ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଓଡ଼ିଶା ସରକାର ଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଷଷ୍ଠ ଦିନରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ବଚ୍ଛତା ଅଭିଯାନ ଅନୁଷ୍ଟିତ ହୋଇଥିବା ବେଳେ ସୋନପୁର ବ୍ଲକ ପକ୍ଷରୁ ଭୀମଭୋଇ ଙ୍କ ସମାଧି ପୀଠ…
Category: ଜିଲ୍ଲା
କୁମାରକେଳି ସ୍କୁଲରେ ପରିବେଶ ସୁରକ୍ଷା କାର୍ଯକ୍ରମ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କୁମାରକେଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ପରିବେଶ ସୁରକ୍ଷା କାର୍ଯକ୍ରମ” ଅନୁଷ୍ଠିତ ହୋଇଯାଇଛି। ‘ଦୟା ସରାବନି ଯୋଗ ଟ୍ରଷ୍ଟ’ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…
ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ପାଳିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ନଗର ବିଜେପି ପକ୍ଷରୁ ଭାରତୀୟ ଜନତା ପାର୍ଟିର ୪୭ତମ ସ୍ଥାପନା ଦିବସ ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ନଗର ସଭାପତି କେଦାରନାଥ ମହାରଣାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
ଅବକାରୀ ବିଭାଗ ପକ୍ଷରୁ ହେରୋଇନ୍ ଜବତ ୧ ଗିରଫ
ତାଳଚେର (ଅଜିତ କୁମାର ଭୋଇ): ତାଳଚେର ଅବକାରୀ ବିଭଗ ପକ୍ଷରୁ ବହ୍ଲରଛକ ଠାରେ ଆତର୍କି ଚଢ଼ାଉ କରାଯାଇ ଜଣେ ବ୍ୟବସାୟୀ ଠାରୁ ୬୫ଗ୍ରାମ ହେରୋଇନ୍ ଜବତ କରାଯାଇଥିବା ବେଳେ ଜଣକୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ନିରିକ୍ଷକ ଉମାକାନ୍ତ…
ତାଣ୍ଡବ ରଚିଲା କାଳବୈଶାଖୀ, କୁଆପଥର ସହିତ ବର୍ଷା
ଅନୁଗୋଳ (ଅଜିତ କୁମାର ଭୋଇ): ବଅଁରପାଳ ଥାନାବ୍ଲକଆଖପାଖ ଅଞ୍ଚଳରେ କାଳବୈଶାଖୀ ଝଡ ବର୍ଷାକୁଆପଥର ମାଡ଼ଦିନ ତିନିଟା ତିରିଶି ସମୟ ରେ ତୁହାକୁ ତୁହା ବର୍ଷା ସହିତ କୁଆପଥର ମାଡ଼ ଆକାଶରୁ ହଟୁନାହିଁ କଳାହାଣ୍ଡିଆ ମେଘ ବୈଶାଖ ଚାଲିଛି ଝମାଝମ୍ ବର୍ଷା ବର୍ଷାର…
ଓଡ଼ିଆ ପକ୍ଷ ଅବସରରେ ସୋନପୁରରେ ଓଡ଼ିଆ ନାମଫଳକ ସଚେତନତା ପଦଯାତ୍ରା
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଓଡ଼ିଆ ପକ୍ଷ -୨୦୨୬ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ଠାରୁ ଏକ “ଓଡ଼ିଆ ଭାଷାରେ ନାମଫଳକ ଲେଖା ଅଭିଯାନ…
ଯେଉଁ ସ୍କୁଲରୁ ଶିକ୍ଷାଲାଭ କରିଥିଲେ ସେହି ସ୍କୁଲର ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବରେ ମାନ୍ୟବର ମନ୍ତ୍ରୀ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ୦୪ ତାରିଖରେ ସମଗ୍ର ରାଜ୍ୟର ବିଦ୍ୟାଳୟ ଗୁଡିକରେ “ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ” ଅନୁଷ୍ଠିତ ହେଉଅଛି। ଏଥିସହ ଏପ୍ରିଲ ୦୧ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ…
ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଦଣ୍ଡଯାତ୍ରା, ଜମୁଛି ମୟୁର ପୁଚ୍ଛ ବେପାର
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଚଳିତ ବର୍ଷ ବୁଗୁଡ଼ା ଅଞ୍ଚଳରେ ଦଣ୍ଡଯାତ୍ରା ପର୍ବ ଆରମ୍ଭ ହୋଇଯାଇଛି । ମେରୁ ସଂକ୍ରାନ୍ତି ଯାଏଁ ଚାଲିବାକୁ ଥିବା ଏହି ଦଣ୍ଡଯାତ୍ରା ପର୍ବ ଯୋଗୁଁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ…
ଭଜନଲାଲ ମାଝୀ ନେଲେ ଜିଲ୍ଲା ଶିକ୍ଷାଧିକାରୀ ଦାଇତ୍ଵ
ରାୟଗଡ଼(ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଦାଇତ୍ଵ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନଲାଲ ମାଝୀଙ୍କୁ ପ୍ରଦାନ କରାଯାଇଅଛି | ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶ୍ରୀଯୁକ୍ତ ମାଝୀଙ୍କୁ ଆର୍ଥିକ କ୍ଷମତା ସହ ରାୟଗଡ଼ ଜିଲ୍ଲାଶିକ୍ଷାଧିକାରୀ ଦାଇତ୍ଵ ପ୍ରଦାନ…
ଚମ୍ପୁଆ ଶିଶୁ ମନ୍ଦିରରେ ଓଡ଼ିଶା ଦିବସ ଓ ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ
କେନ୍ଦୁଝର/ଚମ୍ପୁଆ(ପ୍ରଦୀପ କୁମାର ମହାନ୍ତ) :ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଓଡିଶା ଦିବସ ଓ ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ, ଆଚାର୍ଯ୍ୟ ସତ୍ୟଜିତ ପ୍ରଧାନ ଓ ଚିତ୍ତରଞ୍ଜନ ମହାନ୍ତ ଆଦି…
