ସୁନ୍ଦର ରଂଗାରଂଗ କାର୍ଯ୍ୟକ୍ରମ ଆୟୋଜିତ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଆଜି ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମିତି ପୁରୀ ଶାଖା ତରଫରୁ ଏକ ସୁନ୍ଦର ରଂଗାରଂଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। *ଶ୍ରାବଣ ମେଳା* ଏକ ଦୋଳି ପର୍ବ ଏଥିରେ ସୁନ୍ଦର ସୁନ୍ଦର ପକଓ୍ବାନ ତିଆରି…

ଚିତାଲାଗି ନୀତି ଉପଲକ୍ଷେ ମହାପ୍ରଭୁଙ୍କ ଦର୍ଶନ ୪ଘଣ୍ଟା ବନ୍ଦ ରହିବ।

ପୁରୀ : ସର୍ବସାଧାରଣ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିର ଆଜି ଚାରି ଘଣ୍ଟା ପାଇଁ ବନ୍ଦ ରହିବ। ଭଗବାନ ଜଗନ୍ନାଥ, ଭଗବାନ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଚିତଲାଗି ଅମାବାସ୍ୟା ରୀତିନୀତି ଦୃଷ୍ଟିରୁ ଭଗବାନ ଜଗନ୍ନାଥ ମନ୍ଦିର ବନ୍ଦ ରହିବ। ଶ୍ରୀ…

ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

ପୁରୀ(ରିପୋର୍ଟ-ସମୀରରଞ୍ଜନ ନାୟକ) : ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ୱ ସ୍ତନ୍ୟପାନ ଦିବସ ୨୦୨୪ ପାଳନ କରାଯାଇଛି | ଏହି ଉପଲକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଅଧିକାରୀ, ଡାକ୍ତର,…

ତା-ଥାଇ ଅନୁଷ୍ଠାନ ପକ୍ଷରୁ ମି୍ୟୁଜିକ ଫେଷ୍ଟିଭାଲ ନୃତ୍ୟଧାରା ଆୟୋଜିତ

ପୁରୀ(ରିପୋର୍ଟ-ସମୀର ରଞ୍ଜନ ନାୟକ ) :ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ତା – ଥାଇ ଅନୁଷ୍ଠାନ ତରଫରୁ ଶ୍ରୀକ୍ଷେତ୍ର ଜଗନ୍ନାଥଧାମ ଆନ୍ତର୍ଜାତୀୟ ନୃତ୍ୟ ଓ ଗୀତର ଫେଷ୍ଟିଭାଲ ନୃତ୍ୟଧାରା ଆୟୋଜିତ ହୋଇଯାଇଛି ! ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଅବିନାଶ ବିଶ୍ୱାସ…

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ।

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ): ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଆଜି ପୂର୍ବାହ୍ନରେ ଗୋପ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୪୭…

ରୋଟାରୀ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ, ପୁରୀ ର ୨୪ତମ ଅଧିଷ୍ଠାନ ଉତ୍ସବ ପାଳିତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ) : ରୋଟାରୀ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ, ପୁରୀ ର ୨୪ତମ ଅଧିଷ୍ଠାନ ଉତ୍ସବ ତା ୨୮ / ୭/୨୪ ରବିବାର ଦିନ ସଂନ୍ଧ୍ଯା ସମୟରେ ହୋଟେଲ ହଲିଡେ ରିସର୍ଟ ରେ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ

ଭୁବନେଶ୍ୱର(ରିପୋର୍ଟ-ସମୀର ରଞ୍ଜନ ନାୟକ)::ରତ୍ନଭଣ୍ଡାର ଚାବିକୁ ନେଇ ଆଇନ୍ ମନ୍ତ୍ରୀଙ୍କ ବଡ ବୟାନ । ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବଡ ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଚାବି…

ଚାଷୀ ମୁହଁରେ ଖୁସିର ଲହରୀ

ପୁରୀ(ରିପୋର୍ଟ-ସମୀର ରଞ୍ଜନ ନାୟକ ) : ଗତବର୍ଷ ତୁଳନା ରେ ଚଳିତ ବର୍ଷ ଖରୀଫ ଚାଷ ଆବଶ୍ୟକ ବର୍ଷା ନହେବାରୁ ଚାଷୀମାନେ ଚିନ୍ତାରେ ପଡ଼ିଥିଲେ l ରୁଆ ବେଉସଣ ବାଧାପ୍ରାପ୍ତ ହୋଇଥିଲା l ତେବେ ଗତ ୧୪ ତାରିଖ ରୁ ଲଗାଣ…

ତାଳବଣିଆ ଉନ୍ନୟନ ପରିଷଦ ଦ୍ୱାରା ତାଳ ଚାରା ରୋପଣ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ ) : ଆଜି ତାଳବଣିଆ ଉନ୍ନୟନ ପରିଷଦ, ପୁରୀ ତରଫରୁ ତାଳବଣିଆ ଠାରେ ତାଳ ବୃକ୍ଷ ଚାରା ରୋପଣ କରାଯାଇଅଛି l ଏହି ବୃକ୍ଷରୋପଣ କାର୍ଯ୍ୟରେ ମାନ୍ୟବର ପୁରୀ ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା…

ସାମ୍ବାଦିକଙ୍କ ଜେଜେ ମା’ଙ୍କ ପରଲୋକ

ପୁରୀ : ପୁରୀ ଜିଲ୍ଲା ପ୍ରତିନିଧି ସମୀର ରଞ୍ଜନ ନାୟକଙ୍କ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବାସଭଵନରେ ତାଙ୍କ ଜେଜେ ମା ଦୁଃଖୀ ନାୟକ (୯୯) ଗତ ଗୁରୁବାର ପରଲୋକ ହୋଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା…

error: Content is protected !!
Powered by Joinchat