ଅନୁଗୋଳ (ଅଜିତ୍ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଭିଡ଼ିଓ କନଫରେନ୍ସ ହଲରେ ଓଶ୍ୱାସ ସଫ୍ଟୱେୟାର୍ ମାଧ୍ୟମରେ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଣିକି କର୍ମଚାରୀ ଆଉ କାଗଜ କଲମ ଦରକାର ନକରି ସିଧାସଳଖ ବ୍ଲକ ସ୍ତରରେ ଅନୁଷ୍ଠିତ…
Category: ଅନୁଗୁଳ
ଭିଜିଲାନ୍ସ ଜାଲରେ ଛନ୍ଦା ହେଲେ ଲାଞ୍ଚୁଆ ତାଳଚେର ଥାନା ଏଏସଆଇ
ଅନୁଗୋଳ (ଅଜିତ କୁମାର ଭୋଇ): ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଥାନା ଏଏସଆଇ ଧରଣୀଧର ନାଥ । ବେଲ କରାଇ ଦେବା ପାଇଁ ଜନ୍ଦାବାହାଳ ଗ୍ରାମର ପ୍ରୀତି ରଞ୍ଜନ ଭୁକ୍ତା ଠାରୁ ୩ ହଜାର ଟଙ୍କା ଲାଞ୍ଚ…
ବଅଁରପାଳ ପୁଲିସ ଦ୍ଵାରା ୫୦ ଗ୍ରାମ ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ ସହ ୩ ଗିରଫ
ଅନୁଗୋଳ (ଅଜିତ୍ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଆଲୁମିନିୟମ ପାର୍କ ଅଞ୍ଚଳରେ ଗତ ରାତି ପ୍ରାୟ ୯ ଘଟିକା ବେଳେ ଥାନା ପକ୍ଷରୁ ରାତ୍ରୀ ପାଟ୍ରୋଲିଂ କରୁଥିବା ସମୟରେ ବ୍ରାଉନ ସୁଗାର ବେପାରୀ ଥିବା ବିଶେଷ…
ଅନୁଗୋଳର ପ୍ରୀତିକା ଓ ସୌମ୍ୟଙ୍କୁ ଇସ୍ରୋ ପରିଦର୍ଶନ ସୁଯୋଗ
ଢେଙ୍କାନାଳ (ଅଜିତ କୁମାର ଭୋଇ) : ତାଳଚେରର ଡିଏଭି ପବ୍ଲିକ୍ ସ୍କୁଲ, ଏମସିଏଲ, ଜଗନ୍ନାଥ ଏରିଆର ପ୍ରୀତିକା ପ୍ରିୟଦର୍ଶିନୀ ଏବଂ ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ପଞ୍ଚଗଡ଼ ବିଜୟ କୁମାର (ପିବିକେ) ସରକାରୀ ହାଇସ୍କୁଲର ସୌମ୍ୟ ରଞ୍ଜନ ସାହୁ ବେଙ୍ଗାଲୁରୁ ସ୍ଥିତ…
ନାଲକୋ ପ୍ରଶାସନିକ ଭବନ ସମ୍ମୁଖରେ ଆଲୁମିନିୟମ ମଜ଼ଦୂର ସଂଘର ବିଶାଳ ଗଣବିକ୍ଷୋଭ
ଅନୁଗୋଳ (ଅଜିତ କୁମାର ଭୋଇ) : ନାଲକୋ ପ୍ରଶାସନର ସ୍ଥାଣୁତା, ମନମୁଖୀ ଶାସନ, ବୈମାତୃକ ମନୋଭାବ ଏବଂ ଶ୍ରମିକ ଙ୍କ ମୌଳିକ ସମସ୍ୟା କୁ ଅଣଦେଖା କୁ ଦୃଷ୍ଟିରେ ରେ ରଖି ବିଭିନ୍ନ ଦାବି ନେଇ ନାଲକୋର ସର୍ବବୃହତ ଓ ଅଗ୍ରଣୀ…
ବାଲ୍ୟ ବିବାହ ଶିଶୁ ଚାଲାଣ ଓ ଶିଶୁ ନିର୍ଯାତନା ନିରୋଧ ସମ୍ବନ୍ଧୀୟ ସଚେତନା
ଅନୁଗୋଳ (ଅଜିତ କୁମାର ଭୋଇ): ବିଶ୍ୱ ଶିଶୁଶ୍ରମିକ ବିରୋଧ ଦିବସ” ଅବସରରେ ବିଶ୍ୱ ଯୁବ କେନ୍ଦ୍ର, ବଣିନାଳି, ଅନୁଗୋଳ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ “ଆକ୍ସେସ ଟୁ ଜସ୍ଟିଷ” ଦ୍ଵାରା ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଜୁହାର ପୁର, ଟାକୁଆ,ସେରେଣ୍ଡl କରୋଡlବlହାଲି ଗ୍ରାମରେ…
ଶିଶୁ ଶ୍ରମିକ ନିରୋଧ ଦିବସ ଊପଲକ୍ଷେ ସଚେତନତା ରଥ
ଅନୁଗୋଳ (ଅଜିତ କୁମାର ଭୋଇ): ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ ଉପଲକ୍ଷେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପତାକା ଦେଖାଇ…
ସରକାରଙ୍କ ଏକ ବର୍ଷ ପୂର୍ତ୍ତୀ ପାଳନ ଉପଲକ୍ଷେ ‘ବିକାଶ ମେଳା’ ଆୟୋଜିତ
ଅନୁଗୋଳ (ଅଜିତ୍ତ କୁମାର ଭୋଇ) : ଆଜି ପୂର୍ବାହ୍ନରେ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତୀ…
ଜିନ୍ଦଲ ନଗର ଦେବ ଭୂମି ପରିସରରେ ଦେବସ୍ନାନ ପୁର୍ଣିମା ନୀତି ସଂପନ୍ନ
ଅନୁଗୁଳ (ଅଜିତ୍ କୁମାର ଭୋଇ) : ଜିନ୍ଦଲ ନଗର ପରିସରରେ ଥିବା ଦେବ ଭୂମି ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ସଂପନ୍ନ ହୋଇଯାଇଛି । ଏହି ଅବସରରେ ମନ୍ଦିରର ଆଦ୍ୟ ସେବକ ତଥା କୁରୁକ୍ଷେତ୍ରର ସାଂସଦ ଓ…
ରାଜସ୍ଥାନ ଲୋକସେବା ଆୟୋଗର ଅଧ୍ୟକ୍ଷ ନିଯୁକ୍ତ ହେଲେ ଅନୁଗୋଳର ଉତ୍କଳ ରଞ୍ଜନ ସାହୁ।
ଅନୁଗୋଳ (ଅଜିତ୍ କୁମାର ଭୋଇ) : ଅନୁଗୋଳ ମାଟି ପାଇଁ ଗୌରବର ବିଷୟ।ରାଜସ୍ଥାନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଉତ୍କଳ ରଞ୍ଜନ ସାହୁ ଅନୁଗୋଳ ଜିଲ୍ଲା କୋଶଳା ଗାଁର ପୁଅ ଉତ୍କଳ ରଞ୍ଜନ ସାହୁଙ୍କୁ ରାଜସ୍ଥାନ ଲୋକସେବା ଆୟୋଗ (ଆରପିଏସସି)ର ନୂତନ ଅଧ୍ୟକ୍ଷ…
