ଖେଳିବାକୁ ଯାଇଥିଲେ, ନାଗାବଳୀ ନଦୀରେ ବୁଡିଗଲେ ଦୁଇସାଙ୍ଗ।

ରାୟଗଡ଼ (ଗୋପୀନାଥ ଗୌଡ଼): ଖେଳିବାକୁ ଯାଇ ନାଗାବଳୀ ନଦିରେ ଭାସି ଗଲେ ଦୁଇ ସାଙ୍ଗ। ଖବର ପାଇ ଅଗ୍ନିଶମ ବିଭାଗ ଦୁଇ ଶିଶୁଙ୍କ ମୃତ ଦେହ ଉଦ୍ଧାର କରିଛି।ଖେଳିବାକୁ ଜାଇ ନଈରେ ଭାସି ଯାଇଥିଲେ ଦୁଇ ସାଙ୍ଗ। ଦୀପ୍ତି କନଭେଣ୍ଟ ସ୍କୁଲ…

ବିଜେଡି ସଭାନେତ୍ରୀ ସାବିତ୍ରୀ ଗମାଙ୍ଗଙ୍କ ନାମରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ।

ରାୟଗଡ(ଗୋପୀନାଥ ଗୌଡ଼): ପୂର୍ଵତନ BJD ସଭାନେତ୍ରୀ ମାନବ ଅଧିକାର ସଦସ୍ୟା ସାବିତ୍ରୀ ଗମାଙ୍ଗ ନିଜ ପରିବାର ସହିତ ମିଶି ଏକର ଏକର ସରକାରୀ ଜମିକୁ ହଡ଼ପ କରିବା ନେଇ ଜିଲ୍ଲା ପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ। ଗ୍ରାମବାସୀ ଏହାକୁ ବିରୋଧ କରିବାରୁ…

ମୁନିଗୁଡା ବନାଞ୍ଚଳ ଜଙ୍ଗଲର ପୁନରୁଦ୍ଧାର ନାଁରେ କଟାଯାଉଛି ଶାଗୁଆନ ଗଛ

ରାୟଗଡା(ଗୋପୀନାଥ ଗୌଡ଼) : ରାଜ୍ୟ ଓ କେନ୍ଦ୍ର ସରକାର ଜଙ୍ଗଲ ସୁରକ୍ଷା ଜୀବ ଯନ୍ତୁଙ୍କ ସୁରକ୍ଷା,ଜଙ୍ଗଲକୁ ନିଆଁ ଦାଉରୁ ମୁକ୍ତି ଏପରି କେତେ କଣ ସଚେତନତା ପାଇଁ କୋଟିକୋଟି ଟଙ୍କା ବନବିଭାଗକୁ ଯୋଗାଇ ଦେଉଛନ୍ତି।କିନ୍ତୁ ସେଥିରୁ ଶତକଡା ପ୍ରାୟ 30ରୁ40ମଧ୍ୟରେ ଖର୍ଚ୍ଚ…

ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳିତ

ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ପ୍ରବାସୀ ଭାରତୀୟ ଦିବସର ଦ୍ଵିତୀୟ ଦିବସରେ ମହାବିଦ୍ୟାଳୟରେ କୁଇଜ୍ ପ୍ରତିଯୋଗିତା, ୱାକାଥନ୍ ଏବଂ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବବିଲତା…

ନିଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ।

ରାୟଗଡ଼ (ଗୋପୀନାଥ ଗୌଡ଼) ଏକାଠି ହେଲେ ଏକାଦଶୀ ଗ୍ରୁପ୍, ନିଆରା ଢଙ୍ଗରେ ପାଳିଲେ ବନ ମହୋତ୍ସବ। ରାୟଗଡ଼ ବ୍ରାହ୍ମଣ ସାହି ରାଧାକାନ୍ତ ମନ୍ଦିରରେ ଆଜକୁ ଦିର୍ଘ ବର୍ଷ ଧରି ଏକାଦଶୀ ପାଳନ କରି ଆସୁଥିବା ମହିଳା ମାନେ ପାଳିଲେ ବନ ମହୋତ୍ସବ।…

ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦୀର ର ୨୧ତମ ବାର୍ଷିକ କ୍ରୀଡା ମହୋତ୍ସବ ପାଳନ।

ରାୟଗଡ଼ (ଗୋପୀନାଥ ଗୌଡ଼) : ରାୟଗଡ଼ ସହର ରିଙ୍ଗ ରୋଡ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦୀର ର ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଟିତ ହୋଇ ଯାଇଛି। ସ୍ଥାନୀୟ ଫାୟର ଷ୍ଟେସନ ପାଖ ଖେଳ ପଡିଆ ଠାରେ ୨୧ତମ ବାର୍ଷିକ କ୍ରୀଡ଼ା…

ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ।

ରାୟଗଡ(ଗୋପୀନାଥ ଗୌଡ଼) : ରାୟଗଡ ଜିଲ୍ଲାପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଜି.ଆଇ.ସି.ଆର ପଡିଆ ଠାରେ ଚଳିତ ମାସ ତା ୭ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ । ଅନୁଷ୍ଟିତ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ…

ରାୟଗଡା ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ। ଜିଲ୍ଳାରେ ଭୋଟରଙ୍କ ସଂଖ୍ୟା ୭୨୦୦୪୧।

ଋାୟଗଡା(ଗୋପୀନାଥ ଗୌଡ଼) :ରାୟଗଡା ଜିଲ୍ଳାରେ ଥିବା ଭୋଟରଙ୍କ ଚୁଡାନ୍ତି ତାଲିକାକୁ ଅତିରକ୍ତ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଅତିରକ୍ତ ଜିଲ୍ଳାପାଳ ଶ୍ରୀ ଭାସ୍କର ରଇତ ପ୍ରକାଶନ କରିଛନ୍ତି । ଏଥିରେ ଜିଲ୍ଳାର ୧୩୮- ଗୁଣପୁର,୧୩୯- ବିଷମକଟକ ଓ ୧୪୦-ରାୟଗଡା ନିର୍ବାଚନ ମଣ୍ଡଳିରେ…

ସରିଲା ଚଇତି ମହୋତ୍ସବ ୨୦୨୪।

ରାୟଗଡ଼(ଗୋପୀନାଥ ଗୌଡ଼) : ହର୍ଷ ଉଲ୍ଲାସର ସହ ଶେଷ ହେଲା ଚଇତି ଶେଷ ରଜନୀ ୬କୋଟି ଟଙ୍କା ବ୍ୟବସାୟର ରେକର୍ଡ |ଚଇତି୨୦୨୪ର ଶେଷ ରଜନୀ ଧୁମ ଧାମରେ ପାଳନ ହୋଇଯାଇଛି। ଦର୍ଶକ ଲୋକକଳା, ଲୋକ ନୃତ୍ୟ ଗୀତ ସହ ମଣ୍ଟୁ ଛୁରୀଆଙ୍କ…

ତୃତୀୟ ଆନ୍ତର୍ଜାତିକ ଯୋଦ୍ଧା ଦିବସ ପାଳିତ।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡା ସହର ସ୍ଥିତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି ଆନ୍ତର୍ଜାତିକ ମାନବଧିକାର ଯୋଦ୍ଧା ଦିବସ। ରାୟଗଡ଼ ଓଟନମସ କଲେଜ ପ୍ରିନ୍ସିପାଲ ବବିଲତା ସରାଫ ମହୋଦୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।…

error: Content is protected !!