ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ୯୪ ଗୋଟି ଅଭିଯୋଗ ମିଳିଥିଲା।ଏଥିରେ ବ୍ୟକ୍ତିଗତ ଅଭିଯୋଗ ୭୦ ଗୋଟି, ଗ୍ରାମ ଅଭିଯୋଗ ୨୦ ଗୋଟି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି…

ଚନ୍ଦ୍ରଭାଗା ଥାନା ନିକଟରେ ମର୍ମାନ୍ତୁତ ସଡ଼କ ଦୁର୍ଘଟଣା

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ଚନ୍ଦ୍ରଭାଗା ଥାନା ନିକଟରେ ସହକାରୀ ଏମ୍. ଭି. ଆଇ. ଅମିତ କୁମାର ରାଣା ଏବଂ ଏ. ଟି. ଏସ୍. ଆଇ. ସନ୍ତୋଷ ସେଠୀଙ୍କ ଉପସ୍ଥିତିର ଅଳ୍ପ ଦୂରରେ ଘଟିଯାଇଛିଏକ ସଡ଼କ ଦୁର୍ଘଟଣା। ସେ ସମ୍ପର୍କରେ ସୂଚନା…

ଶ୍ରୀମନ୍ଦିର ପରିଚାଳନା କମିଟିର ନିଯୁକ୍ତି ପ୍ରକ୍ରିୟାକୁ ସେବାୟତଙ୍କ ବିରୋଧ

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ପ୍ରକାଶ ଯେ ନିକଟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଓଏସ୍ଏସ୍‌ସି ଜରିଆରେ ଶ୍ରୀମନ୍ଦିରର ସବୁ ନିଯୁକ୍ତି ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ହୋଇଥିଲା । ଏହା ସତ୍ତ୍ବେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ଵର ସହିଦନଗରରେ ଏମ୍/ଏସ୍…

ମହା ଶିବରାତ୍ରି ଅବସରରେ ଚଳଚଞ୍ଚଳ ପୁରୀର ବାବା ଲୋକନାଥଙ୍କ ପୀଠ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ମହାଶିବରାତ୍ରି ଅବସରରେ ଚଳଚଞ୍ଚଳ ପୁରୀର ବାବା ଲୋକନାଥଙ୍କ ପୀଠ । ବାବା ଲୋକନାଥଙ୍କୁ ଦର୍ଶନ ଓ ଜଳାଭିଷେକ କରିବା ଲାଗି ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ଼ ଜମିଛି । ରାତ୍ର ୧୨ଟା ୩୦ରୁ ପହୁଡ଼…

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ।

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ଏହି ଅବସରରେ ପ୍ରଭୁ ଲୋକନାଥଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ୧୨ଟା ୩୦ରେ ଦ୍ବାରଫିଟା ହେବା ପରେ ମଙ୍ଗଳ ଆଳତୀ, ଅବକାଶ ହୋଇ ସକାଳ ଧୂପ ଓ…

ଶ୍ରୀକ୍ଷେତ୍ରର ୫ଟି ପବିତ୍ର ପୁଷ୍କରିଣୀ ପ୍ରଦୂଷିତ। ଶ୍ରେଣୀ ‘ଖ’ର ମାନଦଣ୍ଡ ବି ପୂରଣ କରିପାରୁନାହିଁ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ପୁରୀର ୫ ପବିତ୍ର ପୁଷ୍କରିଣୀ ପ୍ରଦୂଷିତ । ଶ୍ରେଣୀ ‘ଖ’ର ମାନଦଣ୍ଡ ବି ପୂରଣ କରିପାରୁନାହିଁ ଏହି ସବୁ ପୁଷ୍କରିଣୀର ପାଣି। ପ୍ରତିକାର ପାଇଁ ପୁରୀ ପୌରସଂସ୍ଥାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାରମ୍ବାର ଚିଠି…

ରାଣୀ ମହୁମାଛି ସହିତ ଧରାହେଲେ ଦେହ ବ୍ୟବସାୟ ଗ୍ୟାଙ୍ଗ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ପୁରୀ ତାଳବଣିଆ ପୋଲିସକୁ ବଡ଼ ସଫଳତା । ନିଖୋଜ ନାବାଳିକାକୁ ଖୋଜୁ ଖୋଜୁ ଦେହ ବ୍ୟବସାୟ ଗ୍ୟାଙ୍ଗକୁ ଧରିଲା ପୋଲିସ । କିଙ୍ଗପିନ ରଞ୍ଜୁଲତା ଦାସଙ୍କ ସମେତ ୧୨ ଜଣ ଗିରଫ । ଜୋରଜବରଦସ୍ତ…

ପ୍ରଭୁ ଲୋକନାଥଙ୍କ ପୀଠରେ ଜାଗରଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ପ୍ରଭୁ ଲୋକନାଥଙ୍କ ପୀଠରେ ଜାଗରଯାତ୍ରା ପାଇଁ ନୀତି ନିର୍ଘଣ୍ଟ। ଚଳିତ ମାସ ୨୪ ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ୨୬ ଫେବ୍ରୁଆରୀରେ ପାଳିତ ହେବ ମହାଶିବରାତ୍ରି। ରାତି ୩ ଟାରେ ଉଠିବ ମହାଦୀପ।୨୪ ତାରିଖ…

ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଜଗିବ ଏଆଇ କ୍ୟାମେରା

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଜଗିବ ଏଆଇ କ୍ୟାମେରା । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଏସପି । ଟ୍ରାଫିକ୍ ଓ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ବଡ଼ଦାଣ୍ଡରେ ଲାଗିବ ଏଆଇ କ୍ୟାମେରା ।…

ଶ୍ରୀମନ୍ଦିରରେ ଆଇପିଏଲ ଟ୍ରଫି ।

ପୁରୀ (ଜିତେନ୍ଦ୍ର କୁମାର ସାବୁତ) :ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି । ସେବାୟତଙ୍କ ମାଧ୍ୟମରେ ପୂଜାର୍ଚ୍ଚନା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ…

error: Content is protected !!