ଭବାନୀପାଟଣା : ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡ଼ି) କୁ ଏକ ବଡ଼ ଝଟକା ଲାଗିଛି। ଭବାନୀପାଟନା ପୌରପାଳିକାର ଅଧ୍ଯକ୍ଷ ସଂଜୁକ୍ତା ବେହରା ସୋମବାର ଦିନ କାଉନସିଲରମାନଙ୍କ ଦ୍ୱାରା ଆଗତ ଅବିଶ୍ୱାସ ପ୍ରସ୍ତାବରେ ହାରିଲେ। ସୂଚନା ଅନୁଯାୟୀ, ସମସ୍ତ କାଉନସିଲରମାନେ ଏକ…
Category: ରାଜ୍ୟ
ଓଡିଶାର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼
ଭୁବନେଶ୍ବର (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ଏଥିଲାଗି ରାଜ୍ୟର ଅଧିକାଂଶ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହେଉଛି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୋର ସମୟରୁ ରାଜ୍ୟର ବିଭିନ୍ନ ଶୈବ…
ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲକଲେ ମନ୍ମଥ ରାଉତରାୟ
ଖୋର୍ଦ୍ଧା: ଭୁବନେଶ୍ୱରରୁ ନିର୍ବାଚନ ରାଣାଙ୍ଗନରେ ଅବତୀର୍ଣ୍ଣ ବିଜେଡିର ସାଂସଦ ପ୍ରାର୍ଥୀ କ୍ୟାପ୍ଟେନ୍ ମନ୍ମଥ ରାଉତରାୟ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶଗଡ଼ ଗାଡ଼ିରେ ମନ୍ମଥଙ୍କ ଶୋଭାଯାତ୍ରା ସ୍ଥାନୀୟ ମୁକୁନ୍ଦପ୍ରସାଦ ଅସୁରଢ଼ିପଠାରୁ ତିନିଟି ବଳଦ ଯୋଚା ଯାଇଥିବା ଶଗଡ଼ଗାଡ଼ିରେ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରାରେ…
ପୁରୀର ଆଶାକର୍ମୀ ସୁକାନ୍ତି ଜେନାଙ୍କୁ ନୂଆଦିଲ୍ଲୀ ରେ ପ୍ୟାରେଡ ଦେଖିବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ
ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ) : ଚନ୍ଦନପୁର ଅନ୍ତର୍ଗତ ତଳଜଙ୍ଗ ଗ୍ରାମ ତଥା ଆୟୁଷ୍ମାନ ଅତୋଗ୍ୟ ମନ୍ଦିର, ପୁରୀ ସଦରର ଆଶାକର୍ମୀ ଶ୍ରୀମତୀ ସୁକାନ୍ତି ଜେନାଙ୍କୁ ବିଶେଷ ଅତିଥି ଭାବରେ ନୂଆଦିଲ୍ଲୀ ରେ ସ୍ଵାଧୀନତା ଦିବସ ୨୦୨୪ ପ୍ୟାରେଡ଼…
ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ସମସ୍ତେ ସାମିଲ ହୁଅନ୍ତୁ।
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ସ୍ୱାଧୀନତା ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ବିରାଟ ଉପଲବ୍ଧି।ସ୍ୱାଧୀନତା ର ୭୮ ବର୍ଷ ଅବସରରେ କୃତଜ୍ଞ ଦେଶବାସୀ ତିରଙ୍ଗାକୁ ସମ୍ମାନ ଜଣାଉଛନ୍ତି। ହରଘର ତିରଙ୍ଗା ନାମରେ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଜାତୀୟ…
ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଓଡ଼ିଶା ସାମ୍ବାଦିକ ସଂଘ ଓଜେୟୁ ପୁରୀ ଜିଲ୍ଲା ପକ୍ଷରୁ ରବିବାର ପୂର୍ବାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ସଭାଗୃହରେ ଗଣତନ୍ତ୍ରରେ ଗଣମାଧ୍ୟମ ଓ ଗଣନେତାଙ୍କ ଭୂମିକା ସମ୍ପର୍କରେ ଏକ ତାତ୍ତ୍ଵିକ ଆଲୋଚନାଚକ୍ର ଅନୁଷ୍ଠିତ…
ଚିଲିକାରୁ ବାଂଲାବେଶକୁ ମାଛ ବେବସାୟ ବନ୍ଦ, ଚିନ୍ତାରେ ମାଛ ଵେବସାୟୀ
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଚିଲିକାରୁ ଲକ୍ଷ ଲକ୍ଷ ଟଙ୍କାର ମାଛ ରାପ୍ତାନ ହୁଏ ବାଂଲାଦେଶକୁ। ବର୍ତମାନ ବାଂଲାଦେଶରେ ହିଂସା ଯୋଗୁଁ ବେବସାୟୀ ପ୍ରତିଷ୍ଠାନ ଗୁଡିକ ବନ୍ଦରହିଛି l ଚିଲିକାରୁ ଆଉ ମାଛ ରପ୍ତାନୀ ହେଉନି…
ଅବସର ପ୍ରାପ୍ତ ଶିକ୍ଷକ ତଥା ଜ୍ୟୋତିର୍ବିଦ ପଣ୍ଡିତ ଗୁଣ ସାଗର ପଣ୍ଡାଙ୍କ ପରଲୋକ
ସୁବର୍ଣ୍ଣପୁର (ରିପୋର୍ଟ – ଚୈତନ୍ୟ ଭୁକ୍ତା ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବମରାଜ ଗାଁର ଅବସରପ୍ରାପ୍ତ ଶିକ୍ଷକ ତଥା ଜ୍ୟୋତିର୍ବିଦ ପଣ୍ଡିତ ଗୁଣସାଗର ପଣ୍ଡାଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି l ଆଜି ସକାଳ ୭ ଟା…
ଓଡିଶାରେ ତିନୋଟି ନୂଆ ରେଳ ପ୍ରୋଜେକ୍ଟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟବସ୍ଥାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସି.ସି.ଇ.ଏ.) ଓଡ଼ିଶା ପାଇଁ ତିନୋଟି ରେଳ ପ୍ରକଳ୍ପ ସମେତ ୮ଟି ରେଳ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି। ରେଳ ମନ୍ତ୍ରଣାଳୟ ଅନୁଯାୟୀ, ଏହି…
ମହାପ୍ରଭୁଙ୍କ ଦ୍ୱାରଫିତା ନୀତି ବିଳମ୍ବ, ନୋଟିସ ଜାରିକଲା ଶ୍ରୀ ମନ୍ଦିର ପ୍ରଶାସନ
ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପୁରୀ ଶ୍ରୀମନ୍ଦିରର ଜଣେ ପ୍ରତିହାରୀ ସେବକଙ୍କୁ ଏକ ନୋଟିସ୍ ଜାରି କରି ଶୁକ୍ରବାର ଦିନ ଦ୍ୱାର ଫିତା ରୀତିନୀତିର ବିଳମ୍ବ ପାଇଁ ଦାୟୀ ବୋଲି କହିଛନ୍ତି। ମନ୍ଦିରର ନିୟମ ଉଲ୍ଲଙ୍ଘନ କରିଥିବାରୁ…
