ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ୱରୀ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ନବରାତ୍ରିର ପଞ୍ଚମ ଦିନରେ ଆଜି ସୁବର୍ଣ୍ଣପୁର ର ଇଷ୍ଟଦେବୀ ମା’ସୁରେଶ୍ଵରୀ ଭୈରବୀ ବେଶ ଧାରଣ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ମାତାଙ୍କ ଏହି ସ୍ୱରୂପ ଦଶ ମହାବିଦ୍ୟା ମଧ୍ୟରେ ଏକ ପ୍ରମୁଖ ଅବତାର…

ଭିଜିଲାନ୍ସ ଜାଲରେ ତେଲ ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ ଜଣେ ସ୍ଥାନୀୟ ଠିକାଦାରଙ୍କ ପାଖରୁ ୪୬ ହଜାର…

ଭୁବନେଶ୍ୱରୀ ବେଶରେ ଦର୍ଶନ ଦେଲେ ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁ ସୁରେଶ୍ୱରୀ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ସୁରେଶ୍ୱରୀ ଆଜି ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଇଛନ୍ତି।ମା’ହେଉଛନ୍ତି ସମ୍ପୂର୍ଣ୍ଣ ଜଗତର ତ୍ରାଣକର୍ତ୍ତା। ସୃଷ୍ଟିର ପରିକଳ୍ପନା ସମୟରେ ସ୍ୱୟଂ ବ୍ରହ୍ମାତପସ୍ୟା କରି କ୍ରିୟାଶକ୍ତି ପରମେଶ୍ୱରୀଙ୍କୁ ଆବାହନ କରିଥିଲେ। ପରମେଶ୍ୱରୀ ତପସ୍ୟାରେ…

ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ : ସୁବର୍ଣ୍ଣପୁର ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୭୦ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ କରଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏଡିଏମ୍ ରାଜେନ୍ଦ୍ର ମାଝି ଯୋଗ ଦେଇ ମଣିଷ ସମାଜ କୁ…

କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟସାମଗ୍ରୀ ବଣ୍ଟନ କଲେ ଯୁବଛାତ୍ର ନୀଳାମ୍ବର

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଯୁବଛାତ୍ର ତଥା ସମାଜ ସେବୀ ନୀଳାମ୍ବର ଦାଶ ଙ୍କ ଦ୍ଵାରା ବିଦ୍ୟାଳୟ ରେ ପଢୁଥିବା ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟସାମଗ୍ରୀ ବଣ୍ଟନ କରିଥିବା…

ସୁବର୍ଣ୍ଣପୁରରେ ଏବେ ସମସ୍ତ ଦେବୀପୀଠରେ ସ୍ଵତନ୍ତ୍ର ପୂଜା ଏବଂ ବିଭିନ୍ନ ବେଶରେ ଦର୍ଶନ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ):ନବରାତ୍ରିର ତୃତୀୟ ଦିବସରେ ଆଜି ମାଁ ଭଗବତୀଙ୍କ ଚନ୍ଦ୍ରଘଣ୍ଟା ବେଶ ଏବଂ ମାଁ ସୁରେଶ୍ୱରୀଙ୍କ ତ୍ରିପୁରା ସୁନ୍ଦରୀ ବା ଷୋଡଶୀ ବେଶ ସୁବର୍ଣ୍ଣପୁର – ଅଷ୍ଟ ଚଣ୍ଡୀ ଙ୍କ ପୀଠ ସୁବର୍ଣ୍ଣପୁର ରେ…

ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଏସପି ଙ୍କ ଯୋଗଦାନ

ସୁବର୍ଣ୍ଣପୁର(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ର ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବରେ ରାମ ପ୍ରସାଦ ସାହୁ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଥିଲେ। ଏଠାରେ ପୂର୍ବରୁ କାର୍ଯ୍ୟରତ ଆଇପିଏସ୍ ଅଫିସର…

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣ , ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନୂତନ ଟାଉନ୍…

ବ୍ଲକସ୍ତରୀୟ ଆର୍ନ୍ତଜାତିକ ବୟସ୍କ ବ୍ୟକ୍ତି ଦିବସ ପାଳନ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସନ୍ତୁଳିତ ଖାଦ୍ୟ, ପରିଷ୍କାର ପରିଚ୍ଛନ୍ନତା, ଶାରୀରିକ ବ୍ୟାୟାମ, ସକାରାତ୍ମକ ମନୋଭାବ ଆପଣାଇବା ଦ୍ୱାରା ଏବଂ ଧୂମପାନ, ତମାଖୁ ସେବନ, ମଦ୍ୟପାନ ପରି କୁଅଭ୍ୟାସ ତ୍ୟାଗ ଦ୍ୱାରା ଏକ ସୁସ୍ଥ ଓ ନିରାମୟ…

ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଏ.ଇ.ଏସ୍. ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର…

error: Content is protected !!