ଖଲିକୋଟ ହତ୍ୟା ଘଟଣାର ତଦନ୍ତ କରିବ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସଆଇଟି ।

ଭୁବନେଶ୍ୱର :ଗଞ୍ଜାମ ଖଲିକୋଟ ହତ୍ୟା ଘଟଣାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଏସଆଇଟି ତଦନ୍ତ ଆଦେଶ ଦେଇଛନ୍ତି । ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ବୋଲି ଜଣାପଡିଛି।…

ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର :ଭାରତ ସ୍କାଉଟ ଗାଇଡ୍, ଓଡିଶା ତରଫରୁ ତା ୧୪ ରିଖରେ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୩-୨୪ ବର୍ଷର ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ,…

ଗଞ୍ଜାମ ଖଲ୍ଲିକୋଟରେ ନିର୍ବାଚନ ହିଂସାରେ ତାତିଲେ ଲୋକେ । ଥାନା ଘେରାଉ କରିଛନ୍ତି ଲୋକେ ।

ଭୁବନେଶ୍ୱର :ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ରାଜନୀତି ହିଂସା ହୋଇଥିବା ଖବର ମିଳିଛି l ମିଳିଥିବା ଖବର ଅନୁଯାଇ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ…

ଏଟିଏମ ଲୁଟେରା ଗିରଫ

ଭୁବନେଶ୍ୱର :ଜଣେ ଏଟିମ ଲଟେରା କୁ ଲୋକମାନେ ଧରି ପୋଲିସ ଜିମା ଦେଇଥିବା ଖବର ଆମ ହସ୍ତଗ ହୋଇଛି l ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଲୁଗାଁ ଏସ ବି ଆଇ ଏଟିଏମ ରୁ ଦୁଇ ଜଣ ମହିଳା…

ବିଜେପି ର ଶକ୍ତି କେନ୍ଦ୍ର ବୈଠକ ଅନୁଷ୍ଠିତ 

ଭୁବନେଶ୍ୱର :ଆଜି ଚ଼ାନ୍ଦପୁର ଠାରେ ପୁରୀ ଲୋକସଭା କ୍ଷେତ୍ରର ନୟାଗଡ଼, ରଣପୁର ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଶକ୍ତିକେନ୍ଦ୍ର ବୈଠକରେ ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇ…

ମୋ ବୁଥ୍ ଆପ୍’ ଉନ୍ମୋଚିତ

ଭୁବନେଶ୍ୱର :ଆଜି ସିଓ ନିକୁଞ୍ଜ ବିହାରୀ ମୋ ବୁଥ୍ ଆପ୍’ ଉନ୍ମୋଚନ କରିଛନ୍ତି । ପ୍ରକାଶ ଯେ ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚନ ହୋଇଛି । ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ…

ଓସିଏ ପକ୍ଷରୁ ପୁରୀଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ

ପୁରୀ :ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ପୁରୀ କ୍ରୀଡା ସଂସଦ ଦ୍ୱାରା ପରିଚାଳିତ ପ୍ରଥମ ପୁରୀ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ମେ ୧ 2024 ଠାରୁ ଆରମ୍ଭ ହୋଇ ମେ ୧୪ରେ ଉଦଯାପିତ ହୋଇଅଛି l ଏହି…

ଗାଡି ଯାଞ୍ଚ ବେଳେ ୫ କୋଟି ଜବତ କଲା ଆୟକର ବିଭାଗ

ଭୁବନେଶ୍ୱର : ଗାଡି ଯାଞ୍ଚ ବେଳେ ଆୟକର ବିଭାଗକୁ ଗାଡିରୁ ୫ କୋଟି ଟଙ୍କା ମିଳିଥିବା ଖବର ମିଳିଛି l ଖବର ଅନୁଯାଇ ସୂର୍ଯ୍ୟାନଗର ଆୟକବିଭାଗ ଗାଡି ଯାଞ୍ଚ କରୁଥିବା ବେଳେ ଏକ ଗାଡିରୁ ୫ କୋଟି ଟଙ୍କା ଜବତ ହୋଇଛି…

ଅପରାହ୍ନ ପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ ଖବର

ସୂଚନାନୁଯାଇ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା…

ତ୍ରୁଟି ମିଳିଲେ ଅଧ ଘଣ୍ଟାରେ ଅତିରିକ୍ତ ଇଭିଏମ୍ ର ବ୍ଯବସ୍ଥା ହେବ – ନିର୍ବାଚନ କମିଶନ

ଭୁବନେଶ୍ୱର :ଆଜି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି। ସଂପୂର୍ଣ୍ଣ ଉତ୍ସାହ ମଧ୍ୟରେ ଭୋଟ ଦେଉଛି ଓଡ଼ିଶା ବୋଲି…

error: Content is protected !!