ସିଟିଜି ଫାଉଣ୍ଡେସନ’ର ବାର୍ଷିକୋତ୍ସବସମୟଶ୍ରୀଙ୍କୁ ସିଟିଜି ପ୍ରତିଭା ଓ ଶୁଭମଙ୍କୁ ସିଟିଜି ରତ୍ନ ସମ୍ମାନ

କେନ୍ଦୁଝର(ସୀତାରାମ ଦୀକ୍ଷିତ) : କେନ୍ଦୁଝର ଭଳି ଆଦିବାସୀ ଅଧ୍ଯୁଷିତ ପଛୁଆ ଜିଲାରେ ଶିକ୍ଷାକ୍ଷେତ୍ରରେ ରେ ସିଟିଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। କେନ୍ଦୁଝର ସହର ଉପକଣ୍ଠ ନଇଗାଁସ୍ଥିତ ଶିକ୍ଷା ନିକେତନ ଠାରେ ଗୁରୁବାର ଘରୋଇ ଶିକ୍ଷାନୁଷ୍ଠାନ ସିଟିଜି ଫାଉଣ୍ଡେସନ’ର ୨୪ତମ ବାର୍ଷିକୋତ୍ସବରେ…

ଡିଏନ ହାଇସ୍କୁଲ ୧୯୭୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝରଗଡର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ୧୯୭୧ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଏବଂ ସେମାନଙ୍କ ପରିବାରକୁ ନେଇ ଏକ ବନ୍ଧୁ ମିଳନ ସ୍ଥାନୀୟ ଅଶୋକ ବାଟିକା ପରିସରରେ ଅନୁଷ୍ଠିତ ହୋଇଯାଇଛି…

ପ୍ରେମିକା ପାଇଁ ପ୍ରେମିକର ବୈତରଣୀ ନଦୀ ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର(ଦଶରଥ ବାରିକ): କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ନଦୀ ପୋଲ ଉପରୁ ଜଣେ କଲେଜ ଛାତ୍ର ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।କଲେଜ ଛାତ୍ର ଜଣଙ୍କ ହେଲେ ପାଟଣା ଥାନା ରାରିଡିହା ପଞ୍ଚାୟତ ଅନ୍ତର୍ଗତ ଶିଆଳି ଯୋଡ଼ା ଗ୍ରାମର ଦୁଷ୍ମନ୍ତ କୁମାର ମାହାନ୍ତ…

ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ

କେନ୍ଦୁଝର (ଶାନ୍ତନୁ କୁମାର କର୍ଣ୍ଣ) : ଚମ୍ପୁଆ ଉପଖଣ୍ଡରେ ରହିଥିବା ଉପଖଣ୍ଡ ଚିକିତ୍ସାଳୟରେ ଆଜି ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ଓ ଚିକିତ୍ସାଳୟର ମିଳିତ ଉଦ୍ୟମରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସାଳୟ ପରିସରରେ ରହିଥିବା ମଇଳା, ଆବର୍ଜନା, ଲଟା…

ସାଂସଦଙ୍କ ହସ୍ତକ୍ଷେପ ପରେ ଦୂର ହେବ ଜିଲ୍ଲାର ବିଦ୍ୟୁତ ସମସ୍ୟା

କେନ୍ଦୁଝର(ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲାରେ ବାରମ୍ବାର ବିଦ୍ୟୁତ କାଟ ଅଭିଯୋଗ ହେବାପରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଉପମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଜିଲାରେ ଥିବା ବିଦ୍ୟୁତ ସମାସ୍ୟା ଉପରେ ଆଲୋଚନା କରିବା ସହ ଲିଖିତ ଭାବେ ଜଣାଇ…

ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଲେ ସଂଜୀବ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ମାଟିର ପୁଅ ତଥା ସଫଳତାପୂର୍ବକ କେନ୍ଦୁଝର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦୀର୍ଘ ବର୍ଷ ଦାୟିତ୍ୱ ସମ୍ପନ୍ନ କରିଥିବା ସଂଜୀବ କୁମାର ବାରିକ ଓଡ଼ିଶା ସୂଚନା ସେବା କ୍ୟାଡରରେ ଯୁଗ୍ମ ନିର୍ଦ୍ଦେଶକ…

ମାନସୀ ରେସିଡେନ୍ସିଆଲ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟସ୍ଥ ଗୁମୁରା ମାନସୀ ରେସିଡେନ୍ସିଆଲ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେସିଡେନ୍ସିଆଲ ସ୍କୁଲର ଚେୟାରମ୍ୟାନ ଶ୍ରୀଯୁକ୍ତ ରବିନାରାୟଣ ମହାନ୍ତ ମହୋଦୟ…

ବାଘଛାଲ ଜବତ, ଦୁଇ ଗିରଫ

କେନ୍ଦୁଝର/ପାଟଣା (ଦଶରଥ ବାରିକ) : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରୁ ପାଟଣା ପୁଲିସ ଓ ବନ ବିଭାଗର ମିଳିତ ଚଢାଉ ସମୟରେ ଓସ୍ତଯୋଡି ଗ୍ରାମରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ କରାଯାଇଛି। ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା…

କେନ୍ଦୁଝର ଅଡିଟୋରିୟମ୍‌ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଯକ୍ଷ୍ମା ଦୂରୀକରଣ ନିମନ୍ତେ ଏକ ସାମଗ୍ରିକ ସହଯୋଗର ଆବଶ୍ୟକ‌ତା ରହିଛି । ଦେଶର ସମସ୍ତ କ୍ଷେତ୍ରରେ ଏହା ଏକ ଜନ ଆନ୍ଦୋଳନର ରୂପ ନେବା ସହିତ ଦେଶକୁ ଟିବି ମୁକ୍ତ କରିବାର ଲକ୍ଷ୍ୟ ପଥରେ ସମସ୍ତେ…

କେନ୍ଦୁଝର ଗୁରୁଦ୍ୱାରାରେ ପାଳିତ ହେଲା ବୀର୍ ବାଲ୍ ଦିବସ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଗୁରୁଦ୍ୱାରା ରେ ପାଳିତ ହୋଇଯାଇଛି ବୀର୍ ବାଲ୍ ଦିବସ । ଏହି କାର୍ଯ୍ୟକ୍ରମ ରେ ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଖ୍ ୧୦ମ ଗୁରୁ ଗୋବିନ୍ଦ ସିଂଙ୍କର ଛୋଟଛୁଆ ମାନେ…

error: Content is protected !!