବାସୀ ଉଦ୍ୟମ କରି ଆସୁଥିଲେ ମଧ୍ୟ ସୁଫଳ ହୋଇ ପାରୁନଥିଲା। ସରକାର ପରିବର୍ତ୍ତନ ହେବା ପରେ…

ବୁଗୁଡା ବନାଞ୍ଚଳରେ ପକ୍ଷୀ ଗଣନା

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସାରା ରାଜ୍ୟରେ ଜାନୁଆରୀ ୧୮ ତାରିଖ ଦିନ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଯାଇଥିବା ବେଳେ, ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳରେ ମଧ୍ୟ ଏହି ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ଆଜି ସକାଳ…

୫୦ହଜାର ଲାଞ୍ଚ ଟଙ୍କା ସହିତ କଣିହାଁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ

ଅନୁଗୋଳ (ଅଜିତ କୁମାର ଭୋଇ): ବର୍ତ୍ତମାନର ବଡ଼ ଖବର ୫୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କଣିହାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ କଣିହାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁମନ୍ତ କୁମାର…

ଗଛରେ ଥିଲା ଦେଶୀ ବନ୍ଧୁକ – ଜବତ କଲା ବନ ବିଭାଗ

ଅନୁଗୋଳ/କଣିହାଁ (ଅଜିତ କୁମାର ଭୋଇ): ୧୭ ଜାନୁଆରୀ ୨୦୨୬ ଦିନ ପ୍ରାୟ ୧୧.୪୫ ସମୟରେ, ବିଶ୍ୱସ୍ତ ସୂଚନା ଆଧାରରେ କଣିହା ରେଞ୍ଜରେ ଏକ ଚଢାଉ କରାଯାଇଥିଲା। କଣିହା ରେଞ୍ଜର କଣିହା-୨ ସେକ୍ସନର ଲୋଧାଝରୀ ବିଟ୍ ଅଞ୍ଚଳ ଅନ୍ତର୍ଗତ ବଳରାମପୁର ଗ୍ରାମର ଖେଳ…

error: Content is protected !!