କେନ୍ଦୁଝର ଝୁମ୍ପୁରା ଠାରେ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ – ମୁଖ୍ୟମନ୍ତ୍ରୀକେନ୍ଦୁଝରମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୂରା ଠାରେ ଏକ ନବ ନିର୍ମିତ ସେତୁ ର…

ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଘଟୁଛି ଦୁର୍ଘଟଣା।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି। ଦୁର୍ଘଟଣାକୁ ରୋକିବା ପାଇଁ ଅନେକ ସ୍ଥାନରେ ସାଇନ୍ ବୋର୍ଡ ଓ ଦର୍ପଣ ଲାଗିନାହିଁ। ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ସହରରେ ଲାଗିଥିବା ସତ୍ତ୍ୱେ, ଦୁର୍ଘଟଣାକୁ ରୋକା…

କୁର୍ମି କ୍ଷତ୍ରିୟ କୁଳ ସମାଜର ବାର୍ଷିକ ସମ୍ମିଳନୀ ଓ ବନ୍ଧୁ ମିଳନ।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲା ଝଞ୍ଜାବତୀ ନଦୀ କୂଳ ହାଲୁଆ ନିକଟ ଆମ୍ବତୋଟା ପରିସରରେ କୁର୍ମୀ କ୍ଷତ୍ରିୟ କୁଳ ସମାଜର ବାର୍ଷିକ ସମ୍ମିଳନୀ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ 50ରୁ ଉର୍ଦ୍ଧ ପରିବାରରୁ ପ୍ରାୟ…

ନିଆରା ପର୍ବ ଟୋକିମରା ଆଦିବାସୀଙ୍କ ଟୋକିମରା ପର୍ବ।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିସି ପଂଚାୟତ ବାହାର ପଦ ମାଝୀ ଗ୍ରାମ, ସିନ୍ଦୂର ଘାଟି ପଂଚାୟତର ଗଜପଦର ଗ୍ରାମ, ତଳଝିରି ପଂଚାୟତର ସିପିଯୋଡ଼ି, ଏବଂ ମୁନୁସ ଗ୍ରାମ ପଂଚାୟତର ତୁଜେର ଗ୍ରାମ, ଚଳିତ ବର୍ଷ…

୩ ଦିନିଆଁ କେନ୍ଦୁଝର ଜିଲ୍ଲା ଗସ୍ତ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି

କେନ୍ଦୁଝର (ଦଶରଥ ବାରିକ): ୩ ଦିନିଆ କେନ୍ଦୁଝର ଗସ୍ତରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିବାର ଥିବା ବେଳେ ଆଜି ସୁପର କିଙ୍ଗ ଏୟାର ସି ୯୦ ଇ ଜେ ଜେଡ ଏୟାରକ୍ରାଫ୍ଟ ଯୋଗେ ୮.୫୫ ରେ ଭୁବନେଶ୍ୱର ସ୍ଥିତ ବିଜୁ…

ବାହୁଡ଼ି ଗଲେ ବିଶିଷ୍ଟ ସାରସ୍ଵତ ସାଧକ ସଂଗଠକ ଦିବାକର ସାହୁ।

କେନ୍ଦୁଝର (ଦଶରଥ ବାରିକ): କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମିଳନୀ ସାହିତ୍ୟ ସଂସଦର ଅନେକ ବର୍ଷ ସଭାପତି ରହି ସାହିତ୍ୟ ଚର୍ଚ୍ଚା କରି ଅନେକ ସାହିତ୍ୟିକ କବି ଗବେଷକ ବାହାର କରିଥିବା ସାହିତ୍ୟ କବି ପ୍ରାଣ ଦିବାକର ସାହୁଙ୍କ ଆଜି…

ରାମନାଗୁଡା ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାୟଗଡ (ଗୋପୀନାଥ ଗୌଡ଼) ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାମନାଗୁଡା ସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଜିଲ୍ଲାପାଳ ପାରୁଲ ପଟାୱରୀଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ…

ପରିବହନ ମନ୍ତ୍ରୀଙ୍କୁ ବିଜେପି ନଗର କାର୍ଯ୍ୟକର୍ତ୍ତା ଓ ବସ୍ ମାଲିକ ସଂଘ ପକ୍ଷରୁ ସମ୍ୱର୍ଦ୍ଧନା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବାଣିଜ୍ୟ,ପରିବହନ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଖଣ୍ଡାପଡ଼ା ଯିବା ବାଟରେ ବୁଗୁଡ଼ା ଠାରେ ଆଜି ଅପରାହ୍ନ ସାଢେ଼ ଚାରିଟା ସମୟରେ ବିଜେପି ବୁଗୁଡ଼ା ନଗର କାର୍ଯ୍ୟକର୍ତ୍ତା ଓ ବୁଗୁଡ଼ା ବଳଦେବ ସ୍ବାମୀ ବସ୍…

ମାଣିତରା ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ର ସ୍ବେଛାସେବୀ ମାନଙ୍କୁ ନେଇ ଜାତୀୟ ଯୁବ ଦିବସ…

ସର୍ବଭାରତୀୟ ସ୍ତରରେ ପଦକ ଜିତିଲେ ଦାମୋଦର ପାଣିଗ୍ରାହୀ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ +୩ ଦ୍ବିତୀୟ ବର୍ଷ ଛାତ୍ର ଦାମୋଦର ପାଣିଗ୍ରାହୀ, ଉତ୍ତର ପୂର୍ବ ଜୋନର ବିଶ୍ବବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ସର୍ବଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ…

error: Content is protected !!