ପୁରୀ :ଆଜି ପୁରୀ ୱାଟରୱାକ ରୋଡ଼ ଠାରେ ରଥଯାତ୍ରା ଉପଲକ୍ଷ ଶ୍ରୀକ୍ଷତ୍ର ଆଟଗ୍ୟାଲି ପରିସର ରେ ପ୍ରଦର୍ଶୀତ ହୋଇ ଯାଇଛି ଚିତ୍ର ଶିଳ୍ପୀ ସନ୍ତୋଷ କୁମାର ସେଠି ଏହି ଚିତ୍ର ତାଙ୍କ ମନର ଭାବନାରେ ସେ ଏହି ଚିତ୍ର ଆଙ୍କିଛନ୍ତି l ଲିମ୍ବ କାଠ ରେ ଆ ଙ୍କି ଥିବା ଚିତ୍ର ଗୁଡିକ ବେଶ ସୁନ୍ଦର ଓ ଆର୍ଷଣ ହୋଇଛି l

ଶ୍ରୀ ସେଠି କହିଛନ୍ତି ଯେ ଦୀର୍ଘ କୋଡ଼ି ବର୍ଷ ଧରି ଚିତ୍ର ଆଙ୍କୁ ଛି କିନ୍ତୁ ଚଳିତ ବର୍ଷ ମୋ ନଙ୍କୁ ଭାବନା ଆସିଲା ଯେ ଶ୍ରୀ ଜଗନ୍ନାଥ ଙ୍କ ପୁରୁଣା ଚିତ୍ର ଗୁଡ଼ିକ ଅଙ୍କିବା ପାଇଁ l ତେଣୁ ମୁଁ ମହାପ୍ରଭୁଙ୍କ ଏହି ରଥଯାତ୍ରା ସମୟରେ ତାଙ୍କପାଖରେ ମୁଁ ନିଜକୁ ସମର୍ପିତ କରି ଏହି ଚିତ୍ର ଗୁଡିକଆଙ୍କିଛି lସେ ଛାତ୍ର ଛାତ୍ରୀଙ୍କୁ ତାଲିମ ମଧ୍ୟ ଦିଅନ୍ତି
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ