ଜ୍ୱର ପୀଡ଼ାରୁ ଧୀରେ ଧୀରେ ଉପଶମ ପାଉଛନ୍ତି ମହାପ୍ରଭୁ।

ପୁରୀ: ମହାପ୍ରଭୁ ଜ୍ୱରରେ ଚାଲିଛି ସେବା lମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡ଼ିଛନ୍ତି ଦଇତାପତି ସେବକ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଖୋଲାନୀତି ସହ ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟାନୀତି ସରିଛି। ପଞ୍ଚମୀ ତିଥିରେ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଜ୍ୱର…

ଆଇନମନ୍ତ୍ରୀଙ୍କ ପୁରୀ ଗସ୍ତ ଓ ରଥଯାତ୍ରା ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ

ପୁରୀ : ରଥଯାତ୍ରା ଆୟୋଜନ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସେ କହିଛନ୍ତି ଯେ ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର ଭାବେ ପରିଗଣିତ କରାଯିବ । ସର୍କିଟ ହାଉସ ଠାରେ ପହଞ୍ଚି…

ପୁରୀ ଅର୍ଣ୍ଣପୂର୍ଣ୍ଣା ରେ ଆରମ୍ଭ ତିନିଦିନିଆ ନୃତ୍ୟ ଉତ୍ସବ

ପୁରୀ :ସ୍ଥାନୀୟ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚ ରେ cultural development foundation ଓ IICAT ଗ୍ଲୋବାଲ university ର ମିଳିତ ଅନୁକୂଲ୍ୟ ରେ ଏକ ସୁନ୍ଦର ନୃତ୍ୟ କାର୍ଯ୍ୟକ୍ରମ ପାଳିତ ହେଉଛି ! ଏ ସମ୍ପର୍କରେ ଅର୍ଣ୍ଣପୂର୍ଣ୍ଣା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ…

ବିଭିନ୍ନ ସମସ୍ୟା ନେଇ ରେଳବାଇ କୁଲିଙ୍କର ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ପୁରୀ :ରେଳବାଇ କୁଲି ମାନଙ୍କର ବିଭିନ୍ନ ସମସ୍ୟାର ଦାବୀ ନେଇ ଆଜି ଇଷ୍ଟକୋଷ୍ଟ ରେଳବାଇ ପୋଟର୍ସ ୟୁନିୟନ ପ୍ରତିବାଦ କରିଥିଲା। ୟୁନିଅନ ତରଫରୁ ଶହ ଶହ କୁଲି ଏଆଇଟିୟୁସିର ବ୍ୟାନର, ପ୍ଲାକାର୍ଡ ଓ ପତାକା ହାତରେ ଧରି ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟଳୟ…

ଅନୁଷ୍ଠିତ ହେଲା ଦ୍ୱାତୀୟ ସମନ୍ଵ କମିଟି ବୈଠକ

ପୁରୀ :ଆଉ ଅଳ୍ପ ଦିନ କ ପରେ ମହା ପ୍ରଭୁ ଘୋଷ ଯାତ୍ରା ଅନୁଷ୍ଠିତଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ…

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କଅନୁଷ୍ଠିତ ହେବ ବିଶ୍ୱ ପ୍ରସିର୍ଦ୍ଧ ରଥଯାତ୍ରା ଏଥି ପାଇଁ ରଥ ଖଳା ରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି lରଥଯାତ୍ରା ପୂର୍ବରୁ ରଥନିର୍ମାଣ କାମ ଜାରି ରହିଛି। ତିନିରଥରେ ଚଉଦ ନାହାକା ବୁଲିବା ସହ…

ଚଳିତ ବର୍ଷ ସର୍ବସାଧରଣଙ୍କ ପାଇଁ ବନ୍ଦ ରହିବ ନବଯୌବନ ଦର୍ଶନ।

ପୁରୀ :ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାଏମ ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି ଏହି କମିଟି। ତେବେ ନୀତି…

ଅଣସର ପିଣ୍ଡିରେ ମହାପ୍ରଭୁ ଜଗନ୍ନାଥ

ପୁରୀ :ଅଣସର ପିଣ୍ଡିରେ ମହାପ୍ରଭୁ । ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ଆଜି ତୃତୀୟ ଦିନ ବ୍ରହ୍ମଗିରିରେ ଶୀ ଅଲାରନାଥଙ୍କ ମନ୍ଦିରେ ଦେଖିବାକୁମିଳିଛି ପ୍ରବଳ ଭିଡ଼…

ଧୀରେ ଧୀରେ ପୋତି ହେବାକୁ ବସି ଲାଣି ଚିଲିକା

ପୁରୀ :ଧୀରେ ଧୀରେ ଚିଲିକା ପୋତି ହେବାକୁ ବସିଲାଣି l ଆଗ ଭଳି ଚିଲିକା ରୁ ମିଳୁଥିବା ମାଛ ପାତୁଆ, ସୁକୁରା, ବଲିଙ୍ଗି, ଖୁରାଣ୍ଡି, ସାଙ୍ଗୁଶ, ମଗର, କଣ୍ଟିଆ, ଖଇଙ୍ଗା ଚୁଙ୍ଗୁଡ଼ି, କଙ୍କଡା, ଖାରିପଣିଆ, ଗଣିଆ,ଆଦି ମାଛ କମ ମାତ୍ରା ରେ…

ସ୍ନାନବେଦୀରେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ, ଶ୍ରୀମନ୍ଦିର ପ୍ରଶାସନ ମୁକଦର୍ଶକ

ପୁରୀ : ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିଲା ସ୍ବତନ୍ତ୍ର ବ୍ୟବସ୍ଥାବଳୀ। ଭକ୍ତ ଓ ଭଗବାନଙ୍କ ମିଳନରେ ଯେମିତି ସେବାୟତ ଅଡୁଆଲ ନ ହୁଅନ୍ତି ସେ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। ବ୍ୟବସ୍ଥାବଳୀ ଅନୁଯାୟୀ, ସ୍ନାନଯାତ୍ରା ସହିତ…

error: Content is protected !!