ରାୟଗଡ଼ା (ଗୋପୀନାଥ ଗୌଡ଼) : ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଆଫ୍ ଭାରତ ପକ୍ଷରୁ ରାୟଗଡ଼ ସହରର ମାଁ ମଙ୍ଗଳା ମନ୍ଦିର ସ୍ଥିତ ଶ୍ରୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଚାଳିଶା ପାଠ ,…
Category: ରାୟଗଡା
ରାୟଗଡ଼ାରେ “ସେଫର ଇଣ୍ଟର୍ନେଟ୍ ଡେ” ଉପଲକ୍ଷେ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ
ରାୟଗଡ଼ା (ଗୋପୀନାଥ ଗୌଡ଼) : ୧୧ ଫେବୃଆରୀ ୨୦୨୫: “ଏକ ଉତ୍ତମ ଇଣ୍ଟର୍ନେଟ୍ ପାଇଁ ଏକସାଥି ଚେଷ୍ଟା” ଥିମ୍ ସହ ସେଫର ଇଣ୍ଟର୍ନେଟ୍ ଡେ ଉପଲକ୍ଷେ ରାୟଗଡ଼ା ଜିଲ୍ଲାରେ ସାଇବର ସୁରକ୍ଷା ଓ ଦାୟିତ୍ୱପୂର୍ଣ୍ଣ ଇଣ୍ଟର୍ନେଟ୍ ବ୍ୟବହାର ସମ୍ବନ୍ଧୀୟ ସଜାଗତା କାର୍ଯ୍ୟକ୍ରମ…
ମିଶନ ଶକ୍ତିର ଇସି ସଦସ୍ଯ ମହିଳାମାନେ ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର ଦାବିରେ ବିକ୍ଷୋଭ
ରାୟଗଡା (ଗୋପୀନାଥ ଗୌଡ଼): ଆଜି ରାୟଗଡା ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ, ଵ୍ଲକ ଓ ଜିଲ୍ଲାର ମିଶନ ଶକ୍ତିର ଇସି ସହ ସଦସ୍ଯମାନେ ଘେରାଉ କଲେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରାଜ୍ଯ ଉପମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ଉପସ୍ଥାପନ…
ରାୟଗଡ଼ ଠାରୁ ପ୍ରୟାଗରାଜ କୁମ୍ଭ ମେଳା ଅଭିମୁଖେ ଯାତ୍ରା।
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡା ଜଗନ୍ନାଥ ମନ୍ଦିର ଠାରୁ ୬୦ ଜଣ ଯାତ୍ରୀଙ୍କୁ ନେଇ ପ୍ରୟାଗରାଜର କୁମ୍ଭମେଳା ଅଭିମୁଖେ ଯାତ୍ରା ଆରମ୍ଭ କରିଛି ‘ଅନନ୍ୟା” ନାମକ ଏକ ଯାତ୍ରୀବାହୀ ବସ୍ । ଯାହାର ଗାଡ଼ି ନମ୍ବର ହେଉଚି OD 01 AD…
ଚନ୍ଦ୍ରଗିରି ବେଙ୍ଗଲୀ ମହିଳାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଷଡଯନ୍ତ୍ର? କାଶୀପୁର ପୋଲିସର ତଦନ୍ତ ଜାରି।
ରାୟଗଡା/କାଶିପୁର (ଗୋପୀନାଥ ଗୌଡ଼): କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ସଦର ମହକୁମାରେ ଜାନୁଆରୀ ୨୪ ତାରିଖରେ ଏକ ଅଭାବନୀୟ ପରିସ୍ଥିତିରେ ଜଣେ ବିବାହିତ ବେଙ୍ଗଲୀ ମହିଳା ନାମ ଟୁଲୀ ଗୋଲଧର ସ୍ୱାମୀ ଅସୀନ୍ତ ଗୋଲଧର ବୟସ ୩୨ ସେ ଆତ୍ମହତ୍ୟା କରିଥିବା…
ଟ୍ରାଫିକ ବିହୀନ ୱାନ ୱେ ଟ୍ରାଫିକ ଛକ। ଘଟୁଛି ଦୁର୍ଘଟଣା।
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ସହର ମେରୁଦଣ୍ଡ କୁହାଯାଉଥିବା ଷ୍ଟେଟ ବ୍ୟାଙ୍କ ଛକ ବର୍ତ୍ତମାନ୍ ଦୁର୍ଘଟଣାର କେନ୍ଦ୍ର ବିନ୍ଦୁ ପାଲଟିଛି। କହିବାକୁ ଗଲେ ପ୍ରତ୍ୟେକ ଦିନ ଏହି ଛକରେ ଛୋଟ ମୋଟ ଦୁର୍ଘଟଣା ଘଟୁଛି। ଏହି ଛକ ନିକଟରେ ସର୍ବଦା ଜନ…
ଅମ୍ବାଦଳାରୁ ସୁନା ଅଳଙ୍କାର ଲୁଟ୍ ଘଟଣା ନାବାଳକ ନିକଟରୁ ୪୩୦ ଗ୍ରାମ ସୁନା ଅଳଙ୍କାର ଉଦ୍ଧାର
ରାୟଗଡ଼ା (ଗୋପୀନାଥ ଗୌଡ଼): ରାୟଗଡ଼ା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳାର ଏକ ସୁନା ଦୋକାନ ସମ୍ମୁଖରୁ ଲୁଟ୍ ଘଟଣାରେ ରାୟଗଡା ଜିଲା ପୁଲିସକୁ ମିଳିଛି ବଡ ସଫଳତା। ଲୁଟ୍ ହୋଇଥିବା ୪୩୦ ଗ୍ରାମର ସୁନା ଅଳଙ୍କାର ଉଦ୍ଧାର କରିଛି ସ୍ବତନ୍ତ୍ର ପୁଲିସ…
ପାଇକପଡା ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ।
ରାୟଗଡ଼ା (ଗୋପୀନାଥ ଗୌଡ଼): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ଅଧିନ ପାଇକ ପଢା ଗ୍ରାମଠାରେ ତିନିଦିନ ଧରି ଶ୍ରୀ ଜଗନ୍ନାଥ ଓ ମାତା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଷ୍ଠା ଉତ୍ସବ ଗତ ଜାନୁୟାରୀ ୩୦…
ରାୟଗଡ଼ ଜିଲ୍ଲା କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ।
ରାୟଗଡା (ଗୋପୀନାଥ ଗୌଡ଼): ଜିଲ୍ଲାପାଳ ପାରୁଲ ପଟୱରୀ ଓ ପୂର୍ବତନ ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କ ମଧ୍ଯରେ ଲାଗି ରହିଥିବା ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ଜିଲ୍ଲାପାଳ ପଟୱରୀ ଅସୀମାଙ୍କୁ ମାନସିକ ନିର୍ଯାତନା ଦେବା ସହ ବାରମ୍ବାର ଏକ…
ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା।
ରାୟଗଡ଼ (ଗୋପୀନାଥ ଗୌଡ଼): ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ହାଇସ୍କୁଲ ରାୟଗଡ଼ ଠାରେ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ, ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ସାହାଯ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି…
