ସକ୍ରିୟ ରାଜନୀତିରୁ ସନ୍ୟାସ ଗ୍ରହଣ କଲେ ଭିକେ ପାଣ୍ଡିଆନ.

ଭୁବନେଶ୍ୱର ଦୀର୍ଘ ୨୪ ବର୍ଷର ରାଜୁତି ଗୋଟେ ଝଟକାରେ ସରିଗଲା।ତେବେ କେବଳ ଏତିକିରେ ସରିନି ବିଜେଡିର ଖରାପସମୟ । ରବିବାର ହଠାତ୍ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ୨ୟ କ୍ଷମତା କେନ୍ଦ୍ର ଭିକେ ପାଣ୍ଡିଆନ ।ପୂର୍ବରୁ ଆଇଏଏସ ଚାକିରୀ ଛାଡିଲେ,ଏବେ ରାଜନୀତି ଛାଡିଲେ…

ରାସ୍ତା ମଝିରେ ଜଳିଗଲା ୧୦୮ ଆମ୍ବୁଲାନ୍ସ

ଭଦ୍ରକ:ଦୁର୍ଘଟଣା ସ୍ଥଳକୁ ଆହତଙ୍କୁ ଚିକିତ୍ସାପାଇଁ ଯାଇଥିଲା ଆମ୍ବୁଲାନ୍ସ। ରାସ୍ତା ମଝିରେ ଜଳିଗଲା ୧୦୮। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରେ ଘଟିଛି ଏହି ଅଘଟଣ।ସୂଚନା ଅନୁଯାୟୀ ଆଜି ଅପରାହ୍‌ଣରେ ନରସିଂହପୁର ପଞ୍ଚାୟତର କାଳିଦାସପୁର ଗ୍ରାମର ଉପେନ୍ଦ୍ର କୁମାର ସାହୁଙ୍କ…

ପାଣ୍ଡିଆନ ପାଇଁ ଘୁଞ୍ଚାଯାଉ ଥିଲା ମହାପ୍ରଭୁ ଙ୍କ ନୀତିକାନ୍ତି

ପୁରୀ :ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। ଅତ୍ୟଧିକ ଦୁର୍ନୀତି ର ଅଭିଯୋଗ ମଧ୍ୟ ଆସିଛି। ଏ ସବୁ ମଧ୍ୟରେ ଜଣେ ଅଣଓଡ଼ିଆ ଅଫିସରର ମନମୁଖୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ଙ୍କ ବାହୁ ଛାୟାରେ ରହି…

ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର :କେନାଲ ରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇ ଥିବା ଖବର ଆମ ହସ୍ତଗ ହୋଇଛି l ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କେନାଲରୁ ଖସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଜାତୀୟ ହାମର ବଲ୍ ଚାମ୍ପିଅନସିପ, ପୁରୀ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଜାତୀୟ ହାମର ବଲ୍ ପୁରୁଷ ଏବଂ ମହିଳା ଚାମ୍ପିଅନସିପ କ୍ରିଡ଼ା ଉତ୍ସବ । ଆସନ୍ତା ୯ ଜୁନ ଠାରୁ ଆରମ୍ଭ ହେବାକୁ ଥିବା ଏହି…

ହଠାତ ଲମ୍ବା ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ

ଭିକେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନକୁ ନେଇ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ଝିଅର ଦଶମ ଶ୍ରେଣୀ ପରୀକ୍ଷା ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ ୬ ମାସ ପାଇଁ…

ଇଭିଏମ ଭଙ୍ଗା ଘଟଣାରେ ଗିରଫ ପ୍ରଶାନ୍ତ ଜଗଦେବଙ୍କୁ ୩ଦିନ ପାଇଁ ଜାମିନ ମିଳିଲା

ସୂଚନାଯୋଗ୍ୟ ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗତ ୨୫ ତାରିଖ ବୋଲଗଡ଼ର ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପରେ ପୋଲିସ ତାଙ୍କୁ ଗିରଫକରି ଅଦାଲତ…

ଅର୍ପଣ ରଥ ଚାଉଳରେ ପ୍ରସ୍ତୁତ ଖେଚୁଡ଼ି,କନିକା ବିତରଣ ବନ୍ଦ

ପରିକ୍ରମା ପ୍ରକଳ୍ପ ପାଇଁ ଗାଁ ଗାଁ ବୁଲି ଆଦାୟ କରାଯାଇଥିଲା ଅର୍ପଣ ଚାଉଳ। ପ୍ରାୟ ୧୩ହଜାର କ୍ବିଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିଲା। ଯାହା ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଗଚ୍ଛିତ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକ୍ରମେ ମହାପ୍ରଭୁଙ୍କ…

୨୪ ବର୍ଷର ନଂ୧ ମୁଖ୍ୟମନ୍ତ୍ରୀଙ୍କୁ ପରାଜିତ କରିଛନ୍ତି ଲକ୍ଷ୍ମଣ ବାଗ

୨୦୨୪ ନିର୍ବାଚନର ଅନ୍ୟତମ ଚର୍ଚ୍ଚିତ ଆସନ ଥିଲା କଣ୍ଟାବାଞ୍ଜି। କାରଣ ସେଠାରୁ ପ୍ରାର୍ଥୀ ହୋଇଥିଲେ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଫଳାଫଳ ଚକିତ କରିଦେଲା ସମସ୍ତଙ୍କୁ। ନବୀନ ଓ ପାଣ୍ଡିଆନ ସ୍ୱପ୍ନରେ ବି ଭାବି ନଥିବେ ଯେ ସେଠାରୁ ପରାସ୍ତ…

ଖୋଲିବ ଶ୍ରୀ ମନ୍ଦିରର ଚାରି ଦ୍ୱାର

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟରେ ବିଜେପି ସରକାର ଗଢ଼ିଲା ପରେ ଭକ୍ତମାନେ ସିଂହଦ୍ବାର ସମେତ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ।ବର୍ତ୍ତମାନ ପରିପ୍ରେକ୍ଷୀରେ ସିଂହଦ୍ୱାର ପଟେ ପ୍ରବେଶ ପାଇଁ ଅନୁମତି ଥିବାରୁ ଭକ୍ତ…

error: Content is protected !!