ସମ୍ବଲପୁରର ଅଇଁଠାପାଲିରେଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ କେନ୍ଦ୍ରୀୟ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ‘ଓଡ଼ିଆ ଅସ୍ମିତା’ ଅସ୍ତ୍ରରେ ପ ପ୍ରହାର କରି ଶାହ କହିଥିଲେ, ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟି ଚିପି ବାହାର ଲୋକଙ୍କୁ ଦୁର୍ନୀତି କରିବାର ସୁଯୋଗ ଦେଉଛନ୍ତି । ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି। ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ।
ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବେ। ୪ ତାରିଖ ପରେ ଓଡ଼ିଶାରେ ବିଜେପି ନେତୃତ୍ୱରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ସରକାର ଗଢିବ । ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲିବା ଉପରେ ମଧ୍ୟ ଶାଣିତ ବକ୍ତବ୍ୟ ଦେଇଥିଲେ