ଭୁବନେଶ୍ୱର:ଗତ କିଛିଦିନ ହେଲାଣି ରାଜ୍ୟରେ ବେଶ ଚର୍ଚ୍ଚିତ ନାଁ ହୋଇଯାଇଛି ଧାମନଗରର ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଇଞ୍ଜିନିୟରିଂରେ ଡିଗ୍ରୀ ଅର୍ଜନ କରିବା ପରେ ସେ ବିଦେଶରେ ଏକ କମ୍ପାନୀରେ କିଛି ମାସ କାମ କରିଥିଲେ। ପିତା ତଥା ପୂର୍ବତନ ବିଧାୟକ…
Category: ରାଜ୍ୟ
୫୩ ବର୍ଷ ପରେ ୧୩ ଦିନ ଅଣସର ନୀତିବିଳମ୍ବିତ ହେବ ସେନାପଟାଲାଗି, ପହଣ୍ଡି ଓ ରଥଟଣା
ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିର୍ଦ୍ଧ ରଥଯାତ୍ରା କୁ ନେଇ ସେବାୟତ ମତ ଦେଇଛନ୍ତି l ଖବର ମୁତାବକ l୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ିଛି। ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ…
ରାଜ୍ୟରେ ବଡ ଧରଣର ସିବିଆଇ ରେଡ,୬୭ଟିସ୍ଥାନରେ ସିବିଆଇ ରେଡ
ଭୁବନେଶ୍ୱର :ଓଡିଶାରେ ବଡ ଧରଣର ସିବିଆଇ ରେଡ କରାଯାଇଛି । ୬୭ଟିସ୍ଥାନରେ ସିବିଆଇ ରେଡ ହୋଇଥିବା ସୂଚନା ମିଳିଛି ମିଳିଥିବା ସୂଚନା ମୁତାବକ । ସାର୍ଟିଫିକେଟ ନେଇ ୬୩ ଜଣ ଆଶାୟୀ ଅଭିଯୋଗ କରିଥିଲେ ।ନୁଆପଡା ରାୟଗଡା କନ୍ଧମାଳ ନବରଙ୍ଗପୁର କେନ୍ଦୁଝର…
ସାମ୍ବାଦିକଙ୍କ ଲୋକସେବା ଭବନକୁ ପ୍ରବେଶ କଟକଣା ପ୍ରତ୍ୟାହାର କଲେ ନୂଆ ସରକାର
ଭୁବନେଶ୍ୱର : କୋଭିଡ୍-୧୯ ଆଳରେ ପୂର୍ବ ସରକାର ସାମ୍ବାଦିକଙ୍କ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲଗାଇଥିଲେ । ୨୦୨୦ ମାର୍ଚ୍ଚରୁ ଲୋକସେବା ଭବନକୁ ସାମ୍ୱାଦିକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଥିଲା। କିନ୍ତୁ ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ…
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ପୁରୀ :ଭକ୍ତଙ୍କ ପାଇଁ ଖୋଲିଲା ମହାପ୍ରଭୁଙ୍କ ଚାରିଦ୍ୱାର ମୁଖ୍ୟମନ୍ତ୍ରୀ ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ l ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ୪ ଦ୍ବାର…
ମନ୍ତ୍ରୀପରିଷଦର ପ୍ରଥମ ପ୍ରସ୍ତାବରେ ଶ୍ରୀମନ୍ଦିର ୪ଦ୍ୱାରା ଖୋଲିବା ପାଇଁ ନିଷ୍ପତି
ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସେଥିରେ ୧ମ ପ୍ରସ୍ତାବରେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।…
ଶପଥ ନେଲେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ
ଭୁବନେଶ୍ୱର :ସବୁ ଅପେକ୍ଷାର ଅନ୍ତ ଘଟାଇ ୨୪ ବର୍ଷ ପରେ ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ତାଙ୍କ ସହ ଶପଥ ନେଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ ନିମାପଡା ବିଧାୟକ ପ୍ରଭାତୀ ପରିଡ଼ା ଓ ପାଟଣାଗଡ ବିଧାୟକ କେଭି ସିଂହଦେଓ…
ନିମନ୍ତ୍ରଣ ରକ୍ଷା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର :ଭାବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ରକ୍ଷା କରିବେ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ । ଯାହାର ଭିଜୁଆଲ ମଧ୍ୟ ଦେଖିବାକୁ ମିଳିଛି। ନିଜର ସୋସିଆଲ୍ ମିଡିଆ ଏକାଉଣ୍ଟରେ ନବୀନ ପଟ୍ଟନାୟକ ଲେଖିଛନ୍ତି, ରାଜ୍ୟର…
ଓଡିଶା ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ରାଜଧାନୀରେ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ସେଥିପାଇଁ ଚଳଞ୍ଚଳ ହୋଇଛି ରାଜଧାନୀ ଭୁବନେଶ୍ୱର। ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବା ପାଇଁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଓ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ। ଆଜିର ଶପଥ ଗ୍ରହଣ…
ପାକିସ୍ତାନ ସପକ୍ଷବାଦୀ ନାରା ଉପରେ ସ୍ପଷ୍ଟୀକରଣ ଦେଲେ କଟକ ବିଧୟିକା
କଟକ: ଗତ ନିର୍ବାଚନରେ ସମ୍ପୂର୍ଣ ଓଡିଶାରେ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ଝଡ ଥିଲା। କିନ୍ତୁ ଓଡିଶାରେ ଭାଇଚାରର ସହର ଭାବେ ପରିଚିତ ଐତିହାସିକ ସହର କଟକବାସୀ ବାଛିଥିଲେ ଭିନ୍ନ ରାସ୍ତା। କଟକରୁ ଜିତିଥିଲେ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋଷ।…
