ଆଶଙ୍କାପୂର୍ଣ୍ଣ ଭାରତ ଓ ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ଶେଷରେ ଆରମ୍ଭ ହୋଇଛି। ଟସ ଜିତି ଇଂଲଣ୍ଡ ପ୍ରଥମେ କ୍ଷେତ୍ର ରକ୍ଷଣ କରିବାର ନିଷ୍ପତି ନେଇଛି। ସକାଳୁ ମେଘୁଆ ପାଗ ପାଇଁ ବିଳମ୍ବିତ ହୋଇଛି ମ୍ୟାଚ। ପ୍ରଥମେ ୮:୩୦ରେ କ୍ଷେତ୍ର ନିରୀକ୍ଷଣ ହେବାରେ ଥିଲା ଯାହାକି ବିଳମ୍ବରେ ୮:୪୫ରେ ହୋଇଥିଲା। ୮:୫୦ରେ ଟସ ହୋଇଥିଲା ଓ ଟସ ଇଂଲଣ୍ଡ ଅଧିନାୟକ ବଟଲର ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ
semifinal match
ଶେଷ ସୂଚନା ଅନୁସାରେ ରୋହିତ ଓ କୋହଲି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛନ୍ତି