ବିଧାନସଭାରେ ଲକ୍ଷ୍ମଣ ବାଗଙ୍କୁ ନବୀନ କହିଲେ ଓଃ ୟୁ ଡିଫିଟେଡ୍ ମି..

ଭୁବନେଶ୍ୱର : ନବନିର୍ବାଚିତ ବିଧାୟକଙ୍କର ଆଜିଥିଲା ପ୍ରଥମ ଦିନ। ବିଧାୟକଙ୍କୁ ଶପଥ ଗ୍ରହଣ କରାଇଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଏବେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଛି ।…

ଆଜି ଦେବୀ ରୁକ୍ମିଣୀଙ୍କ ସହିତ ବିବାହ କରିବେ କାଳିଆ ସାଆନ୍ତେ

ପୁରୀ :ଶ୍ରୀକ୍ଷେତ୍ର ଆଜି ରୁକ୍ମିଣୀ ଏକାଦଶୀରେ ପାଇଁ ଚଳାଚଞ୍ଚଳ। ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହୁଏ । ଯାହାକୁ ରୁକ୍ମିଣୀ ହରଣ ଏକାଦଶୀ…

ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ, ସ୍ଥିତି ଉତ୍ତେଜନାପୂର୍ଣ୍ଣ

ବାଲେଶ୍ୱର :ବାଲେଶ୍ବର ସହର ସୁନହଟ ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ୟରେ ବ୍ୟାପକ ଗଣ୍ଡଗୋଳ ହୋଇଛି। ଢେଲାପଥର, ଲାଠି ଓ କାଚ ବୋତଲ ମାଡ଼ରେ ୫ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇଛନ୍ତି। ଘଟଣାସ୍ଥଳରେ ଅନେକ ଗାଡ଼ି ସହ ଲୋକଙ୍କ ଘର…

ସନ୍ଥ ତୁଳସୀ ଦାସଙ୍କ ମହିମା ପ୍ରଚାର ପାଇଁ ଉଦ୍ୟମ , ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା

ପୁରୀ: ଗୋବିନ୍ଦ ଗୋଧାମ ଗୋଶାଳା ତଥା ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସନ୍ଥ ତୁଳସୀ ଦାସଙ୍କ ସମ୍ପର୍କରେ ଆଲୋଚନା କରିବା ସହ ଚିତ୍ରକୂଟ ତୁଳସୀ ପିଠାଧୀଶ୍ୱର…

ସ୍ନାନ ପୁର୍ଣିମା ଓ ରଥଯାତ୍ରା ସମୀକ୍ଷା ବୈଠକ

ପୁରୀ :ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଇଛି । ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ, ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ଶଚିବ, ଡିଜିପି, ବରିଷ୍ଠ ଅଧିକାରୀ ଉପସ୍ଥିତଥିଲେ । ମହାପ୍ରଭୁଙ୍କ…

ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ୨ ଦିନ

ପୁରୀ :ପ୍ରତିବର୍ଷ ୧୫ ଦିନ ଅଣସରରେ ରହିଥାନ୍ତି ମହାପ୍ରଭୁ କିନ୍ତୁ ଚଳିତ ବର୍ଷ ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ । ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ ପଡୁଛି ଅଣସର ନୀତି ।ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ…

ରାଜ୍ୟ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଲା କେଉଁ ବିଭାଗ

ଭୁବନେଶ୍ୱର:ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ମନ୍ତ୍ରୀ ମାନଙ୍କ ବିଭାଗ ବଣ୍ଟନ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ରଘୁବର ଦାସ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ।ଶପଥ ନେବାର ୪ ଦିନ ପରେ ରାଜ୍ୟରେ…

ଛତିଶାନିଯୋଗ ବୈଠକରେ ନିର୍ଧାରିତ ହେଲା ସ୍ନାନପୁର୍ଣିମା ନୀତିକାନ୍ତି

ପୁରୀ :ଆସନ୍ତା ଜୁନ ୨୨ରେ ଅନୁଷ୍ଠିତ ହେବ ଦେବସ୍ନାନପୂଣ୍ଣିର୍ମା । ସ୍ନାନ୍ନ ପୂର୍ଣ୍ଣିମା ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ହୋଇଛି ଆଲୋଚନା। ଶୁକ୍ରବାର ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନୀତିକାନ୍ତି ଉପରେ ମୋହର ଲାଗିଛି…

ଇଭିଏମ ପୁନଃ ଯାଞ୍ଚ ପାଇଁ ଆବେଦନ କଲେ ଝାରସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଭୁବନେଶ୍ୱର :ସରକାର ବଦଳିବା ସହିତ କ୍ଷମତା ହସ୍ତାନ୍ତର ହୋଇସାରିଛି କିନ୍ତୁ ସରିନି ବିବାଦ। ଏବେ ମଧ୍ୟ ନିର୍ବାଚନକୁ ନେଇ ବିବାଦ ଚାଲିଛି। ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୩୩୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଛନ୍ତି। ଇତିମଧ୍ୟରେ ଦୀପାଳି…

ଚିଲିକା ମଝିରେ କୋଡିଏ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ଡ଼ଙ୍ଗା ଅଟକିଲା

ପୁରୀ :ଚିଲିକା ମଝିରେ ଡ଼ଙ୍ଗା ବୁଢ଼ୀବା ହେଉ କିମ୍ବା ଡ଼ଙ୍ଗା ଅଟକି ବା ବାରମ୍ବାର ଏହି ଦୃଶ୍ୟ ଦେଖିବାକୁ ମିଳୁଛି l ପୁଣି ଏକ ଘଟଣା ସାମ୍ନାକୁ ଆସିଛି l ମିଳିଥିବା ସୂଚନା ମୁତାବକ l ଚିଲିକା ମଝିରେ ପୁଣି ଅଟକିଲା…

error: Content is protected !!