ବୁଗୁଡ଼ା ବସଷ୍ଟାଣ୍ଡରୁ ହରିଣ ଛୁଆ ଉଦ୍ଧାର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ଭିତରୁ ଗୋଟିଏ ହରିଣ ଛୁଆକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା କରି ପୁଣି ଛାଡି ଦେଇଥିବା ଜଣା ପଡିଛି l ଆଜି ସକାଳ ପ୍ରାୟ ୧୧ଟା…

ଉଦଘାଟନ ପରେ ବି କାମରେ ଲାଗୁନି ମାଛ ଓ ମାଂସ ବଜାର , ରାସ୍ତା କଡରେ ବେପାରୀ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଦୀର୍ଘ ବର୍ଷ ହେଲା ଏନ୍ଏସି ପକ୍ଷରୁ ମାଛ ଓ ମାଂସ ବଜାର ନିର୍ମାଣ କରାଯାଇଥିଲେ ବି ଅଦ୍ୟାବଧି କାମରେ ଲାଗିନଥିବା ବେଳେ ବେପାରୀମାନେ ରାସ୍ତା କଡରେ ମାଛ ବିକ୍ରି କରୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ଯା…

ଲରମ୍ଭା କଲେଜରେ ବିଶ୍ବଏଡସ ଦିବସ ପାଳିତ

ବରଗଡ (ମୁକୁନ୍ଦ ଦାସ) : ଅତାବିରା ବ୍ଲକ୍ ସ୍ଥିତ ଲରମ୍ଭା କଲେଜ ଠାରେ ବିଶ୍ବ ଏଡସ ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ କଲେଜ ସ୍ଥିତ ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନାର ସମସ୍ତ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କୁ…

ବଡ଼ବିଲ କିନ୍ନର ସଂଘ ତରଫରୁ ବିଶ୍ୱ ଏଡ଼ସ ଦିବସ ପାଳନ କରିଛନ୍ତି

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଏଡସ ଦିବସ ଅବସରରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ରେ ବଡ଼ବିଲ କିନ୍ନର ସଂଘ ତରଫରୁ ଆନୁକୁଲ୍ୟରେ ଏକ ଏଡସ/ଏଚଆଇଭି ସଚେତନତା କାର୍ଯ୍ୟକ୍ରମ ଏବଂ ପଦଯାତ୍ରା ଆୟୋଜନ କରାଯାଇଥିଲା। ଲୋକମାନଙ୍କ ମଧ୍ୟରେ ଏଚଆଇଭି ଏବଂ ଏଡ଼ସ ବିଷୟରେ ସଚେତନତା…

ଗନ୍ଧମାର୍ଦନ ସୁରକ୍ଷା ଦାବୀ ଜୋର ଧରିଲା

ବରଗଡ଼ (ମୁକୁନ୍ଦ ଦାସ ): ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନ କୁ ସୁଦୃଢ କରିବା ଉଦେଶ୍ୟରେ ବରଗଡ ଜିଲ୍ଲା ଗନ୍ଧମାର୍ଦନ ସୁରକ୍ଷା ଅଭିଯାନ ପକ୍ଷରୁ ନୃସିଂହନାଥ ଓ ଖପ୍ରାଖୋଲ ରେ ଆନ୍ଦୋଳନକୁ ସମର୍ଥନ ଜଣା ଯାଇଥିଲା। ରବିବାର ସକାଳୁ ଏହି ଅଭିଯାନ ର…

ଅମଳ ବେଳକୁ ଅଦିନିଆ ବର୍ଷା , ବର୍ଷାରେ ଭିଜିଲା ଧାନ, ଚିନ୍ତାରେ ଚାଷୀ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ) : ଲଘୁଚାପ ପ୍ରଭାବରୁ ଆଜି ଦିନ ତମାମ ବୁଗୁଡା ଅଞ୍ଚଳରେ ଆକାଶ ମେଘାଛନ୍ନ ସାଙ୍ଗକୁ ଝିପିଝିପି ବର୍ଷାର ପ୍ରତିକୂଳ ପାଗ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଗତ ଶୁକ୍ରବାର ଦିନଠାରୁ ପାଗ ପରିବର୍ତ୍ତନ ହୋଇ ଦିନସାରା…

ଆନନ୍ଦପୁର ମହାବିଦ୍ୟାଳୟ ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ

କେନ୍ଦୁଝର(ସୀତାରାମ ଦୀକ୍ଷିତ) :ଆନନ୍ଦପୁର ମହାବିଦ୍ୟାଳୟ ର ହୀରକ ଜୟନ୍ତୀ ଉତ୍ସବକୁ ସରସ ସୁନ୍ଦର ଓ ଆକର୍ଷଣ କରିବା ସହିତ ମହାସମାରୋହରେ ପାଳନ କରିବା ପାଇଁ ଆଜି କେନ୍ଦୁଝର ସହରସ୍ଥ ଶହୀଦ ସଦନ ଠାରେ ହୀରକ ଜୟନ୍ତୀ କମିଟିର ସଭାପତି ଶ୍ରୀ ମହେଶ୍ଵର…

“ଏସୟୁଜେ ଓଡ଼ିଶା” କେନ୍ଦୁଝର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : “ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା” କେନ୍ଦୁଝର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଏବଂ ସାଧାରଣ ପରିଷଦ ବୈଠକ, ବନ୍ଧୁ ମିଳନ ଓ ଆଲୋଚନା ଚକ୍ର, ନୂତନ ସଭ୍ୟ ଗ୍ରହଣ ତଥା ସଭ୍ୟ ନବୀକରଣ…

ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ଲିଖିତ କୁଇଜ୍ ପ୍ରତିଯୋଗିତା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ଲିଖିତ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କାଳି ଚରଣ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡା…

ଯୁବ କ୍ରିକେଟର ଅମ୍ରିତ ଦାସ ଙ୍କୁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା

ମୟୁରଭଞ୍ଜ/କରଞ୍ଜିଆ(ଜିତେନ୍ଦ୍ର ରାଜ) :ଜାମ୍ମୁ-କାଶ୍ମୀର ଠାରେ ୧୮ରୁ ୨୧ ତାରିଖ ମଧ୍ୟରେ ୩୫ ତମ ଜାତୀୟ ସିନିୟର ଟେନିସ୍ ବଲ୍‌ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି।.ଓଡ଼ିଶା ଦଳରେ ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ଯୁଷିତ ଜିଲ୍ଲାର କରଞ୍ଜିଆ ସହରୁ ଜଣେ ପ୍ରତିଭାବାନ ଯୁବ କ୍ରିକେଟର…

error: Content is protected !!