ଓଡ଼ିଶା ବିଧାନସଭା ଫଳାଫଳରେ ଏକ ବଡ଼ ଧରଣର ପରିବର୍ତ୍ତନର ସୂଚନା ଅନୁମାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣତିରେ ଅଧିକ ସ୍ଥାନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। କଣ୍ଟାବାଂଜି ବିଧାନସଭା ଆସନରେ ପଛରେ ପଡ଼ି ଯାଇଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ…
Category: ରାଜ୍ୟ
ପୁରୀରେ ସମ୍ବିତ ପାତ୍ର ଆଗରେ,ଅରୂପ ପଛରେ ପଡିଲେ
ଆଜି ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ…
ଷୋଡ଼ଶ ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ
ରାଜ୍ୟର ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ପାଇଁ ଆଜିଭୋଟ୍ ଗଣତି ହେବ । ଏଥିପାଇଁ ପୃଥକ୍ ଭାବେ ୧୬୮ଟି କେନ୍ଦ୍ରରେ ଭୋଟ୍ ଗଣତି କରାଯିବ । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଶେଷ ହେବା ପରେ ବିଭିନ୍ନ…
ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ
ପୂର୍ବରୁ ଅନେକଥର ଶ୍ରୀମନ୍ଦିର ମଧ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଓ ସୁରକ୍ଷା ଜନିତ ଅଘଟଣ ଘଟିଛି। କେବେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ରେ ଫୋଟୋ। କେବେ ଶ୍ରୀମନ୍ଦିର ଉପରେ ଦ୍ରୋନ। କିନ୍ତୁ ପ୍ରଶାସନର ଚେତା ପଶୁନି ।ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ।…
ଏକଜିଟ୍ ପୋଲ୍ ପୂର୍ବାନୁମାନରେ ଓଡ଼ିଶାରେ ହୋଇପାରେ ଓଲଟ ପାଲଟ
ବ୍ୟାପକ ହିଂସା ଓ ରାଜନୀତି ମଧ୍ୟରେ ସମାପ୍ତ ହୋଇଛି ଚଳିତ ନିର୍ବାଚନ। ଓଡିଶାରେ ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ । ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ରୁ ୬ ଆସନ ମିଳିବା…
ରାଜଧାନୀରେ ସିରିଜ୍ ସଡ଼କ ଦୁର୍ଘଟଣା
ରାଜଧାନୀରେ ସିରିଜ ସଡ଼କ ଦୁର୍ଘଟଣା ହୋଇଥିବା ଖବର ଆମ ହସ୍ତଗତ ହୋଇଛି। ମିଳିଥିବା ଖବର ଅନୁଯାଇ ରାଜଧାନୀରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି। ସତସଙ୍ଗ ବିହାର ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଫଳରେ ୩ଟି କାର୍ ଭାଙ୍ଗି ଚୁରମାର ହୋଇଯାଇଛି। ପ୍ରଥମେ…
ରାୟଗଡାରେ ଜଳିଗଲା ୪ଟି ବସ୍
ରାୟଗଡା:୪ଟି ବସ୍ ନିଆଁ ଲାଗିଥିବା ଖବର ଆମ ହସ୍ତଗତ ହୋଇଛି।ମିଳିଥିବା ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ସଦର ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ବସ୍ଷ୍ଟାଣ୍ଡରେ । ଆଜି ଅପରାହ୍ଣରେ ଚାରୋଟି ଘରୋଇ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଛି। ସୂଚନା ପାଇ…
ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ
ପୁରୀ :ଚନ୍ଦନଯାତ୍ରାରେ ଆତସବାଜି ବିସ୍ଫୋରଣର କିଛିଦିନ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ । ଗୁଣ୍ଡିଚା ମନ୍ଦିରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମନ୍ଦିରର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପାର୍ଶ୍ଵରେ ରଖାଯାଇଥିବା ଫାଇବର ବ୍ୟାରିକେଡ଼ରେ ନିଆଁ…
