କରଞ୍ଜିଆ (ଜିତେନ୍ଦ୍ର ରାଜ) : ପୁଣି ଟ୍ରାପ କ୍ୟାମେରା ଦ୍ୱାରା ଠାବ କରି ଶିକାରୀ ଙ୍କୁ ବନବିଭାଗ ଧରିବାକୁ ସଫଳତା ପାଇଛି ଦୁଇଦିନ ପୂର୍ବରୁ ଟ୍ରାପକ୍ୟାମେରା ଦ୍ୱାରା ଠାବ କରି ଠାକୁରମୁଣ୍ଡା ଅଞ୍ଚଳର ୨ ଶିକାରୀ ଙ୍କ ସହିତ ବରାହା ମାଂସ…
Category: ଜିଲ୍ଲା
ଆରମ୍ଭ ହେଲା ଛତିଶା ନିଯୋଗ ବୈଠକ; ରତ୍ନଭଣ୍ଡାର ମରାମତି ନେଇ ବିସ୍ତୃତ ଆଲୋଚନା
ପୁରୀ (ସମୀର ରଞ୍ଜନ ନାୟକ): ଆରମ୍ଭ ହେଲା ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ । ରତ୍ନଭଣ୍ଡାର ମରାମତି ନେଇ ବିସ୍ତୃତ ଆଲୋଚନା । ନୀତିକାନ୍ତିଙ୍କୁ ପ୍ରଭାବିତ ନ କରି ମରାମତି ପାଇଁ ବିଚାରବିମର୍ଶ ।ଆସନ୍ତା…
ପିପୁଲ୍ସ କଲେଜରେ ମାନବାଧିକାର ଦିବସ ପାଳନ ଓ ଆଲୋଚନା ଚକ୍ର
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମାନବାଧିକାର ଦିବସ ପାଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହାର ଶୀର୍ଷକ ” ଦି ଲ୍ଯାଣ୍ଡସ୍କେପ୍ ଅଫ୍ ହ୍ୟୁମାନ ରାଇଟ୍ସ : ପାଷ୍ଟ…
ଫେବୃଆରୀ ୫ ରୁ ବୃଦ୍ଧଖୋଲ ମହୋତ୍ସବ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଆସନ୍ତା ଫେବୃଆରୀ ୫,୬ଓ ୭ ତାରିଖ ତିନିଦିନ ଧରି ବୃଦ୍ଧଖୋଲ ମହୋତ୍ସବ ହେବ।ସ୍ଥାନୀୟ ଐତିହାସିକ ଶୈବପୀଠ ବୃଦ୍ଧଖୋଲ ପାଦଦେଶସ୍ତ ଜନସୁବିଧା କେନ୍ଦ୍ରରେ ବୃଦ୍ଧଖୋଲ ଉନ୍ନୟନ ସମିତି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୃଦ୍ଧଖୋଲ ଉନ୍ନୟନ ସମିତି ସଭାପତି…
ଜାତୀୟ ସାଇକେଲ ଚାଳନା ପ୍ରତିଯୋଗିତା ଦର୍ଶକଙ୍କୁ ଆକୃଷ୍ଟ କରୁଛି।
ପୁରୀ (ସମୀର ରଞ୍ଜନ ନାୟକ ) : ପୁରୀ ଷ୍ଟ୍ରଲିଂ ଛକ ନିକଟରେ ଆରମ୍ଭ ହୋଇ ଥିବା ଜାତୀୟ ସାଇକେଲ ଚାଳନା ପ୍ରତିଯୋଗିତା ଦର୍ଶକ ଙ୍କୁ ଆକୃଷ୍ଟ କରୁଛି।ଦର୍ଶକ ମାନେ ଓ ପିଲାମାନେ ବିଭିନ୍ନ ରାଜ୍ୟର ସାଇକେଲ ଚାଳକ ପ୍ରତିଯୋଗୀଙ୍କ ଦ୍ରୁତ…
ବୀର ସୁରେନ୍ଦ୍ର ସାଏ ଶାରୀରିକ ଶିକ୍ଷା ଓ ଯୋଗ ମହାବିଦ୍ୟାଳୟ ସମ୍ବଲପୁର ବନ୍ଧୁ ମିଳନ
ବରଗଡ (ମୁକୁନ୍ଦ ଦାସ) ତାରିଖ ଆଠ ବାର ଦୁଇ ହଜାର ଚୋବିଶ ରବିବାର ଦିନ ହୀରାକୁଦ ବନ୍ଧ ନେହେରୁ ମିନାର ଠାରେ ବୀର ସୁରେନ୍ଦ୍ର ସାଏ ଶାରୀରିକ ଶିକ୍ଷା ଓ ଯୋଗ ମହାବିଦ୍ୟାଳୟ ସମ୍ବଲପୁର ଠାରେ ପି. ଇ. ଟି ତାଲିମ…
ବରଗଡ଼ ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ
ବରଗଡ(ମୁକୁନ୍ଦ ଦାସ) : ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷଣ ଦକ୍ଷତା, ନୂତନ ଜ୍ଞାନକୌଶଳ ପ୍ରୟୋଗ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ସଂକଳ୍ପ…
୫୨୦ ନମ୍ବର ଜାତୀୟ ରାଜପଥ ରେ ପୁଣି ଏକ ଦୁର୍ଘଟଣା ।
କେନ୍ଦୁଝର(ସୀତାରାମ ଦୀକ୍ଷିତ): ଆଜି ସକାଳ ରେ ରୋଇଡା ଛକ ଓ ରଣା ସାଳ ଘାଟି ମଧ୍ୟ ଭାଗରେ ଏକ ଦୁର୍ଘଟଣା ହୋଇଥିଲା ।୫୨୦ ନମ୍ବର ଜାତୀୟ ରାଜପଥରେ ବାଇକ ରେ ରିମୁଳି ପଟୁ ଆସୁଥିବା ବେଳେ ନିଜର ବାଇକ ଦୃତଗତି ଥିବାରୁ…
ଶିମିଳିପାଳରୁ ବାଘୁଣୀ ଜୀନତ ଫେରାର
ମୟୁରଭଞ୍ଜ(ଜିତେନ୍ଦ୍ର ରାଜ଼): ଶିମିଳିପାଳରୁ ଫେରାର ହେଇଗଲା ବାଘୁଣୀ ଜୀନତ୍, ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲକୁ ପଳେଇ ଯାଇଥିବାର ବନବିଭାଗର ସୂଚନା ।କରଞ୍ଜିଆ:(ଜିତେନ୍ଦ୍ର ରାଜ )ଶିମିଳିପାଳରୁ ଫେରାର ହେଇଗଲା ବାଘୁଣୀ ଜୀନତ୍ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲକୁ ବାଘୁଣୀ ଜୀନତ…
ଜିଲ୍ଲା ସ୍ତରୀୟ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ-୨୦୨୪ ଶୁଭାରମ୍ଭ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସଭା ଗୃହ ନୂତନ ଜିଲ୍ଲା ସ୍ଵାସ୍ଥ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ଟିବି ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ-୨୦୨୪ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ…
