ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ ଓ ରାଈଦାମୋଦର ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆସନ୍ତା ୧୭ ତାରିଖଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ପୁଣ୍ୟ ମାସ କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଲଗାଇଛନ୍ତି ଭକ୍ତ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ସେପଟେ…

ଶ୍ରୀ ମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ ଘିଅ – ଆଇନ ମନ୍ତ୍ରୀ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ): ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ନେଇ ସ୍ଥିର ହୋଇଥିବା ବେଳେ ଏଥିରେ ସହଯୋଗ ପ୍ରଦାନ ପାଇଁ ଓମଫେଡ କମ୍ପାନୀକୁ ଶ୍ରୀମମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିରରେ…

ବ୍ରହ୍ମଗିର ଅଞ୍ଚଳରେ ୬ମାସର ଶିଶୁକୁ ବୀଭତ୍ସ ଭାବେ ହତ୍ୟା

ପୁରୀ :(ସମୀର ରଞ୍ଜନ ନାୟକ) ୬ମାସର ଶିଶୁକୁ ବୀଭତ୍ସ ଭାବେ ହତ୍ୟାହୋଇଥିବା ଖବର ଆମ ହସ୍ତଗ ହୋଇଛି l ମିଳିଥିବା ଖବର ଅନୁଯାଇ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁର ଜଣେ ବ୍ୟକ୍ତି ୬ ମାସର ନିଷ୍ପାପ ଶିଶୁକୁ ଅତ୍ୟନ୍ତ…

ଉପମୁଖ୍ଯମନ୍ତ୍ରୀଙ୍କ ଦ୍ୱାରା ବୁଦ୍ଧରାଜ ପର୍ବତ ବୃକ୍ଷରୋପଣ ଅନିୟମିତତାର ଯାଞ୍ଚ

ବଲାଙ୍ଗୀର : ଉପମୁଖ୍ଯମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ବୁଧରାଜା ପାହାଡ଼ର ଶୀର୍ଷକୁ ପଦଯାତ୍ରା କରିଥିଲେ ଏବଂ ଅନିୟମିତତା ଅଭିଯୋଗ ପାଇବା ପରେ ବୃକ୍ଷରୋପଣ କାର୍ଯ୍ଯକଳାପର ଏକ ଅନ୍-ଦ-ସ୍ପଟ୍ ଯାଞ୍ଚ କରିଥିଲେ। ସିଂହ ଦେଓଙ୍କ ଷ୍ଟକ୍ ନେବା ଦ୍ୱାରା ବୃକ୍ଷରୋପଣରେ ଅନିୟମିତତା…

ଶ୍ରୀ ମନ୍ଦିରରେ ମାଗଣା ଅଭଡା ପ୍ରଦାନ ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର

ପୁରୀ: ଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତମାନଙ୍କ ପାଇଁ ଯାହା ଏକ ଆଶୀର୍ବାଦ ହୋଇପାରେ, ରାଜ୍ଯ ସରକାର ମାଗଣାରେ ଅଭଡା ପ୍ରଦାନ କରିବାକୁ ଯୋଜନା କରୁଛନ୍ତି, ବିଶେଷ କରି ଯେଉଁମାନେ ଗରିବ ଏବଂ ମନ୍ଦିରରେ ମହାପ୍ରସାଦର ଖର୍ଚ୍ଚ ବହନ…

ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣମୀ ଅବସରରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ସହରର ବଡଦାଣ୍ଡ , ହାଇସ୍କୁଲ ଛକ ଓ ବ୍ଲକ କଲୋନୀ ସମେତ ଜଗତ…

ଜନ କଲ୍ୟାଣ ସେବା ଟ୍ରଷ୍ଟର ୧୯ ତମ ପ୍ରତିଷ୍ଠାତା ଦିବସ ପାଇଁ ମା ସମଲେଶ୍ବରୀଙ୍କୁ ନିମନ୍ତ୍ରଣ

ବରଗଡ଼ :ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ୧୯ ତମ ପ୍ରତିଷ୍ଠାତା ଦିବସ ଓ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ପାଇଁ ଆଜି ବରଗଡ଼ ସ୍ଥିତ ତଲିପଡା ସମଲେଶ୍ଵରୀ ମନ୍ଦିର ଠାରେ ଅନୁଷ୍ଠାନ ତରଫରୁ ପୂଜାର୍ଚ୍ଚନା…

କଲରାପତରିଆ ବାଘର ମୃତଦେହ ଉଦ୍ଧାର

ବରଗଡ଼(ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରୁ ମଙ୍ଗଳବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘର ମୃତଦେହକୁ ବନବିଭାଗ ଜବତ କରିଛି। ମୃତଦେହକୁ ଭଟଲି ରେଞ୍ଜ ଅଫିସରେ ରଖାଯାଇଛି। ବୁଧବାର…

୨ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ,୧୨ ଜୁଆଡି ଗିରଫ

ବୁଗୁଡା (ରିପୋର୍ଟ – ସୋରେନ କୁମାର ପ୍ରଧାନ) : ବୁଗୁଡ଼ା ଥାନା ଅନ୍ତର୍ଗତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ପରମ୍ପରା ନାଁରେ ତାସଖେଳ ଏବଂ ଜୁଆଖେଳର ଆସର ଜମିଥିବା ବେଳେ ପୋଲିସ୍ ପକ୍ଷରୁ ୨ଟି ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇ…

ବୁଗୁଡ଼ାରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳରେ ଚଳିତ ବର୍ଷ ମହାସପ୍ତମୀରୁ ପୂଜା ପାଇଆସୁଥିବା ମା ଦୁର୍ଗାଦେବୀଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ସହରାଞ୍ଚଳର ବସଷ୍ଟାଣ୍ଡ ଓ ମଦନ ମୋହନ ଛକଠାରେ ଆୟୋଜିତ ଦୁର୍ଗା ମେଢର…

error: Content is protected !!