ଅନୁଗୋଳ(ଅଜିତ କୁମାର ଭୋଇ) :ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଓ ଓଡିଶା ସରକାରଙ୍କ ଗୃହ ବିଭାଗ ସହାୟତାରେ ଅନୁଗୋଳ ଜିଲ୍ଲାର ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆସନ୍ତାକାଲି (୭ତାରିଖ) ଅପରାହ୍ନ ୪ ଘଟିକା ସମୟରେ ନାଗରିକ ପ୍ରତିରକ୍ଷା ମକଡ୍ରିଲ କରାଯିବ…
Category: ଅନୁଗୁଳ
ଅପାରଗ, ସ୍ଥାଣୁ ପ୍ରଶାସନ ତଥା ପୋଲିସ ପାଇଁ ନିଖୋଜ ଯୁବକ ଓ ଅପହୃତା ଯୁବତୀଙ୍କ ହତ୍ୟା
ଅନୁଗୋଳ(ଅଜିତ କୁମାର ଭୋଇ): ତାଳଚେର, କଣିହାଁ : ସୁଭଦ୍ରା ପଦିନିଙ୍କ ନିଖୋଜ ତଥା ଅପହରଣ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସର ନିଷ୍କ୍ରିୟତା, ଅବହେଳା ଯୋଗୁଁ ଗଳିତ ମୃତ ଦେହ ପାଲଟି ଗଲା । ଗଣବଳାତ୍କାର, ହତ୍ୟାର ଶିକାର ହୋଇ ଖଣ୍ଡ ବିଖଣ୍ଡିତ…
ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ଅଖିମୁଠି ଅନୁକୂଳ
ଅନୁଗୋଳ (ଅଜିତ କୁମାର ଭୋଇ): କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମ ପଞ୍ଚାୟତର ଶିରିଗିଡା ଠାରେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଅଖିମୁଠି ଅନୁକୂଳ କରିବା ସହିତ ମହାପ୍ରଭୁ…
ମା ହିଙ୍ଗୁଳାଙ୍କ ଦାନ ହୁଣ୍ଡି ରୁ ୧୧,୬୦,୩୧୨ ଟଙ୍କା ବ୍ୟାଙ୍କରେ ଡିପୋଜିଟ କରାଗଲା।
ଅନୁଗୋଳ (ଅଜିତ କୁମାର ଭୋଇ) : ତା ୨୯/୦୪/୨0୨୫ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପରିସର ଥିବା ଦାନ ହୁଣ୍ଡୀ ଗୁଡିକ ସକାଳ ୧0 ଘଟିକା ସମୟରେ ଶ୍ରୀମତୀ ପୁଷ୍ପିତା ମଧୁମତି ଦେହୁରୀ, ସହକାରୀ ଜିଲ୍ଲାପାଳ, ତାଳଚେର, ଟ୍ରଷ୍ଠବୋର୍ଡ ସଦସ୍ୟ…
ଅନୁଗୋଳ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ଅନୁଗୋଳ (ଅଜିତ୍ କୁମାର ଭୋଇ) : ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତଙ୍କ ଅଧ୍ୟକ୍ଷତାରେ ବଅଁରପାଳ ବ୍ଳକ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
୬ଲକ୍ଷ, ୮୦ହଜାର ଟଙ୍କାର ହେରୋଇନ୍ ଜବତ
ଅନୁଗୋଳ (ଅଜିତ କୁମାର ଭୋଇ) : ତାଳଚେର ଟାଉନ ଥାନା ଠାରୁ ମାତ୍ର ୨କିମି ଦୂର ଗତକାଲି କୌଣସି ସୂତ୍ରରୁ ଖବର ପାଇ ତାଳଚେର ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ତାଳଚେର ଅଙ୍ଗାରୁଆ ଶନିବାର ସାପ୍ତାହିକ ହାଟ…
ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ
ଅନୁଗୋଳ (ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ସଭ୍ୟା ମୀରା ଗଡ଼ନାୟକ, ଜିଲ୍ଲା…
ଅନଗୁଳ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ମହସମାରୋହ ରେ ଅନୁଷ୍ଠିତ
ଅନଗୁଳ (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ବିଜୁ ମଇଦାନ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ମହସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ପାଳଲହଡା…
ଅନୁଗୋଳ ମହୋତ୍ସବ ନେଇ ସାମ୍ବାଦିକ ସମିଳନୀ ଅନୁଷ୍ଠିତ
ଅନୁଗୋଳ (ଅଜିତ କୁମାର ଭୋଇ) : ସର୍କିଟ ହାଉସ ସଭା କକ୍ଷରେ ଅନୁଗୋଳ ମହୋତ୍ସବ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଯୋଗ ଦେଇ ମହୋତ୍ସବର ବିଭିନ୍ନ ପ୍ରସ୍ତୁତି…
ଉଦଘାଟନୀ ଉତ୍ସବରେ ମୂଖ୍ୟଅତିଥି ଭାବେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଅନଗୁଳ (ଅଜିତ କୁମାର ଭୋଇ) ଆଗାମୀ ଏପ୍ରିଲ୍ ୨୬ ତାରିଖ ରେ ଅନୁଗୁଳ ମହୋତ୍ସବ ର ଉଦଘାଟନୀ ଉତ୍ସବ ରେ ମୂଖ୍ୟଅତିଥି ଭାବେ ଯୋଗଦେବାକୁ ନେଇ ଓଡ଼ିଶାର ମାନ୍ଯବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଭୁବନେଶ୍ବର ଲୋକସେବା ଭବନରେ…
