ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପୁରୀ ଜିଲ୍ଲା କମିଟି ତରଫରୁ ଜିଲ୍ଲା ତଥା ରାଜ୍ୟରେ ସମ୍ପୂର୍ଣ ନିଶା ନିବାରଣ ଆଇନ ଲାଗୁ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
Category: ଜିଲ୍ଲା
ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ପୁରୀ(ରିପୋର୍ଟ – ସମୀର ରଞ୍ଜନ ନାୟକ): ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି କାକଟପୁର ବ୍ଲକ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୫୦ ଗୋଟି ଅଭିଯୋଗ ମିଳିଥିଲା।ସେଥି ମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ,୪…
ନଟିଆରେ ନଟବରଙ୍କର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଅନୁଷ୍ଠିତ
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ):ନନ୍ଦନନ୍ଦନ, ଯଶୋଦା ସନ୍ତାନ,ଗୋପୀବଲ୍ଲଭ ,ଗୋପ ଚୂଡ଼ାମଣି ଶ୍ରୀ ଗୋପାଳ ମହାପ୍ରଭୁ ଶ୍ରୀକୃଷ୍ଣ ଭଗବାନ ହେଉଛନ୍ତି ଗୋପାଳ ଜାତିର ଇଷ୍ଟଦେବତା।ସେ ବିଶ୍ବ ଚିନ୍ତାମଣି ବିଶ୍ୱ ନାୟକ।ସେ ଭାବ, ଭକ୍ତି, ବିଶ୍ୱାସ ଓ ପ୍ରେମର ଠାକୁର। ପବିତ୍ର ଜନ୍ମାଷ୍ଟମୀ ତିଥି…
ସୁଭଦ୍ରା ଯୋଜନା ନିମନ୍ତେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସମୀକ୍ଷା ବୈଠକ ଅନୁଷ୍ଠିତ
ମୟୁରଭଞ୍ଜ (ରିପୋର୍ଟର ଜିତେନ୍ଦ୍ର ରାଜ):ରାଜ୍ୟରେ ନେତୃତ୍ୱ ପରିବର୍ତନ ପରେ ନୂତନ ମୋହନ ମାଝୀ ସରକାରଙ୍କ ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ନିର୍ବାଚନୀ ଘୋଷଣା ” ସୁଭଦ୍ରା ଯୋଜନା “ର ମାର୍ଗଦର୍ଶିକା ଗତକାଲି ଜାରୀ ହେବା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନିକ…
ମହିଳାଙ୍କୁ ଅପହରଣ ଓ ବଳାତ୍କାର: କରଞ୍ଜିଆରୁ ମହିଳା ଉଦ୍ଧାର ଯୁବକ ଗିରଫ
ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ):କେନ୍ଦୁଝର ଜିଲା ପାଟଣା ପୋଲିସ ରବିବାର ଜଣେ ମହିଳାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି ଗିରଫ ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କରଞ୍ଜିଆ ୱାର୍ଡନମ୍ବର ୧୩…
କରଞ୍ଜିଆ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ ): ଜନ୍ମାଷ୍ଟମୀ ଅବ୍ୟହତି ପୂର୍ବରୁ କରଞ୍ଜିଆ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ କୃଷ୍ଣ ଙ୍କ ବେଶରେ ସଜେଇ ହୋଇ ବିଭିନ୍ନ ନୃତ୍ୟ ଓ ଅଭିନୟ କରିଥିଲେ ଭାରତୀୟ ସଂସ୍କୁତି ଓ ପରମ୍ପରା ବିଷୟରେ…
ବିଜେପିର ଜିଲ୍ଲାସ୍ତରୀୟ ସଦସ୍ୟତା ସଂଗ୍ରହ କର୍ମଶାଳା ଅନୁଷ୍ଠିତ
ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ ) : ଯଶିପୁର ଠାରେ ଥିବା କନକ ରେସିଡେନସି ଠାରେ ବିଜେପି ର ରାଇରଙ୍ଗପୁର ସାଙ୍ଗଠନିକ ଜିଲ୍ଲା ର ଜିଲ୍ଲାସ୍ତରୀୟ ସଦସ୍ୟତା କର୍ମଶାଳା ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି…
ମହାପ୍ରଭୂଙ୍କ ରତ୍ନଭଣ୍ଡାର ଅଳଙ୍କାର ହେବ ଗଣନ୍ତି
ପୁରୀ :ଖୋଲିଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ଏବେ ତାକୁ ଗଣତି ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ କଥା କହିଛନ୍ତି ।ରତ୍ନ ଭଣ୍ଡାରରେ ଥିବା ସମସ୍ତ ରତ୍ନ, ଅଳଙ୍କାରର ହେବ…
ଦୀର୍ଘ ଦିନ ଧରି ଗାଁ ରାସ୍ତା ମରାମତି ହେଉନି ମଶା ମାଛିଙ୍କ ପାଦୃର୍ଭାବ ବୃଦ୍ଧି ପାଉଛି
ଭୁବନେଶ୍ୱର : ଏବେ ରାଜ୍ୟ କିଛି ସହର ଓ ଗ୍ରାମାଅଞ୍ଚଳରେ ଡେଙ୍ଗୁ ବ୍ୟାପୁଛି। ରାଜ୍ୟ ସ୍ୱାସ୍ଥ୍ୟ ଵୀଭାଗ ପକ୍ଷରୁ ବିଭିନ୍ନ ସହର ଓ ଗ୍ରାମାଞ୍ଚଳ ଯେମିତି ଡେଙ୍ଗୁ ଜରରେ କେହି ଆକ୍ରାନ୍ତ ନ ହୁଅନ୍ତୁ ସେଥିପାଇଁ ଅନେକ ପଦକ୍ଷେପ ଓ ସଚେତନା…
ବିଶ୍ବମ୍ଭର ବିଦ୍ୟାପୀଠ ମଧ୍ୟରେ ପ୍ରସ୍ତାବିତ ସ୍ୱରେଜ ପାଇପକୁ ବିରୋଧ କଲେ ଅଭିଭାବକ l
ପୁରୀ : ଚିତ୍ରକାର ସାହିରେ ଥିବା ବିଶ୍ବମ୍ଭର ବିଦ୍ୟାପୀଠରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ମାନେ ଆଜି ଏକ ଜରୁରୀ ବୈଠକରେ ଏକତ୍ରୀତ ହୋଇ ସ୍ୱରେଜ ବୋର୍ଡ ଦ୍ଵାରା ପ୍ରସ୍ତାବିତ ବିଦ୍ୟାଳୟ ପଛପାଖରେ ଥିବା ସାହି ଓ ବସ୍ତିର ଆବର୍ଜନା ନାଳକୁ ସାହିର…
