ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯାଳୟ ପକ୍ଷରୁ ବୁଗୁଡା ସହରରେ ପୋଷ୍ଯ ସନ୍ତାନ ଗ୍ରହଣ ସମ୍ପର୍କିତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସୁପରଭାଇଜର ଜି.ରଶ୍ମି , ଲିଲି ଶବର , ଜାନକୀ…
Category: ଜିଲ୍ଲା
ହୀରକ ଜୟନ୍ତୀ ସମାରୋହ ଉଦଯାପିତ।
ପୁରୀ (ସମୀର ରଞ୍ଜନ ନାୟକ): ଗୋପବନ୍ଧୁ ଆୟୃର୍ବେଦ ମହାବିଦ୍ୟାଳୟ ର ହୀରକ ଜୟନ୍ତୀ ସମାରୋହ ଆଜି ସଂଧ୍ୟାରେ ଉଦଯାପିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଆୟୃର୍ବେଦ ବହୁ ପ୍ରାଚୀନ ଚିକିତ୍ସା…
ବାଳିକା ହାଇସ୍କୁଲରେ ମୃତ୍ତିକା ସଂରକ୍ଷଣ ଓ ପରିଚାଳନାକୁ ଗୁରୁତ୍ୱ (ବିଶ୍ଵ ମୃତ୍ତିକା ଦିବସ ପାଳିତ)
ବରଗଡ (ମୁକୁନ୍ଦ ଦାସ): କୃଷି କ୍ଷେତ୍ରରେ ମାତ୍ରାଧିକ ପରିମାଣର ରାସାୟନିକ ଓ କୀଟନାଶକ ବ୍ୟବହାର ଫଳରେ ମାଟିର ଉର୍ବରତା ହ୍ରାସ ପାଇବା ସହିତ ସମଗ୍ର ମାନବଜାତି ଏବଂ ପ୍ରାଣୀଜଗତ ଉପରେ ଏହାର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେଉଛି।ତେଣୁ ମୃତ୍ତିକା ସଂରକ୍ଷଣ ପ୍ରତି…
ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଆଜି ସୁବର୍ଣ୍ଣପୁର ଠାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟ।ଳୟ ପରିସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । କୃଷି ଜିଲ୍ଲା…
ଏସ.ପତ୍ରାପାଲି ରେ ସାମାଜିକ ସମୀକ୍ଷା ଅନୁଷ୍ଠିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଛତା ସମିତି ତରଫରୁ ଆଜି ପ୍ରଥମ ପର୍ଯ୍ୟାୟ ରେ ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଲି ଗ୍ରାମ ପଂଚାୟତ ରେ ମହାତ୍ମା ଗାନ୍ଧୀ…
ଦୁର୍ଘଟଣା ଘଟାଇ ଫେରାର ମାରୁଥିବା ସମୟରେ କାରରେ ଲାଗିଲା ନିଆଁ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର – ସୁବଳୟା ମୁଖ୍ୟ ରାସ୍ତା ବାଗବର ତାରିଣୀ ଛକ ଠାରୁ କିଛି ଦୂରରେ ଆଜି ଅପରାହ୍ନ ସମୟରେ ସାଇକେଲ ଆରୋହୀ ଙ୍କୁ ଏକ କାର ପଛପଟୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା।…
କେନ୍ଦ୍ରୀୟ ବିଦ୍ୟାଳୟରେ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଦିବସ ପାଳିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଆଜି ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଦିବସ ପାଳିତ ହୋଇଯାଇଛି। ପିଲାମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ବିକାଶ ଏବଂ ଜେଜେ ବାପା ଓ ଜେଜେ ମା ଙ୍କ ପ୍ରତି ସମ୍ମାନ ପାଇଁ ଗ୍ରାଣ୍ଡ…
ବାଲିପଦରରେ ମହାଲକ୍ଷ୍ମୀ ପୂଜା ଆରମ୍ଭ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗାଁରେ ମହାଲକ୍ଷ୍ମୀ ପୂଜା ଉତ୍ସବର ଶୁଭାରମ୍ଭ ହୋଇଯାଇଛି l ଶ୍ରୀରାମ ପରିବା ସଙ୍ଘ ଓ ବଣିକ ସଙ୍ଘର ମିଳିତ ଉଦ୍ୟମରେ ବସଷ୍ଟାଣ୍ଡ ଛକରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ମହାଲକ୍ଷ୍ମୀଙ୍କ ମୃଣ୍ମୟ…
ଡିଏମ୍ଏଫ୍ ମୋବାଇଲ୍ ମେଡ଼ିକାଲ୍ ୟୁନିଟ୍ ଲୋକଙ୍କ ପାଖରେ ପହଞ୍ଚୁଛି,ମାଗଣାରେ ସେବା ଦେଉଛି
କେନ୍ଦୁଝର(ସୀତାରାମ ଦୀକ୍ଷିତ) : ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ କେନ୍ଦୁଝର ସହଯୋଗରେ ଚଳିତ ବର୍ଷ ଜିଲ୍ଲାରେ ଗଡ଼ିବା ଆରମ୍ଭ କରିଥିବା ମୋବାଇଲ୍ ମେଡ଼ିକାଲ ୟୁନିଟ୍ (ଏମଏମୟୁ) ବର୍ତ୍ତମାନ ଜିଲ୍ଲାବ୍ୟାପୀ ଉଲ୍ଲେଖନୀୟ ସେବା ଯୋଗାଉଛି। ପ୍ରତ୍ୟେକ ବ୍ଲକରେ ଏବେ ଗୋଟିଏ ଲେଖାଏଁ…
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ, ଯୋଗଦେଲେ ରାଷ୍ଟ୍ରପତି
ପୁରୀ :(ସମୀର ରଞ୍ଜନ ନାୟକ )ଆଜି ପୂର୍ବାହ୍ନରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ହୀରକ ଜୟନ୍ତୀ ର ସ୍ମୃତି ଫଳଖକୁ ଉଦଘାଟନ କରି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ…
