ଅଖିଳ ଭାରତୀୟ ମଜଦୁର ସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପୁରୀ :ଅଖିଳ ଭାରତୀୟ ମଜଦୁର ସଂଘ ର କାର୍ଯ୍ୟକାରିଣୀ ବୈଠକ 28/6ରୁ ଆରମ୍ଭ ହୋଇ 30/6ରେ ପୁରୀ ଜାନକି ରେସିଡେଣ୍ଟ ପରିସର ରେ ଶେଷ ହୋଇଥି ଲା l ଏହି କାର୍ଯ୍ୟକ୍ରମ ରେ ସିମେଣ୍ଟ ମହାସଙ୍ଗର ପ୍ରତିକ ମାସ ର ପ୍ରତିକ ସିମେଣ୍ଟ କାରଖାନା ରୁ ଆସିଥିବା ବିବଣୀ ଓ ଆୟବିୟର ଲିଖିତ ହିସାବ ତଦନ୍ତ କରାଗଲା l ଆଗାମୀ ଦିନର କାର୍ଯ୍ୟ ପନ୍ଥା ଓ ବି. ଏମ. ଏସ ର 70ବର୍ଷ ପୃତୀ କାର୍ଯ୍ୟ ପନ୍ଥା ସମସ୍ତ ଙ୍କୁ ଅବଗତ କରାଗଲା।

ଏହି ସଭାକୁ ଉପାଅଧ୍ୟକ୍ଷ ଶ୍ରୀ ରଶ୍ମିରଞ୍ଜନ ପରିଡ଼ା ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଙ୍ଗର ସାଧାରଣ ସମ୍ପାଦକ ଵିମଳ କୁମାର ବେହେରା, ରଶ୍ମିରଞ୍ଜନ ପରୀଡା, ଓସିଏଲ ମଜ ଦୁର ସଙ୍ଘର ସାଧାରଣ ସମ୍ପାଦକ ଅଶୋକ କୁମାର ସ୍ୱାଇଁ ଏବଂ ବିଶ୍ୱ କର୍ମା ସଙ୍ଘର ଉପ ସଭାପତି ସୁଦର୍ଶ ରାଉଳ ପ୍ରମୁଖ ଏହି ବୈଠକ ଯୋଗ ଦେଇଥିଲେ

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

Powered by Joinchat