ପିଏମ କିଶାନର ୧୮ ତମ କିସ୍ତି ପ୍ରଦାନ,ପୁରୀରେ ପିଏମ କିଶାନ ଉତ୍ସବ ଦିବସ ପାଳିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆଜି ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପିଏମ କିଶାନ ଉତ୍ସବ ଦିବସ ପାଳିତ ହୋଇଥିଲା।ଓ୍ବେବ କାଷ୍ଟିଂ ମାଧ୍ୟମରେ ପ୍ରଦର୍ଶିତ ଏହି କାର୍ଯ୍ୟକ୍ରମ ରେ ମହାରାଷ୍ଟ୍ରର ଓ୍ୱାସିମ ରୁ ପିଏମ…

କୋଣାର୍କରେ ଇକୋ ରିଟ୍ରିଟ୍ ଡିସେମ୍ବର ୧୫ ରୁ,ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ )କୋଣାର୍କ ମେରାଇନ ଡ୍ରାଇଭ ଠାରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବ।ତେବେ ସମସ୍ତ ବିଭାଗ ସେମାନଙ୍କୁ ନ୍ୟସ୍ତ ଦାୟିତ୍ୱ କୁ ତ୍ୱରାନ୍ୱିତ କରିବା ଡିସେମ୍ବର ୧ ସୁଦ୍ଧା…

ଭାରତୀୟ ଜନତା ପାର୍ଟିରେ ସଦସ୍ୟତା ଗ୍ରହଣ କଲେ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଶ୍ରୀମନ୍ଦିର ସେବାୟତ ପରିବାର lଗତକାଲି ସନ୍ଧ୍ୟାରେ ଗାଣ୍ଡୁଆଚଉରା ଛକ ବିଷ୍ଣୁଭବନ ସଭାଗୃହରେ ଭାରତୀୟ ଜନତା ପାର୍ଟିର ରାଷ୍ଟୀୟ ସଦସ୍ୟ ମଧୁସୂଦନ ସିଂହାରୀଙ୍କ ତତ୍ୱାବଧାନ ରେ ବିଜେପି ରାଜ୍ୟ ସଭାପତି ମନମୋହନ…

ଷଷ୍ଠ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁରୀ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ପରିଷଦର ସଭାପତି ସ୍ୱପ୍ନାରାଣୀ ସ୍ବାଇଁ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ବିକାଶ ରେ…

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ରୁ ଅନଲାଇନ ପଞ୍ଜିକରଣ

ପୁରୀ (ସମୀର ରଞ୍ଜନ ନାୟକ ):ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଇଁ ଚଳିତ ମାସ ୬ ତାରିଖରୁ ଅନଲାଇନ edistrict.odisha.gov.in ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହେବ।ଏହା ଅକ୍ଟୋବର ୧୧ତାରିଖ ଅଥବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି…

ପୁରୀ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ସନ୍ତୁଳିତ ଖାଦ୍ୟ,ସଠିକ ଜୀବନଚର୍ଯ୍ୟା,ଯୋଗ, ବ୍ୟାୟାମ ଇତ୍ୟାଦି ଶରୀର କୁ ପୁଷ୍ଟି ଯୋଗାଇବା ସହ ସୁସ୍ଥ ଓ ନୀରୋଗ ରଖିଥାଏ ବୋଲି କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ…

ପୁରୀରେ ଗାନ୍ଧିଜୀ ଓ ଶାସ୍ତୀଜୀଙ୍କ ଜୟନ୍ତୀ ପାଳିତ, ଗାନ୍ଧିଜୀଙ୍କ ବିଚାରଧାରା ଚିର ଅମର

ପୁରୀ (ସମୀର ରଞ୍ଜନ ନାୟକ )ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଓ ବିଚାର ଧାରାର ମୃତ୍ୟୁ ନାହିଁ।ତାହା ଚିର ଅମର।ସେହିପରି ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀ ଙ୍କ ତ୍ୟାଗ, ସ୍ୱାଭିମାନ ପିଢ଼ି ପରେ ପିଢ଼ି ଆମକୁ ଅନୁପ୍ରାଣିତ କରି ଚାଲିଥିବ ବୋଲି କହିଛନ୍ତି ଅତିରିକ୍ତ…

ବାଲୁକା କଳାରେ ସ୍ୱଛତା ହିଁ ସେବାର ସଚେତନତା ଅଭିଯାନ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ନୀଳାଦ୍ରି ବିଚ ଠାରେ ବାଲୁକା କଳା ମାଧ୍ୟମରେ ପୁରୀ ଜିଲ୍ଲା ସ୍ତରୀୟ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ବାଲୁକା କଳା କୁ ଉଦଘାଟନ କରିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ…

ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ପୁରୀ (ସମୀର ରଞ୍ଜନ ନାୟକ ):ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଙ୍କ ର ଭୁବନେଶ୍ୱର କମିଶନରେଟ ପୁଲିସ ରେ ଡିସିପି ଭାବେ ବଦଳି ହୋଇଛି।ଶ୍ରୀ ମିଶ୍ର ଙ୍କୁ ଗତକାଲି ସଂଧ୍ୟାରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ଏକ ଭବ୍ୟ…

ଚଳିତ ବର୍ଷ ଅନଲାଇନ ମାଧ୍ୟମରେ ହବିଷ୍ୟାଳୀ ଆବେଦନ

ପୁରୀ (ସମୀର ରଞ୍ଜନ ନାୟକ ):ଚଳିତ ବର୍ଷ କାର୍ତ୍ତିକ ହବିଷ୍ୟାଳୀ ବ୍ରତ ବା ରାଇଦାମୋଦର ବ୍ରତ ପାଇଁ ଆବେଦନ ପ୍ରକ୍ରିୟା କେବଳ ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।ଚଳିତ ବର୍ଷ ର ହବିଷ୍ୟାଳୀ…

error: Content is protected !!