ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ନେଇ ପୁରୀ ଜିଲ୍ଲାପାଳ ବଡ ବୟାନ ଦେଇଛନ୍ତି।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ବରଙ୍କୁ ଅର୍ପଣ କରାଯାଉଥିବା ଲଡୁରେ ପଶୁ ଚର୍ବି ମିଶ୍ରଣ କରାଯାଉଥିବା ନେଇ ଖବର ପ୍ରସାରିତ ହେଲା ପରେ କିଛି ଦିନ ହେଲା ହିନ୍ଦୁ ଧର୍ମାବଳମ୍ବୀଙ୍କ ମନରେ ଶକ୍ତ ଆଘାତ…

ପରଲୋକରେ କବି ତଥା ନାଟ୍ୟକାର ହରିହର ମିଶ୍ର

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଭାପତି ହରିହର ମିଶ୍ରଙ୍କର ଆଜି ସକାଳ ୯ଟା୫ମିନିଟରେ ଦେହାନ୍ତ ହୋଇ ଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ ତଥା…

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଆଜି ନିମାପଡା ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଆବାସ ଯୋଜନା ପାଇଁ ଆବେଦନ ବ୍ୟତୀତ…

୬୮ ତମ ରାଜ୍ୟସ୍ତରୀୟ ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ପୁରୀ(ସମୀର ରଞ୍ଜନ ନାୟକ ): ଜିଲ୍ଲା ସ୍କୁଲ୍ ପରିସରରେ ୬୮ ତମ ରାଜ୍ୟ ସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତା ୨୦୨୪-୨୫ ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତା ତା ୨୨…

ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ବିଶ୍ଵ ଶାନ୍ତି ସଚେତନତା ଅଭିଯାନ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ବିଶ୍ଵ ଶାନ୍ତି ଦିବସରେ ଭିଆଇପି ରୋଡ ସ୍ଥିତ ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ବିଶ୍ଵ ଶାନ୍ତି ଉଦ୍ଦେଶ୍ୟରେ ସଚେତନତା ବାର୍ତ୍ତା ଦେବା ଲାଗି ଏକ ଅଭିଯାନ…

ଧନ୍ଦା ମୂଳକ ଛାତ୍ରଛାତ୍ରୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଭ୍ରମଣ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁସ୍ତକ ପାଠରୁ ଜ୍ଞାନ ଆହରଣ ହୋଇଥାଏ ମାତ୍ର ପ୍ରତ୍ୟେକ୍ଷ ଜ୍ଞାନ ଅର୍ଜନ ପାଇଁ ଅନୁଭୂତି ଦରକାର ହୋଇଥାଏ ବୋଲି ଅତିବଡ଼ି ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ…

ବିକାଶ ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଦର୍ଶନୀ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ଅର୍ବାନ ହାଟ ଠାରେ ଆରମ୍ଭ ହୋଇ ଥିବା ରାଜ୍ୟ ସ୍ତରୀୟ ବିକାଶ ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଗୋଟିଏ ଷ୍ଟଲ ପ୍ରଦର୍ଶିତ ହେଉଛି।ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ…

ପୁରୀରେ ଅକ୍ଟୋବର ୧୮ ରୁ ହେବ ଜାତୀୟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ।

ପୁରୀ (ସମୀର ରଞ୍ଜନ ନାୟକ ): ପୁରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ୪ ର୍ଥ ଏନଟିପିସି ଜାତୀୟ ରାକିଂ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୮ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି।ଏହି ଟୁର୍ଣ୍ଣାମେଣ୍ଟ କୁ ଶୃଙ୍ଖଳିତ…

କେନ୍ଦ୍ର ସରକାରଙ୍କ ଦ୍ୱାରା GPLF ମାନଙ୍କୁ ୨ ଦିନିଆ ଅନଲାଇନ ତାଲିମ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ) : ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ , ଭାରତ ସରକାରଙ୍କ ଦ୍ୱାରା (MoRD , ଦିଲ୍ଲୀ ) ସମସ୍ତ GPLF ମାନଙ୍କୁ ୨ ଦିନିକିଆ ଅନଲାଇନ ତାଲିମ ପ୍ରଦାନ କରାଯାଇଅଛି ꘡ ଏଥିରେ GPLF…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିକାଶ ମେଳା ଉଦଘାଟିତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁରୀ ଅର୍ବାନ ହାଟ ପରିସରରେ ଆଜି ବିକାଶ ମେଳାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଊଦଘାଟନ କରିଛନ୍ତି।ଏହି ମେଳା ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।ମେଳା ମାଧ୍ୟମରେ ହସ୍ତଶିଳ୍ପୀ କାରିଗର,…

error: Content is protected !!