ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ (ଅଜିତ କୁମାର ଭୋଇ) : ମାନ୍ୟବର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ଅନୁଗୋଳ ଗସ୍ତରେ ଆସି ସୋମବାର ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ…

ଅଚିହ୍ନା ବ୍ୟକ୍ତି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁଚିହ୍ନଟ ପାଇଁ ବଅଁରପାଳ ଥାନା ପକ୍ଷରୁ ସୂଚନା

ଅନୁଗୋଳ (ଅଜିତ କୁମାର ଭୋଇ) : ଜିଲ୍ଲା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଏକ ଅଚିହ୍ନା ବ୍ୟକ୍ତିଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଥାନା ପକ୍ଷରୁ ସୂଚନା ମୁତାବକ ଚଳିତ ମାସ ୧୭ ତାରିଖ ଶନିବାର ଦିନ ବଅଁରପାଳ ଥାନା ନିକଟ ବଅଁରପାଳ…

“ଅପରେସନ୍ ସିନ୍ଦୁର”ର ସଫଳତା ପରେ ଅନୁଗୋଳରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ଅନୁଗାଳ (ଅଜିତ କୁମାର ଭୋଇ): ଆତଙ୍କବାଦ ବିରୋଧରେ ଲଢେଇ“ଅପରେସନ୍ ସିନ୍ଦୁର”ର ସଫଳତା ପରେ ଏହାର ବୀରଗାଥା ଜଣାଇବାକୁ ଆଜି ପୂର୍ବାହ୍ନରେ ଅନୁଗୋଳ ସଭାଘର ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତର ବୀର ସୈନିକମାନଙ୍କୁ କୃତଜ୍ଞତା ସହିତ…

ଦିନିକିଆ ଆଠମଲ୍ଲିକ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌

ଅନୁଗୋଳ (ଅଜିତ କୁମାର ଭୋଇ): ମାନ୍ୟବର କେନ୍ଦ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସାଂସଦ, ସମ୍ବଲପୁରଙ୍କ ଏକ ଦିନିକିଆ ଆଠମଲ୍ଲିକ ଗସ୍ତ ।ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସଂସଦ, ସମ୍ବଲପୁର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏକ ଦିନିକିଆ ଆଠମଲ୍ଲିକ ଗସ୍ତରେ…

୧୦ବର୍ଷରେ ୨୦ହଜାର ମହିଳା ଓ ଶିଶୁ ନିଖୋଜ : କଂଗ୍ରେସ୍ ନେତ୍ରୀ

ଅନୁଗୋଳ/ତାଳଚେର (ଅଜିତ କୁମାର ଭୋଇ): କଂଗ୍ରେସ୍ ସରକାର ସମୟରେ କେବଳ ଗୋଟିଏ ନାରୀ ପାଇଁ କଂଗ୍ରେସ୍‌ର ପତନ ହୋଇଥିବା ବେଳେ ବିଗତ ୧୦ବର୍ଷରେ ୨୦ହଜାର ମହିଳା ଓ ଶିଶୁ ନିଖୋଜ ଘଟଣା, ଦଳିତ ଆଦିବାସୀ ମାନଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦୁଥିôବା…

ତାଳଚେର ଠାରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଅନୁଗୁଳ (ଅଜିତ କୁମାର ଭୋଇ) : ତାଳଚେର ଠାରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତଅନୁଗୋଳ/ତାଳଚେର -ତାଳଚେର ସ୍ଥିତ ଉପ-ଜିଲ୍ଲାପାଳଙ୍କ ସଭାଗୃହରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଶିବିର ମଙ୍ଗଳବାର ତା.୧୩.୦୫.୨୦୨୫ ରିଖରେ…

ସମ୍ପର୍କ ହୃଦୟର ଅଶାର ଆଲୋକ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଅନୁଗୋଳ (ଅଜିତ କୁମାର ଭୋଇ) : ରାଜ୍ୟରେ ଅନେକ ସମୟରେ ରକ୍ତ ଅଭାବ ଯୋଗୁ ପ୍ରତ୍ୟକ ଦିନ କାହାରି ନା କାହାରି ଜୀବନ ଯାଉଛି। କିଛି ସ୍ବେଛାସେବୀ ସଂଗଠନ ମାନଙ୍କ ଦ୍ୱରା ମଧ୍ୟ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କିରିବା…

ବନ୍ତଳା ଠାରେ ସ୍ଥାୟୀ ଦମକଳ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୋଳ (ଅଜିତ କୁମାର ଭୋଇ): ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବନ୍ତଳା ଠାରେ ସ୍ଥାୟୀ ଦମକଳ କେନ୍ଦ୍ର ନିର୍ମାଣ ପାଇଁ ୨ କୋଟି ୫୨ ଲକ୍ଷ ଅର୍ଥ ରାଶି ପ୍ରଦାନ କରିଥିବାରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ…

ତାଳଚେର ଠାରେ ମକ୍‌ଡ୍ରିଲ ଆୟୋଜିତ ହେବ

ଅନୁଗୋଳ(ଅଜିତ କୁମାର ଭୋଇ) :ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଓ ଓଡିଶା ସରକାରଙ୍କ ଗୃହ ବିଭାଗ ସହାୟତାରେ ଅନୁଗୋଳ ଜିଲ୍ଲାର ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆସନ୍ତାକାଲି (୭ତାରିଖ) ଅପରାହ୍ନ ୪ ଘଟିକା ସମୟରେ ନାଗରିକ ପ୍ରତିରକ୍ଷା ମକଡ୍ରିଲ କରାଯିବ…

ଅପାରଗ, ସ୍ଥାଣୁ ପ୍ରଶାସନ ତଥା ପୋଲିସ ପାଇଁ ନିଖୋଜ ଯୁବକ ଓ ଅପହୃତା ଯୁବତୀଙ୍କ ହତ୍ୟା

ଅନୁଗୋଳ(ଅଜିତ କୁମାର ଭୋଇ): ତାଳଚେର, କଣିହାଁ : ସୁଭଦ୍ରା ପଦିନିଙ୍କ ନିଖୋଜ ତଥା ଅପହରଣ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସର ନିଷ୍କ୍ରିୟତା, ଅବହେଳା ଯୋଗୁଁ ଗଳିତ ମୃତ ଦେହ ପାଲଟି ଗଲା । ଗଣବଳାତ୍କାର, ହତ୍ୟାର ଶିକାର ହୋଇ ଖଣ୍ଡ ବିଖଣ୍ଡିତ…

Powered by Joinchat