ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି

ଭୁବନେଶ୍ୱର :ଜଣେ ବ୍ୟକ୍ତିର ଗଳିତ ଶବ ଉଦ୍ଧାର ହୋଇଥିବା ଖବର ମିଳିଛି।ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ର ନାଚୁଣୀ ଥାନା ଅନ୍ତର୍ଗତ ବରଡ଼ି ଏବଂ ସରଳସିଂହ ମଧ୍ୟରେ ଥିବା ଜାତୀୟ ରାଜପଥ କଡ଼ରେ ଏକ ଅଜଣା ବ୍ୟକ୍ତିର ଗଳିତ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ ଓ ଖବର ପାଇ ନାଚୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି।ତେବେ ବର୍ତ୍ତମାନ ଶବଟି ଚି଼ହ୍ନଟ ହୋଇନଥିବା ବେଳେ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଦେଇଛି ନାଚୁଣୀ ପୋଲିସ

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!