OAS ପରୀକ୍ଷାରେ ସଫଳତା ପାଇଲେ କଣିହାଁ ଅଞ୍ଚଳର ଝିଅ ସୁଦିପ୍ତା ନାଏକ୍

ଅନୁଗୁଳ (ଅଜିତ କୁମାର ଭୋଇ): ଓ.ଏ.ଏସ ପରୀକ୍ଷା ରେ ସଫଳତା ପାଇଲେ ଅନୁଗୋଳ ଜିଲ୍ଲା କଣିହାଁ ଅଞ୍ଚଳ ର ଝିଅ ସୁଦିପ୍ତା ନାଏକ୍ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଗଦାଶିଳା ଗ୍ରାମର ସୁଦିପ୍ତା ନାଏକ ୨୦୨୩ ଓଏଏସ ପରୀକ୍ଷାରେ ପାଇଲେ ସଫଳତା । ୩୦୫ ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି । ଅନୁଗୋଳ କଣିହାଁ ମାଟି ପାଇଁ ଗର୍ବ ଆଉ ଗୌରବ ହୋଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *

error: Content is protected !!