ପୁରୀ (ଜିତେନ୍ଦ୍ର କୁମାର sabut): ପରିକ୍ରମା ପ୍ରକଳ୍ପ ବୁଲିଲେ ଗଜପତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ମଧ୍ୟ ବୁଲିଲେ । ଗଜପତି ମହାରାଜଙ୍କ ସହ ଉପସ୍ଥିତ ଥିଲେ…
Category: ଜିଲ୍ଲା
ଆଦିପୁରରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକର ଆଦିପୁର ଗ୍ରାମରେ ଚନ୍ଦିନୀ ମଣ୍ଡପ ପ୍ରତିଷ୍ଠା ଉପଲକ୍ଷେ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି। ଏଥି ନିମନ୍ତେ ଗତ ମଙ୍ଗଳବାର ଦିନ ଅଧିବାସ ତଥା କଳସ ଯାତ୍ରା ଯଥା ରୀତିନୀତି ପ୍ରକାରେ…
ଆଗକୁ ଆସୁଛି ହୋଲି , ଏବେଠୁ ଜମୁଛି ହୋଲି ସାମଗ୍ରୀ ବେପାର
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଆଗକୁ ଆସୁଛି ହୋଲି ଖେଳର ପର୍ବ ଦୋଳ ପୂର୍ଣ୍ଣିମା। ବୁଗୁଡା ସହରରେ ବିରଞ୍ଚି ନାରାୟଣ ଏବଂ ବଳଦେବ ମନ୍ଦିର ପକ୍ଷରୁ ଉତ୍ସାହର ସହ ଦୋଳ ଉତ୍ସବ ପାଳନ ଅବସରରେ ଦୈନିକ ସାନ୍ଧ୍ଯ କାଳରେ ଦୋଳଗୋବିନ୍ଦଙ୍କୁ ଦୋଳବିମାନରେ…
ବିରଞ୍ଚିନାରାୟଣ ମନ୍ଦିରରେ ଦୋଳ ମେଲଣ ଉତ୍ସବ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଫଗୁଦଶମୀ ଠାରୁ ବୁଗୁଡ଼ାସ୍ଥିତ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରରେ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଫଗୁଦଶମୀରେ ମନ୍ଦିରରେ ରାଧାକୃଷ୍ଣ ଙ୍କ ଫଗୁଖେଳ ଏବଂ ଏକାଦଶୀରେ ବେଢା ପରିକ୍ରମା…
ଏଇଁଠାପାଲି ଗ୍ରାମରେ ରାମାୟଣ ପାରାୟଣର ଅଷ୍ଟମ ଦିନରେ ଆପ୍ ଜିଲ୍ଲା ଆବାହକଙ୍କ ଯୋଗଦାନ
ବରଗଡ଼ (ମୁକୁନ୍ଦ ଦାସ): ବରଗଡ଼ ବିଧାନସଭା ଅନ୍ତର୍ଗତ ବରପାଲି ବ୍ଲକ ର ଏଇଁଠାପାଲି ଗ୍ରାମରେ ରାମାୟଣ ପାରାୟଣ ର ଅଷ୍ଟମ ଦିନରେ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଭବାନୀ ସାହୁ ସମେତ ସମ୍ପାଦକ ସ୍ୱରୂପ ଭୋଇ, ଅସିତ ସାହୁ…
ଚମ୍ପୁଆ ର ଗର୍ବ ଓ ଗୌରବ ସୌମ୍ୟାସ୍ନିଗ୍ଧା ମହାନ୍ତ
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ ) : ସର୍ବଭାରତୀୟ ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଗୌରବ ଆଣିଛନ୍ତି ଚମ୍ପୁଆର ଝିଅ ସୌମ୍ୟା ସ୍ନିଗ୍ଧା ମହାନ୍ତ । ସେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପରିବାର ତଥା ମହେଶ୍ୱରପୁର ଗ୍ରାମର ସମାଜସେବୀ ସ୍ୱର୍ଗତ ଅଭିମନ୍ୟୁ…
ଉଲୁଣ୍ଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ…
ପଞ୍ଚଦଶ ବ୍ଲକସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ମାସିକ ସମୀକ୍ଷା ବୈଠକ
ବରଗଡ଼(ମୁକୁନ୍ଦ ଦାସ): ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ଭୁକ୍ତାରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ସଭାପତିତ୍ବରେ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ବ୍ଲକସ୍ତରୀୟ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷା…
ଚମ୍ପୁଆ ଧରଣୀଧର ନଗର ଭବନ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଧରଣୀଧର ନଗର ଭବନ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତା…
ବୈଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ଆମ ସଂସ୍କୃତି ଆମ ଖେଳଣା ଏବଂ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ…
