ଜୀବଦୟା କାର୍ଯ୍ୟକ୍ରମ ଅଧୀନରେ ଅନୁଗୋଳ ବନ ବିଭାଗର ସଫଳ କମ୍ବିଂ ଅପରେସନ୍

ଅନୁଗୋଳ(ଅଜିତ କୁମାର ଭୋଇ): ଜିବେ ଦୟା କାର୍ଯ୍ୟକ୍ରମ ଅଧୀନରେ ସଫଳ କମ୍ବିଂ ଅପରେସନ୍:୧୪ ଏପ୍ରିଲ୍ ୨୦୨୬ରେ, ଶ୍ରୀ ନୀତିଶ କୁମାର, ବିଭାଗୀୟ ବନ ଅଧିକାରୀ (ଡିଏଫଓ)ଙ୍କ ତତ୍ତ୍ୱାବଧାନରେ ଅନୁଗୁଳ ବନ ବିଭାଗର ସମସ୍ତ ରେଞ୍ଜରେ ଜୀବଦୟା କାର୍ଯ୍ୟକ୍ରମ ଅଧୀନରେ କମ୍ବିଂ ଅପରେସନ୍…

ଟେଣ୍ଟ୍ ବନ୍ଧାବେଳେ ବଡ଼ ଦୁର୍ଘଟଣା, ୩ ମୃତ, ୩ ଗୁରୁତର

ଅନୁଗୁଳ(ଅଜିତ କୁମାର ଭୋଇ): ହିନ୍ଦୋଳ ବ୍ଳକ୍ ବାଲିମୀ ଥାନା ପାଟଲା ପଞ୍ଚାୟତ ଅନ୍ତର୍ଗତ ପାଟଲା ଗ୍ରାମରେ ଦଣ୍ଡନୃତ୍ୟ ପାଇଁ ଟେଣ୍ଟ୍ ବନ୍ଧାବେଳେ ଆଜି ସନ୍ଧ୍ୟା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ଏଗାର କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତିନିଜଣଙ୍କର…

ଏନଡିଆରଏଫ୍ ପକ୍ଷରୁ ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ଅନୁଗୁଳ/ତାଳଚେର (ଅଜିତ କୁମାର ଭୋଇ): ଅଗ୍ନିଶମ, ସିପିଆର୍, ପ୍ରାଥମିକ ଚିକିତ୍ସା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟାବହାରିକ ତାଲିମମେରାମଣ୍ଡଳୀ, ଏପ୍ରିଲ ୧୨, ୨୦୨୬: ଜରୁରୀକାଳୀନ ପ୍ରସ୍ତୁତି ଏବଂ ସାମୁଦାୟିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମୁଣ୍ଡଳୀ, ଭୁବନେଶ୍ୱର ସ୍ଥିତ ଜାତୀୟ ବିପର୍ଯ୍ୟୟ…

ଅବକାରୀ ବିଭାଗ ପକ୍ଷରୁ ହେରୋଇନ୍ ଜବତ ୧ ଗିରଫ

ତାଳଚେର (ଅଜିତ କୁମାର ଭୋଇ): ତାଳଚେର ଅବକାରୀ ବିଭଗ ପକ୍ଷରୁ ବହ୍ଲରଛକ ଠାରେ ଆତର୍କି ଚଢ଼ାଉ କରାଯାଇ ଜଣେ ବ୍ୟବସାୟୀ ଠାରୁ ୬୫ଗ୍ରାମ ହେରୋଇନ୍ ଜବତ କରାଯାଇଥିବା ବେଳେ ଜଣକୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ନିରିକ୍ଷକ ଉମାକାନ୍ତ…

ତାଣ୍ଡବ ରଚିଲା କାଳବୈଶାଖୀ, କୁଆପଥର ସହିତ ବର୍ଷା

ଅନୁଗୋଳ (ଅଜିତ କୁମାର ଭୋଇ): ବଅଁରପାଳ ଥାନାବ୍ଲକଆଖପାଖ ଅଞ୍ଚଳରେ କାଳବୈଶାଖୀ ଝଡ ବର୍ଷାକୁଆପଥର ମାଡ଼ଦିନ ତିନିଟା ତିରିଶି ସମୟ ରେ ତୁହାକୁ ତୁହା ବର୍ଷା ସହିତ କୁଆପଥର ମାଡ଼ ଆକାଶରୁ ହଟୁନାହିଁ କଳାହାଣ୍ଡିଆ ମେଘ ବୈଶାଖ ଚାଲିଛି ଝମାଝମ୍ ବର୍ଷା ବର୍ଷାର…

ଗୋପାଳପ୍ରସାଦରେ ମା’ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ

ତାଳଚେର(ଅଜିତ କୁମାର ଭୋଇ): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠ ପରିସରରେ ପାଳିତ ହୋଇଯାଇଛି । ମା’ଙ୍କ ମୁଖ୍ୟ ପୂଜକଙ୍କ ଦିଅଁଘରୁ ଦିବା ୧୨.୪୫ମି. ସମୟରେ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା…

ଗୋତମରା ଉପରସାହିରେ ଭକ୍ତିମୟ ପରିବେଶରେ ବାର୍ଷିକ ହରିହାଟ ମହୋତ୍ସବ ପାଳିତ

ଅନୁଗୁଳ/ବଅଁରପାଳ(ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଉପରସାହିରେ ଶନିବାର ଦିନ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ ମଧ୍ୟରେ ବାର୍ଷିକ ବଡ଼ ମେଳା ହରିହାଟ ମହୋତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମଗ୍ର…

ଜାତୀୟ ମାନବାଧିକାର କମିଶନରଙ୍କ ଅନୁଗୋଳ ଜିଲ୍ଲା ଗସ୍ତ

ଅନୁଗୋଳ (ଅଜିତ କୁମାର ଭୋଇ) : ଜାତୀୟ ମାନବାଧିକାର କମିଶନର ସ୍ପେସିଆଲ ମନିଟର ଶ୍ରୀ ଆର୍ ହେମନ୍ତ କୁମାର ଆଜି ଏକ ଦିନିକିଆ ଅନୁଗୋଳ ଗସ୍ତରେ ଆସି ସାତକୋଶିଆ ଅଭୟାରଣ୍ୟ ଅଧୀନସ୍ଥ ୩ ଗୋଟି ଗ୍ରାମରେ ଜଙ୍ଗଲ ଅଧିକାର ଆଇନ ସମ୍ବନ୍ଧୀୟ…

ଜନଗଣନାର ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ଅନୁଗୋଳ (ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଳାର ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଜନଗଣନା ୨୦୨୭ ସମ୍ବନ୍ଧୀୟ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ପ୍ରତାପ…

ଅନୁଗୋଳ ଓକିଲ ସଂଘ ନିର୍ବାଚନ,୧୧ଜଣଙ୍କ ନାମାଙ୍କନ ପତ୍ର ଦାଖଲ

ଅନୁଗୁଳ (ଅଜିତ କୁମାର ଭୋଇ): ଅନୁଗୋଳ ଓକିଲ ସଂଘ ନିର୍ବାଚନଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅନୁଗୋଳ ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇ ସୋମବାର ୯ ତାରିଖରେ ଶେଷ…

Powered by Joinchat